‘ମୁଖ୍ୟମନ୍ତ୍ରୀ ଯେଉଁଠି ସଭା କରିବେ, ସେଠି ଗୋବର ପାଣି ପକାଇ ଝାଡ଼ୁ କରିବି’

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆଗକୁ ଆଉ ଅଣ୍ଡା ମାଡ଼ କରିବିନି। ଗୋବର ପାଣି ଛିଞ୍ଚି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଶୁଦ୍ଧ ବା ପବିତ୍ର କରିବି। ମୁଖ୍ୟମନ୍ତ୍ରୀ ଯେଉଁଠି ସଭା କରିବେ, ସେଠି ଗୋବର ପାଣି ପକାଇ ଝାଡ଼ୁ ମାରିବି। ବାଲେଶ୍ୱର ତାଳସରି ମହୋତ୍ସବରେ ମୁଖ୍ୟମନ୍ତ୍ରୀଙ୍କ ମଞ୍ଚକୁ ଅଣ୍ଡାମାଡ଼ କରିଥିବା ରାଜେଶ୍ୱରୀ କାମିଲା ଗତକାଲି ମେଡ଼ିକାଲରୁ ଡିସ୍‌ଚାର୍ଜ ହେବା ପରେ ଆଜି ଭୁବନେଶ୍ୱରରେ ସାମ୍ୱାଦିକ ସମ୍ମିଳନୀ କରି ଏପରି ଢ଼ଙ୍ଗରେ ମୁଖ୍ୟମନ୍ତ୍ରୀଙ୍କୁ ଟାର୍ଗେଟ କରିଛନ୍ତି। ସେ ଆହୁରି କହିଛନ୍ତି-“ମୁଖ୍ୟମନ୍ତ୍ରୀଙ୍କ […]

rajashree

rajashree

Rakesh Mallick
  • Published: Tuesday, 13 February 2018
  • Updated: 13 February 2018, 05:05 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆଗକୁ ଆଉ ଅଣ୍ଡା ମାଡ଼ କରିବିନି। ଗୋବର ପାଣି ଛିଞ୍ଚି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଶୁଦ୍ଧ ବା ପବିତ୍ର କରିବି। ମୁଖ୍ୟମନ୍ତ୍ରୀ ଯେଉଁଠି ସଭା କରିବେ, ସେଠି ଗୋବର ପାଣି ପକାଇ ଝାଡ଼ୁ ମାରିବି। ବାଲେଶ୍ୱର ତାଳସରି ମହୋତ୍ସବରେ ମୁଖ୍ୟମନ୍ତ୍ରୀଙ୍କ ମଞ୍ଚକୁ ଅଣ୍ଡାମାଡ଼ କରିଥିବା ରାଜେଶ୍ୱରୀ କାମିଲା ଗତକାଲି ମେଡ଼ିକାଲରୁ ଡିସ୍‌ଚାର୍ଜ ହେବା ପରେ ଆଜି ଭୁବନେଶ୍ୱରରେ ସାମ୍ୱାଦିକ ସମ୍ମିଳନୀ କରି ଏପରି ଢ଼ଙ୍ଗରେ ମୁଖ୍ୟମନ୍ତ୍ରୀଙ୍କୁ ଟାର୍ଗେଟ କରିଛନ୍ତି।

ସେ ଆହୁରି କହିଛନ୍ତି-“ମୁଖ୍ୟମନ୍ତ୍ରୀଙ୍କ ମଞ୍ଚ ଆଗରେ ମଦ୍ୟପ ବିଜେଡି କର୍ମୀମାନେ ଦ୍ରୌପଦୀଙ୍କ ପରି ମୋ ଚୁଟିକୁ ଟାଣି ମାଡ଼ ମାରିଥିଲେ। ଏପରିକି ଶାଢ଼ି ଓ ବ୍ଲାଉଜ୍‌ ଚିରି ପକାଇ ଥିଲେ। ସେହି ସମୟରେ ମଞ୍ଚରେ ମୁଖ୍ୟମନ୍ତ୍ରୀ ଓ ଉଚ୍ଚ ଶିକ୍ଷାମନ୍ତ୍ରୀ ଅନନ୍ତ ଦାସ ଉପସ୍ଥିତ ଥିଲେ ମଧ୍ୟ ପ୍ରତିବାଦ କରିନଥିଲେ। ମୁଁ ଏଠି ପ୍ରଶ୍ନ କରିବାକୁ ଚାହୁଁଛି, ମୋତେ ଦ୍ରୌପଦୀ ପରି ଘୁଷାରି ଘୁଷାରି ଆଣିବା ବେଳେ ମୁଖ୍ୟମନ୍ତ୍ରୀ କ’ଣ ଅନ୍ଧ ଧ୍ରୁତରାଷ୍ଟ୍ର ବନି ଯାଇଥିଲେ? ନା’ ଅନ୍ଧ ଭଳି ଅଭିନୟ କରୁଥିଲେ? ଦ୍ରୌପଦୀ ପାଇଁ ଯେମିତି କୁରୁ ବଂଶ ଧ୍ୱସ ହୋଇଯାଇଥିଲା, ଠିକ୍‌ ସେମିତି ବିଜେଡି ଦିନେ ଧ୍ୱସ ହେବ।”

