5T ସଚିବଙ୍କ ଗସ୍ତ ବେଳେ ମେଡିକାଲରେ ପଶିଲା ଡ୍ରେନ୍‌ ପାଣି

କେନ୍ଦୁଝର (ପ୍ରଣୟ ପାଣି): ‘ମୋ ସରକାର’ର କାର୍ଯ୍ୟକାରିତା ତୃଣମୂଳ ସ୍ତରରେ କିପରି ହେଉଛି, ସେ ସମ୍ପର୍କରେ ଜାଣିବା ପାଇଁ  5T ସଚିବ ଭି. କେ. ପାଣ୍ଡିଆନ ଓ ତାଙ୍କ ଟିମ୍‌ ରାଜ୍ୟର ବିଭିନ୍ନ ଡାକ୍ତରଖାନା ଗସ୍ତ କରୁଛନ୍ତି। 5T ସଚିବଙ୍କ ଗସ୍ତକୁ ଦୃଷ୍ଟିରେ ରଖି ତତ୍ପର ହୋଇ ଉଠିଛନ୍ତି ସବୁ ଡାକ୍ତରଖାନା କର୍ତ୍ତୃପକ୍ଷ। ଆଉ ବର୍ଷ ବର୍ଷ ଧରି ହେଉ ନ ଥିବା କାମ ରାତାରାତି ହୋଇଯାଉଛି।  ଏହାଦ୍ୱାରା ମେଡିକାଲ ଚିକ୍‌ଚିକ୍‌ ଦେଖାଯିବା ସହ ପାରିପାର୍ଶ୍ୱିକ ଅବସ୍ଥା […]

tttt---

tttt---

Tapaswini Nayak
  • Published: Monday, 14 October 2019
  • Updated: 14 October 2019, 01:33 PM IST

Sports

Latest News

କେନ୍ଦୁଝର (ପ୍ରଣୟ ପାଣି): ‘ମୋ ସରକାର’ର କାର୍ଯ୍ୟକାରିତା ତୃଣମୂଳ ସ୍ତରରେ କିପରି ହେଉଛି, ସେ ସମ୍ପର୍କରେ ଜାଣିବା ପାଇଁ  5T ସଚିବ ଭି. କେ. ପାଣ୍ଡିଆନ ଓ ତାଙ୍କ ଟିମ୍‌ ରାଜ୍ୟର ବିଭିନ୍ନ ଡାକ୍ତରଖାନା ଗସ୍ତ କରୁଛନ୍ତି। 5T ସଚିବଙ୍କ ଗସ୍ତକୁ ଦୃଷ୍ଟିରେ ରଖି ତତ୍ପର ହୋଇ ଉଠିଛନ୍ତି ସବୁ ଡାକ୍ତରଖାନା କର୍ତ୍ତୃପକ୍ଷ। ଆଉ ବର୍ଷ ବର୍ଷ ଧରି ହେଉ ନ ଥିବା କାମ ରାତାରାତି ହୋଇଯାଉଛି।  ଏହାଦ୍ୱାରା ମେଡିକାଲ ଚିକ୍‌ଚିକ୍‌ ଦେଖାଯିବା ସହ ପାରିପାର୍ଶ୍ୱିକ ଅବସ୍ଥା ମଧ୍ୟ ସୁଧୁରି ଯାଉଛି। ହେଲେ କେନ୍ଦୁଝର ମେଡିକାଲରେ ଏଥିରେ ବ୍ୟତିକ୍ରମ ଦେଖାଦେଇଛି। 

5T ସଚିବ ଭି.କେ ପାଣ୍ଡିଆନଙ୍କ ଗସ୍ତକୁ ଦୃଷ୍ଟିରେ ରଖି ଗତ କିଛି ଦିନ ଧରି ମେଡିକାଲ କର୍ତ୍ତୃପକ୍ଷଙ୍କ ତରଫରୁ ଯୁଦ୍ଧକାଳୀନ ଭିତ୍ତିରେ ବିଭିନ୍ନ କାମ କରାଯାଇଥିଲା। ତେବେ ବର୍ଷାରେ ସବୁ ଯୋଜନା ଫସର ଫାଟିଗଲା। ସାମାନ୍ୟ ବର୍ଷାରେ ଡାକ୍ତରଖାନାରେ ଡ୍ରେନ୍‌ ପାଣି ପଶିଲା।  ବାହାରକୁ ବାହାରିବା ପାଇଁ କିଛି ବାଟ ନଥିବାରୁ  କିଏ  ନାଳ ପାଣିରେ ପଶି କି ଆସିଲା ତ ଆଉ କିଏ ଲୁହା ରଡ୍‌ରେ ଚଢ଼ିକି ଆସିଲା। ପାଣ୍ଡିଆନ ଓ ତାଙ୍କ ଟିମ୍‌ କେନ୍ଦୁଝର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପରିଦର୍ଶନରେ ଯାଇଥିବା ବେଳେ ଗତକାଲି ଏଭଳି ଦୁରବସ୍ଥା ଦେଖିବାକୁ ମିଳିଥିଲା।  

