ରାଜେନ୍ଦ୍ର କଲେଜ ସମେତ ୫ କଲେଜ ପାଇବେ ବିଶ୍ୱବିଦ୍ୟାଳୟ ମାନ୍ୟତା

ବଲାଙ୍ଗିର: ବଲାଙ୍ଗିରର ରାଜେନ୍ଦ୍ର କଲେଜ ସମେତ ୫ଟି କଲେଜକୁ ବିଶ୍ୱବିଦ୍ୟାଳୟ ମାନ୍ୟତା ଦିଆଯିବ। ଏ ନେଇ ଶୀଘ୍ର ଘୋଷଣା ହେବାର ସମ୍ଭାବନା ରହିଛି। ଏହି ବିଶ୍ୱବିଦ୍ୟାଳୟଗୁଡିକ ଅଧୀନରେ ବଲାଙ୍ଗିର, ସୁବର୍ଣ୍ଣପୁର, ନୂଆପଡ଼ା, କଳାହାଣ୍ଡି ଜିଲ୍ଲାର ସମସ୍ତ କଲେଜ ରହିବେ। ଆଜି ବଲାଙ୍ଗିରରେ ଆହାର ଯୋଜନା ଶୁଭାରମ୍ଭ କାର୍ଯ୍ୟକ୍ରମରେ ଯୋଗଦେଇ ଗଣଶିକ୍ଷା ମନ୍ତ୍ରୀ ଦେବୀ ମିଶ୍ର ଏହି ସୂଚନା ଦେଇଛନ୍ତି। ଏହାସହ ଗୁଣାତ୍ମକ ଶିକ୍ଷା ଓ ଗବେଷଣା କ୍ଷେତ୍ରରେ ଗୁରୁତ୍ୱ ଦେବା ଉପରେ ସେ ଜୋର ଦେଇଛନ୍ତି। ମନ୍ତ୍ରୀ […]

devi-mishra

devi-mishra

Rakesh Mallick
  • Published: Thursday, 14 April 2016
  • Updated: 14 April 2016, 10:05 AM IST

Sports

Latest News

ବଲାଙ୍ଗିର: ବଲାଙ୍ଗିରର ରାଜେନ୍ଦ୍ର କଲେଜ ସମେତ ୫ଟି କଲେଜକୁ ବିଶ୍ୱବିଦ୍ୟାଳୟ ମାନ୍ୟତା ଦିଆଯିବ। ଏ ନେଇ ଶୀଘ୍ର ଘୋଷଣା ହେବାର ସମ୍ଭାବନା ରହିଛି। ଏହି ବିଶ୍ୱବିଦ୍ୟାଳୟଗୁଡିକ ଅଧୀନରେ ବଲାଙ୍ଗିର, ସୁବର୍ଣ୍ଣପୁର, ନୂଆପଡ଼ା, କଳାହାଣ୍ଡି ଜିଲ୍ଲାର ସମସ୍ତ କଲେଜ ରହିବେ। ଆଜି ବଲାଙ୍ଗିରରେ ଆହାର ଯୋଜନା ଶୁଭାରମ୍ଭ କାର୍ଯ୍ୟକ୍ରମରେ ଯୋଗଦେଇ ଗଣଶିକ୍ଷା ମନ୍ତ୍ରୀ ଦେବୀ ମିଶ୍ର ଏହି ସୂଚନା ଦେଇଛନ୍ତି। ଏହାସହ ଗୁଣାତ୍ମକ ଶିକ୍ଷା ଓ ଗବେଷଣା କ୍ଷେତ୍ରରେ ଗୁରୁତ୍ୱ ଦେବା ଉପରେ ସେ ଜୋର ଦେଇଛନ୍ତି।

ମନ୍ତ୍ରୀ ମିଶ୍ର କହିଛନ୍ତି, “୫ଟି କଲେଜକୁ ବିଶ୍ୱବିଦ୍ୟାଳୟ କରିବାକୁ ସରକାର ଯୋଜନା କରିଛନ୍ତି। ଏହା ମଧ୍ୟରେ ରାଜେନ୍ଦ୍ର କଲେଜ ରହିଛି। ବିଭିନ୍ନ ସ୍ଥାନରେ ହୋଇଥିବା ନୂଆ ବିଶ୍ୱବିଦ୍ୟାଳ ଠିକ୍‌ରେ ପରିଚାଳିତ ହେଉଥିବାରୁ ଅଧିକ ବିଶ୍ୱବିଦ୍ୟାଳୟ କରାଯିବାକୁ ନିଷ୍ପତ୍ତି ହୋଇଛି। ପରିଚାଳନା ପାଇଁ ଅଧିକାରୀମାନଙ୍କୁ ନିଯୁକ୍ତି ଦିଆଯିବ। ଏହାଦ୍ୱାରେ ଶିକ୍ଷା କ୍ଷେତ୍ରରେ ଉନ୍ନତି ଘଟିବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story