ଅସରାଏ ବର୍ଷାରେ ବେହାଲ ଢେଙ୍କାନାଳ ମେଡିକାଲ

ଢେଙ୍କାନାଳ: ଅସରାଏ ବର୍ଷାରେ ବେହାଲ ଢେଙ୍କାନାଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ। ମେଡିକାଲ ବାହାରେ ଓ ୱାର୍ଡ ଭିତରେ ଲହରୀ ଭାଙ୍ଗୁଛି ବର୍ଷା ଜଳ। ବର୍ଷା ପରେ ରାସ୍ତାର ସମସ୍ତ ଅପରିଷ୍କାର ପାଣି ମେଡିକାଲ ୱାର୍ଡ ଭିତରେ ଜମା ହୋଇଛି। ଏଭଳି ଅବସ୍ଥାରେ ବହୁ ଅସୁବିଧାର ସମ୍ମୁଖୀନ ହେଉଥିବା ଅଭିଯୋଗ କରିଛନ୍ତି ରୋଗୀଙ୍କ ସଂପର୍କୀୟ।

denkanal

denkanal

Rakesh Mallick
  • Published: Sunday, 16 July 2017
  • Updated: 16 July 2017, 07:07 PM IST

Sports

Latest News

ଢେଙ୍କାନାଳ: ଅସରାଏ ବର୍ଷାରେ ବେହାଲ ଢେଙ୍କାନାଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ। ମେଡିକାଲ ବାହାରେ ଓ ୱାର୍ଡ ଭିତରେ ଲହରୀ ଭାଙ୍ଗୁଛି ବର୍ଷା ଜଳ। ବର୍ଷା ପରେ ରାସ୍ତାର ସମସ୍ତ ଅପରିଷ୍କାର ପାଣି ମେଡିକାଲ ୱାର୍ଡ ଭିତରେ ଜମା ହୋଇଛି। ଏଭଳି ଅବସ୍ଥାରେ ବହୁ ଅସୁବିଧାର ସମ୍ମୁଖୀନ ହେଉଥିବା ଅଭିଯୋଗ କରିଛନ୍ତି ରୋଗୀଙ୍କ ସଂପର୍କୀୟ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos