ରାଜ୍ୟରେ ଡେଙ୍ଗୁ ସ୍ଥିତି ନିୟନ୍ତ୍ରଣାଧୀନ ରହିଛି: ଜି.ଏସ୍‌ ସୋନାଲ

ଭୁବନେଶ୍ୱର: ବଡ଼ବିଲରେ ଡେଙ୍ଗୁ ସ୍ଥିତି ଏବେ ନିୟନ୍ତ୍ରଣାଧୀନ ରହିଛି। ୱାର୍ଡ ନମ୍ୱର ୧ ଓ ୪ରେ ଡେଙ୍ଗୁ ରୋଗୀଙ୍କ ସଂଖ୍ୟା କମିଛି ବୋଲି ରାଜ୍ୟରେ ଡେଙ୍ଗୁ  ସ୍ଥିତିର ସମୀକ୍ଷା ପରେ ଆଜି କେନ୍ଦ୍ରୀୟ ଡାକ୍ତରୀ ପ୍ରତିନିଧି ଡାକ୍ତର ଜି.ଏସ୍‌ ସୋନାଲ କହିଛନ୍ତି। ସେ କହିଛନ୍ତି,“ ଡେଙ୍ଗୁ ସ୍ଥିତି ନେଇ କେନ୍ଦୁଝର ଜିଲ୍ଲାର ବଡ଼ବିଲ, ଯୋଡ଼ା ଓ କଟକ ସହରରେ ସ୍ଥିତ ଅନୁଧ୍ୟାନ କରାଯାଇଛି। ତେବେ କଟକରେ ଡେଙ୍ଗୁ ସ୍ଥିତି ଜଟିଳ ରହିଛି। ଡେଙ୍ଗୁର ନିରାକରଣ ନେଇ ସମସ୍ତଙ୍କ […]

dengu

dengu

Rakesh Mallick
  • Published: Thursday, 21 July 2016
  • Updated: 21 July 2016, 02:11 PM IST

Sports

Latest News

ଭୁବନେଶ୍ୱର: ବଡ଼ବିଲରେ ଡେଙ୍ଗୁ ସ୍ଥିତି ଏବେ ନିୟନ୍ତ୍ରଣାଧୀନ ରହିଛି। ୱାର୍ଡ ନମ୍ୱର ୧ ଓ ୪ରେ ଡେଙ୍ଗୁ ରୋଗୀଙ୍କ ସଂଖ୍ୟା କମିଛି ବୋଲି ରାଜ୍ୟରେ ଡେଙ୍ଗୁ  ସ୍ଥିତିର ସମୀକ୍ଷା ପରେ ଆଜି କେନ୍ଦ୍ରୀୟ ଡାକ୍ତରୀ ପ୍ରତିନିଧି ଡାକ୍ତର ଜି.ଏସ୍‌ ସୋନାଲ କହିଛନ୍ତି।

ସେ କହିଛନ୍ତି,“ ଡେଙ୍ଗୁ ସ୍ଥିତି ନେଇ କେନ୍ଦୁଝର ଜିଲ୍ଲାର ବଡ଼ବିଲ, ଯୋଡ଼ା ଓ କଟକ ସହରରେ ସ୍ଥିତ ଅନୁଧ୍ୟାନ କରାଯାଇଛି। ତେବେ କଟକରେ ଡେଙ୍ଗୁ ସ୍ଥିତି ଜଟିଳ ରହିଛି। ଡେଙ୍ଗୁର ନିରାକରଣ ନେଇ ସମସ୍ତଙ୍କ ଉଦ୍ୟମ ଜାରି ରହିବା ଉଚିତ। କେବଳ ଓଡ଼ିଶା ନୁହଁ ଦେଶର ବିଭିନ୍ନ ଅଞ୍ଚଳରେ ଧୀରେ ଧୀରେ ଡେଙ୍ଗୁ ରୋଗୀଙ୍କ ସଂଖ୍ୟା ବଢୁଛି। ଲୋକଙ୍କ ଜୀବନଶୈଳୀରେ ଯେଉଁଭଳି ପରିବର୍ତ୍ତନ ହେଉଛି ଡେଙ୍ଗୁକୁ ରୋକିବା କଷ୍ଟକର ହୋଇ ପଡୁଛି।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story