ସେ କହିଛନ୍ତି-“ମୁଁ ଜଣେ ଗୃହିଣୀ। ସର୍ବପରି ଜଣେ ମା, ଜଣେ ବୋହୂ ଓ ଜଣେ ସ୍ତ୍ରୀ ଭାବେ ପରିଚିତ। ରାଜନୈତିକ କଣ ଜାଣିନି। ବିଜେଡି ଗୁଣ୍ଡାମାନେ ମୋ ସ୍ୱାମୀଙ୍କ ଉପରେ ଆକ୍ରମଣ କରୁଛନ୍ତି। ମୁଖ୍ୟମନ୍ତ୍ରୀ କାର୍ଯ୍ୟକ୍ରମ ପୂର୍ବଦିନ ରାତିରେ ମୋ ସ୍ୱାମୀଙ୍କୁ ଉଠାଇ ନେଇଥିଲେ। ଏ ସମ୍ପର୍କରେ ଜାଣିବା ପାଇଁ ତା’ପର ଦିନ ସକାଳେ ମୋ ଶ୍ୱଶୁର ଓ ଶାଶୁଙ୍କୁ ନେଇ ଥାନାକୁ ଯାଇଥିଲି। ମାତ୍ର ଥାନା ବାବୁ ମୋ କଥା କିଛି ଶୁଣିଲେ ନାହିଁ। ଶେଷରେ କିଛି ଉପାୟ ନପାଇ ଭାବିଲି ମୁଖ୍ୟମନ୍ତ୍ରୀଙ୍କ ମଞ୍ଚକୁ ଅଣ୍ଡା ଫିଙ୍ଗିଲେ ହୁଏତ ମୋ କଥା କେହି ଶୁଣିବେ।”

ରାଜେଶ୍ୱରୀ କହିଛନ୍ତି-“ମୁଖ୍ୟମନ୍ତ୍ରୀଙ୍କ ବାପା ବିଜୁ ପଟ୍ଟନାୟକ ଜଣେ ମହିଳାଙ୍କଠାରୁ ଦୁର୍ନୀତି କଥା ଶୁଣି ତାଙ୍କ ଘରକୁ ଯାଇଥିଲେ। ଇଏ ତାଙ୍କ ପୁଅ ହୋଇ ମହିଳାଙ୍କୁ ଯେମିତି ଅପମାନିତ କରୁଛନ୍ତି, ତାହା ନିନ୍ଦନୀୟ ଘଟଣା। କିନ୍ତୁ ଆଜି ଅନୁଭବ କରୁଛି ଅଣ୍ଡା ଫିଙ୍ଗି କିଛି ଭୁଲ କରିନାହିଁ। କେବଳ ଭୋଟ୍‌ ପାଇଁ ମୋ ବିରୋଧରେ ଲାଗିଥିବା ଦଫା ଉଠାଇଛି। ଏବେ ଏହି ଆନ୍ଦୋଳନକୁ ତୀବ୍ରତର କରିବି। ଆଗାମୀ ଦିନରେ ମୁଖ୍ୟମନ୍ତ୍ରୀ ଯେଉଁଠି ସଭା କରିବେ ସେଠି ଗୋବର ପାଣି ପକାଇ ଝାଡ଼ୁ ମାରିବି। ଆଗକୁ ଅଣ୍ଡା ମାଡ଼ କରିବି। ଗୋବର ପାଣି ପକାଇ ସୁଦ୍ଧ କରିବି।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story