ରଜତ କର, ଶାନ୍ତିଲତା ଓ ସୂର୍ଯ୍ୟ ନାରାୟଣ ରଥଶର୍ମାଙ୍କୁ ପ୍ରାର୍ଥନା ସମ୍ମାନ ପ୍ରଦାନ

ଭୁବନେଶ୍ୱର: ଓଡ଼ିଶାର ଏକମାତ୍ର ଆଧ୍ୟାତ୍ମିକ ଚ୍ୟାନେଲ୍ ‘ପ୍ରାର୍ଥନା’ ପକ୍ଷରୁ ‘ଚତୁର୍ଥ ପ୍ରାର୍ଥନା ସମ୍ମାନ’ ପ୍ରଦାନ କରାଯାଇଛି। ଗତକାଲି ସନ୍ଧ୍ୟାରେ ଭୁବନେଶ୍ୱର ଠାରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ବିଶିଷ୍ଟ ବକ୍ତା ତଥା ସାହିତ୍ୟିକ ରଜତ କୁମାର କର, କଣ୍ଠଶିଳ୍ପୀ ଶାନ୍ତିଲତା ଛୋଟରାୟ ଓ ବିଶିଷ୍ଟ ଘୋଷକ ସୂର୍ଯ୍ୟ ନାରାୟଣ ରଥଶର୍ମାଙ୍କୁ ପ୍ରାର୍ଥନା ସମ୍ମାନ ପ୍ରଦାନ କରାଯାଇଥିଲା। ଆଧ୍ୟାତ୍ମିକ ଗୁରୁ ଶ୍ରୀ ଶ୍ରୀ ରବିଶଙ୍କର ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଏହି ସମ୍ମାନ ପ୍ରଦାନ କରିଥିଲେ। ଏହି ଉତ୍ସବରେ […]

prathanasamman

prathanasamman

Rakesh Mallick
  • Published: Friday, 18 November 2016
  • Updated: 18 November 2016, 03:03 PM IST

Sports

Latest News

ଭୁବନେଶ୍ୱର: ଓଡ଼ିଶାର ଏକମାତ୍ର ଆଧ୍ୟାତ୍ମିକ ଚ୍ୟାନେଲ୍ ‘ପ୍ରାର୍ଥନା’ ପକ୍ଷରୁ ‘ଚତୁର୍ଥ ପ୍ରାର୍ଥନା ସମ୍ମାନ’ ପ୍ରଦାନ କରାଯାଇଛି। ଗତକାଲି ସନ୍ଧ୍ୟାରେ ଭୁବନେଶ୍ୱର ଠାରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ବିଶିଷ୍ଟ ବକ୍ତା ତଥା ସାହିତ୍ୟିକ ରଜତ କୁମାର କର, କଣ୍ଠଶିଳ୍ପୀ ଶାନ୍ତିଲତା ଛୋଟରାୟ ଓ ବିଶିଷ୍ଟ ଘୋଷକ ସୂର୍ଯ୍ୟ ନାରାୟଣ ରଥଶର୍ମାଙ୍କୁ ପ୍ରାର୍ଥନା ସମ୍ମାନ ପ୍ରଦାନ କରାଯାଇଥିଲା। ଆଧ୍ୟାତ୍ମିକ ଗୁରୁ ଶ୍ରୀ ଶ୍ରୀ ରବିଶଙ୍କର ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଏହି ସମ୍ମାନ ପ୍ରଦାନ କରିଥିଲେ।

ଏହି ଉତ୍ସବରେ ଅନ୍ୟମାନଙ୍କ ମଧ୍ୟରେ ଭୁବନେଶ୍ୱର ସାଂସଦ ପ୍ରସନ୍ନ ପାଟ୍ଟଶାଣୀ, ଓଟିଭି ନେଟ୍‌ୱର୍କର କୋ-ଫାଉଣ୍ଡର ତଥା ନିର୍ଦ୍ଦେଶିକା ଜଗି ମଙ୍ଗତ ପଣ୍ଡା ପ୍ରମୁଖ ଉପସ୍ଥିତ ଥିଲେ। ଏହି ଅବସରରେ ବିଶିଷ୍ଠ କଣ୍ଠଶିଳ୍ପୀ ଓ କଳାକାରମାନେ ଉପସ୍ଥିତ ଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story