ରାଜ୍ୟ ଓ କେନ୍ଦ୍ର ସରକାର ମିଳିତ ଭାବେ ମରୁଡ଼ି କ୍ଷତିଗ୍ରସ୍ତ ଚାଷୀଙ୍କ କ୍ଷତି ଭରଣା କରିବେ: କେନ୍ଦ୍ରୀୟ ଟିମ୍  

ଭୁବନେଶ୍ୱର: ରାଜ୍ୟ ଓ କେନ୍ଦ୍ର ସରକାର ମିଳିତ ଭାବେ ମରୁଡ଼ି କ୍ଷତିଗ୍ରସ୍ତ ଚାଷୀଙ୍କ କ୍ଷତି ଭରଣା କରିବେ। ମରୁଡ଼ି ସ୍ଥିତିର ଅନୁଧ୍ୟାନ ପରେ କେନ୍ଦ୍ରୀୟ ଟିମ୍ ଏହି ସୂଚନା ଦେଇଛନ୍ତି। ଆଜି ସନ୍ଧ୍ୟାରେ ଏହି ଟିମ୍, ଏସ୍ଆରସି, କୃଷି ସଚିବ ଓ ନିଦ୍ଦେର୍ଶକଙ୍କୁ ଭେଟିଛନ୍ତି। ଟିମ୍ ଦିଲ୍ଲୀ ଫେରି କେନ୍ଦ୍ର ସରକାରଙ୍କୁ ରିପୋର୍ଟ ଦେବେ। ଏହି ଟିମ୍ ରାଜ୍ୟର ମରୁଡି ପ୍ରଭାବିତ ୮ଟି ଜିଲ୍ଲା ଗସ୍ତ କରିଥିଲେ। ସୋନପୁର, ବଲାଙ୍ଗିର, ବରଗଡ଼, ବୌଦ୍ଧ, ଢେଙ୍କନାଳ, ଖୋର୍ଦ୍ଧା, କେନ୍ଦୁଝର […]

centralteam

centralteam

Rakesh Mallick
  • Published: Thursday, 08 October 2015
  • Updated: 08 October 2015, 02:27 PM IST

Sports

Latest News

ଭୁବନେଶ୍ୱର: ରାଜ୍ୟ ଓ କେନ୍ଦ୍ର ସରକାର ମିଳିତ ଭାବେ ମରୁଡ଼ି କ୍ଷତିଗ୍ରସ୍ତ ଚାଷୀଙ୍କ କ୍ଷତି ଭରଣା କରିବେ। ମରୁଡ଼ି ସ୍ଥିତିର ଅନୁଧ୍ୟାନ ପରେ କେନ୍ଦ୍ରୀୟ ଟିମ୍ ଏହି ସୂଚନା ଦେଇଛନ୍ତି। ଆଜି ସନ୍ଧ୍ୟାରେ ଏହି ଟିମ୍, ଏସ୍ଆରସି, କୃଷି ସଚିବ ଓ ନିଦ୍ଦେର୍ଶକଙ୍କୁ ଭେଟିଛନ୍ତି। ଟିମ୍ ଦିଲ୍ଲୀ ଫେରି କେନ୍ଦ୍ର ସରକାରଙ୍କୁ ରିପୋର୍ଟ ଦେବେ। ଏହି ଟିମ୍ ରାଜ୍ୟର ମରୁଡି ପ୍ରଭାବିତ ୮ଟି ଜିଲ୍ଲା ଗସ୍ତ କରିଥିଲେ। ସୋନପୁର, ବଲାଙ୍ଗିର, ବରଗଡ଼, ବୌଦ୍ଧ, ଢେଙ୍କନାଳ, ଖୋର୍ଦ୍ଧା, କେନ୍ଦୁଝର ଆଦି ଜିଲ୍ଲା ଗସ୍ତ କରିଥିଲେ କମିଟିର ସଦସ୍ୟମାନେ।

ଅନ୍ୟପକ୍ଷରେ ରାଜ୍ୟ କୃଷି ମନ୍ତ୍ରୀ ପ୍ରଦୀପ ମହାରଥୀ କହିଛନ୍ତି ଯେ କେନ୍ଦ୍ରୀୟ ଟିମ୍ ମରୁଡ଼ିଗ୍ରସ୍ତ ଅଞ୍ଚଳ ଗସ୍ତ କରିବାରେ ବିଳମ୍ବ କରିଛି। କ୍ଷତିଗ୍ରସ୍ତ ଚାଷୀଙ୍କ ପାଇଁ ଯାହା କରିବା କଥା କୃଷି ବିଭାଗ ଓ ମୁଖ୍ୟମନ୍ତ୍ରୀ କରିବେ ବୋଲି ସେ କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story