ସାଧାରଣ ଲୋକଙ୍କୁ ରାଜଭବନ ମନା

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଭୁବନେଶ୍ୱରରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଦିନକୁ ଦିନକୁ ବଢ଼ିବାରେ ଲାଗିଛି। ଯାହା ସରକାରଙ୍କ ଚିନ୍ତାର କାରଣ ପାଲଟିଛି। କରୋନା ସଂକ୍ରମଣ ପାଇଁ ରାଜଭବନକୁ ସାଧାରଣ ଲୋକ ଯିବା ଉପରେ କଟକଣା ଜାରି କରାଯାଇଛି। ରାଜଭବନ ପକ୍ଷରୁ କୁହାଯାଇଛି ଯେ, ଜୁଲାଇ ୩୧ ପର୍ଯ୍ୟନ୍ତ ସାଧାରଣ ଲୋକ ରାଜଭବନ ଯାଇପାରିବେ ନାହିଁ। ଫୋନ୍, ଫ୍ୟାକ୍ସ ଓ ମେଲ୍‌ରେ ଯୋଗାଯୋଗ କରିପାରିବେ। ସୂଚନାଯୋଗ୍ୟ, ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୦, ୬୨୪ରେ ପହଞ୍ଚିଥିବା ବେଳେ ସେମାନଙ୍କ ମଧ୍ୟରୁ […]

raj-bhaban-2

raj-bhaban-2

Tapaswini Nayak
  • Published: Wednesday, 08 July 2020
  • Updated: 08 July 2020, 02:49 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଭୁବନେଶ୍ୱରରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଦିନକୁ ଦିନକୁ ବଢ଼ିବାରେ ଲାଗିଛି। ଯାହା ସରକାରଙ୍କ ଚିନ୍ତାର କାରଣ ପାଲଟିଛି। କରୋନା ସଂକ୍ରମଣ ପାଇଁ ରାଜଭବନକୁ ସାଧାରଣ ଲୋକ ଯିବା ଉପରେ କଟକଣା ଜାରି କରାଯାଇଛି।

ରାଜଭବନ ପକ୍ଷରୁ କୁହାଯାଇଛି ଯେ, ଜୁଲାଇ ୩୧ ପର୍ଯ୍ୟନ୍ତ ସାଧାରଣ ଲୋକ ରାଜଭବନ ଯାଇପାରିବେ ନାହିଁ। ଫୋନ୍, ଫ୍ୟାକ୍ସ ଓ ମେଲ୍‌ରେ ଯୋଗାଯୋଗ କରିପାରିବେ।

ସୂଚନାଯୋଗ୍ୟ, ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୦, ୬୨୪ରେ ପହଞ୍ଚିଥିବା ବେଳେ ସେମାନଙ୍କ ମଧ୍ୟରୁ ୬୭୦୩ ଜଣ ସୁସ୍ଥ ହୋଇଛନ୍ତି। ଅନ୍ୟ ୩୮୬୦ ଜଣ ବିଭିନ୍ନ କୋଭିଡ ହସପିଟାଲରେ ଚିକିତ୍ସାଧୀନ ଅଛନ୍ତି। ରାଜ୍ୟରେ କରୋନାରେ ୪୮ ଜଣଙ୍କ ମୃତ୍ୟୁ ଘଟିଛି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story