ରାଜ ସୁନାଖଳାଠାରୁ ବୋଲଗଡ଼ ପର୍ଯ୍ୟନ୍ତ ପରୀକ୍ଷାମୂଳକ ଭାବେ ଗଡ଼ିଲା ରେଳ ଇଞ୍ଜିନ

ଖୋର୍ଦ୍ଧା: ଖୋର୍ଦ୍ଧା-ବଲାଙ୍ଗିର ରେଳପଥରେ ରାଜ ସୁନାଖଳାଠାରୁ ବୋଲଗଡ଼ ପର୍ଯ୍ୟନ୍ତ ପରୀକ୍ଷାମୂଳକ ଭାବେ ଆଜି ରେଳ ଇଞ୍ଜିନ ଗଡ଼ିଛି। ଆଜି ଅପରାହ୍ନ ୩ଟା୩୦ ମିନିଟ୍‌ରେ ରାଜସୁନାଖେଳା ଷ୍ଟେସନରେ ପୂଜାର୍ଚ୍ଚନା ପରେ ଏହି ଇଞ୍ଜିନ ଗଡ଼ିଥିଲା।  ଦୀର୍ଘ ବାର କିଲୋମିଟର ପର୍ଯ୍ୟନ୍ତ ଏହି ଇଞ୍ଜିନ ଗଡ଼ିବ।  ଯଦି ଏହାର ପରୀକ୍ଷା ସଫଳ ହୁଏ ତେବେ ଯାତ୍ରୀବାହି ଟ୍ରେନ ଏହି ମାର୍ଗରେ ଯାତାୟତ କରିବ ବୋଲି ରେଳ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।ଏହି ଅବସରରେ ନିର୍ମାଣ ବିଭାଗ ଓ ରେଳ ବିଭାଗର […]

rail

rail

Rakesh Mallick
  • Published: Sunday, 31 July 2016
  • Updated: 31 July 2016, 07:18 PM IST

Sports

Latest News

ଖୋର୍ଦ୍ଧା: ଖୋର୍ଦ୍ଧା-ବଲାଙ୍ଗିର ରେଳପଥରେ ରାଜ ସୁନାଖଳାଠାରୁ ବୋଲଗଡ଼ ପର୍ଯ୍ୟନ୍ତ ପରୀକ୍ଷାମୂଳକ ଭାବେ ଆଜି ରେଳ ଇଞ୍ଜିନ ଗଡ଼ିଛି। ଆଜି ଅପରାହ୍ନ ୩ଟା୩୦ ମିନିଟ୍‌ରେ ରାଜସୁନାଖେଳା ଷ୍ଟେସନରେ ପୂଜାର୍ଚ୍ଚନା ପରେ ଏହି ଇଞ୍ଜିନ ଗଡ଼ିଥିଲା।  ଦୀର୍ଘ ବାର କିଲୋମିଟର ପର୍ଯ୍ୟନ୍ତ ଏହି ଇଞ୍ଜିନ ଗଡ଼ିବ।  ଯଦି ଏହାର ପରୀକ୍ଷା ସଫଳ ହୁଏ ତେବେ ଯାତ୍ରୀବାହି ଟ୍ରେନ ଏହି ମାର୍ଗରେ ଯାତାୟତ କରିବ ବୋଲି ରେଳ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।ଏହି ଅବସରରେ ନିର୍ମାଣ ବିଭାଗ ଓ ରେଳ ବିଭାଗର  ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story