ସାମାନ୍ୟ ବର୍ଷାରେ ଡ୍ରେନ୍ ପାଣି ମେଡିକାଲର ପିପି ସେଣ୍ଟରରେ ପଶି ଯାଇଥିଲା। ଗୋଟିଏ ପଟେ 5ଟି ସବିବ ଭି. କେ. ପାଣ୍ଡିଆନ କେନ୍ଦୁଝର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଯାଇ ବିଭିନ୍ନ ଓ୍ୱାର୍ଡ ପରିଦର୍ଶନ କରୁଥିବା ବେଳେ ଅନ୍ୟପଟେ ଡ୍ରେନ୍ ପାଣି ଘେରରେ ମେଡିକାଲର କିଛି ଷ୍ଟାଫ ଏବଂ ଡାକ୍ତର ଫସି ରହିଥିଲେ। କିଛି ଷ୍ଟାଫ୍ ଡ୍ରେନ୍ ପାଣିରେ ପଶି ବାହାରକୁ ଆସିଥିବା ବେଳେ କିଛି ଡାକ୍ତର ଲୁହା ରଡ୍‌ରେ ଚଢି ବାହାରକୁ ଆସିଥିଲେ। ପିପି ସେଣ୍ଟର ଭିତରେ ଓ ବାହାରେ ଡ୍ରେନ ପାଣି ପଶିଯାଇଥିବାରୁ ଉଭୟ ଡାକ୍ତର ଓ ଷ୍ଟାଫ୍ ବହୁ ଅସୁବିଧାର ସମ୍ମୁଖୀନ ହୋଇଥିଲେ।

ପିପି ସେଣ୍ଟରରେ ଗର୍ଭବତୀ ମହିଳା ଓ ଶିଶୁଙ୍କୁ ଟିକା ଯାଉଥିବାରୁ ଏହାଦ୍ୱାରା ଉଭୟ ମାଆ ଓ ଶିଶୁ ସଂକ୍ରମଣର ଶିକାର ହୋଇପାରନ୍ତି ବୋଲି ଡାକ୍ତର କହିଛନ୍ତି।
କେନ୍ଦୁଝର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ସ୍ତ୍ରୀ ଓ ପ୍ରସୂତି ବିଭାଗର ଡାକ୍ତର ମମତାରାଣୀ ଜେନା କହିଛନ୍ତି, “ ୟଏଭଳି ଜାଗାରେ କାମ କରୁଥିବାରୁ ମୋତେ ଖରାପ ଲାଗୁଛି। ଡ୍ରେନ୍‌ ପାଣି ମେଡିକାଲରେ ପଶିବା ଯୋଗୁ ସମସ୍ତଙ୍କୁ ଇନ୍‌ଫେକ୍ସନ୍‌ ହୋଇପାରେ।”

କେନ୍ଦୁଝର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ଷ୍ଟାଫ ନର୍ସ ଶଶିକଳା ପଣ୍ଡା କହିଛନ୍ତି, “ ୟହସ୍ପିଟାଲରେ ପାଣି ପଶିଯାଇଥିବାରୁ ବାହାରକୁ ଯିବା କଷ୍ଟକର ହୋଇପଡ଼ୁଛି। ସଚିବ ଡାକିଥିବା ମିଟିଂ ମଧ୍ୟ ଆମେ ଯାଇପାରିଲୁନି।”

ସୁନ୍ଦରଗଡ଼ ଡାକ୍ତରଖାନାର ଅବ୍ୟବସ୍ଥା ଦେଖି ତୁରନ୍ତ ପଦକ୍ଷେପ ସ୍ୱରୂପ ଭାରପ୍ରାପ୍ତ ସିଡିଏମଓ ଡାକ୍ତର ପଙ୍କଜ ପଟେଲଙ୍କୁ ଗତକାଲି କାର୍ଯ୍ୟରୁ ନିଲମ୍ବିତ କଲା ପରେ  5-ଟି ସବିବ ଭି. କେ. ପାଣ୍ଡିଆନ୍‌ ପହଞ୍ଚିଥିଲେ କେନ୍ଦୁଝର ଜିଲ୍ଲାରେ। ମାତ୍ର ସେଠାରେ ସାମାନ୍ୟ ବର୍ଷାରେ ଡ୍ରେନ୍‌ ପାଣି ଡାକ୍ତରଖାନା ଭିତରେ ପଶିବା ଦୃଶ୍ୟ କିପରି ସଚିବଙ୍କ ଦୃଷ୍ଟିଗୋଚର ହେଲା ନାହିଁ, ତାହା ପ୍ରଶ୍ନବାଚୀ ସୃଷ୍ଟି କରିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story