ରାଜଧାନୀର ଅଳିଆଗଦାରୁ ଉଦ୍ଧାର ଶିଶୁକନ୍ୟା କଟକ ବଡ଼ ମେଡିକାଲ ସ୍ଥାନାନ୍ତର

ଭୁବନେଶ୍ୱର: ରାଜଧାନୀର ଏକ ଅଳିଆ ଗଦାରୁ ସୋମବାର ଉଦ୍ଧାର ହୋଇଥିବା ନବଜାତ ଶିଶୁକନ୍ୟାକୁ କଟକ ବଡ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି। ଶିଶୁକନ୍ୟାଟିର ସ୍ୱାସ୍ଥ୍ୟାବସ୍ଥା ଗୁରୁତର ଥିବାରୁ ତାକୁ ଆଇସିୟୁରେ ଭର୍ତ୍ତି କରାଯାଇଛି। ଏବେ ବି ଶିଶୁଟିର ଜୀବନ ପ୍ରତି ବିପଦ ରହିଥିବା ଡାକ୍ତର କହିଛନ୍ତି। ସୋମବାର ଭୁବନେଶ୍ୱର ୟୁନିଟ୍-୮ ସିବିଆଇ ଅଫିସ ନିକଟରେ ଥିବା ଅଳିଆ ଗଦାରେ ଶିଶୁକନ୍ୟାଟି ପଡିଥିବା ଦେଖି ସ୍ଥାନୀୟ ଲୋକେ ଉଦ୍ଧାର କରିଥିଲେ। ପରେ ଶିଶୁଟିକୁ କ୍ୟାପିଟାଲ ମେଡିକାଲରେ ଭର୍ତ୍ତି କରାଯାଇଥିଲା। ପିଲାଟିର […]

sisu ib captial

sisu ib captial

Rakesh Mallick
  • Published: Tuesday, 27 October 2015
  • Updated: 27 October 2015, 11:41 AM IST

Sports

Latest News

ଭୁବନେଶ୍ୱର: ରାଜଧାନୀର ଏକ ଅଳିଆ ଗଦାରୁ ସୋମବାର ଉଦ୍ଧାର ହୋଇଥିବା ନବଜାତ ଶିଶୁକନ୍ୟାକୁ କଟକ ବଡ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି। ଶିଶୁକନ୍ୟାଟିର ସ୍ୱାସ୍ଥ୍ୟାବସ୍ଥା ଗୁରୁତର ଥିବାରୁ ତାକୁ ଆଇସିୟୁରେ ଭର୍ତ୍ତି କରାଯାଇଛି। ଏବେ ବି ଶିଶୁଟିର ଜୀବନ ପ୍ରତି ବିପଦ ରହିଥିବା ଡାକ୍ତର କହିଛନ୍ତି।

ସୋମବାର ଭୁବନେଶ୍ୱର ୟୁନିଟ୍-୮ ସିବିଆଇ ଅଫିସ ନିକଟରେ ଥିବା ଅଳିଆ ଗଦାରେ ଶିଶୁକନ୍ୟାଟି ପଡିଥିବା ଦେଖି ସ୍ଥାନୀୟ ଲୋକେ ଉଦ୍ଧାର କରିଥିଲେ। ପରେ ଶିଶୁଟିକୁ କ୍ୟାପିଟାଲ ମେଡିକାଲରେ ଭର୍ତ୍ତି କରାଯାଇଥିଲା। ପିଲାଟିର ପରିବାର ବିଷୟରେ ଏପର୍ଯ୍ୟନ୍ତ କୌଣସି ସୂଚନା ମିଳିପାରି ନାହିଁ। ଶିଶୁଟିକୁ ଚାଇଲ୍ଡ ଲାଇନକୁ ହସ୍ତାନ୍ତର କରାଯିବ ବୋଲି ଜଣାପଡିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos