ରାଜ୍ୟରେ ଶୀତର ଲହରୀ, ଫୁଲବାଣୀରେ ସର୍ବନିମ୍ନ ତାପମାତ୍ରା ୫ଡିଗ୍ରୀ

ଫୁଲବାଣୀ: ସାରା ରାଜ୍ୟରେ ଶୀତର ପ୍ରକୋପ ବଢ଼ିଛି। ଫୁଲବାଣୀରେ ସର୍ବନିମ୍ନ ତାପମାତ୍ରା ୫ଡିଗ୍ରୀ ସେଲସିୟସ ରହିଥିବା ବେଳେ ଦାରିଙ୍ଗିବାଡ଼ିରେ ତାପମାତ୍ରା ରହିଛି ୬.୫ ଡିଗ୍ରୀ ସେଲସିୟସ। ଅପରାହ୍ନରୁ ଶୀତ ଆରମ୍ଭ ହୋଇ ମଧ୍ୟରାତ୍ରରେ ପ୍ରବଳ ଅନୁଭୂତ ହେଉଛି। ସକାଳ ୧୦ଟା ପର୍ଯ୍ୟନ୍ତ ଶୀତର ପ୍ରଭାବ ରହୁଛି। ଶୀତରୁ ରକ୍ଷା ପାଇବା ପାଇଁ ଲୋକମାନେ ସ୍ଥାନେ ସ୍ଥାନେ ନିଆଁ ଜାଳି ସାମାନ୍ୟ ଆଶ୍ୱସ୍ତି ଅନୁଭବ କରୁଛନ୍ତି। ପାଣିପାଗ ବିଭାଗ ସୂଚନା ଅନୁସାରେ ଆକାଶ ମେଘମୁକ୍ତ ରହିବାରୁ ତାପମାତ୍ରା କମିଛି। […]

sita

sita

Rakesh Mallick
  • Published: Sunday, 18 December 2016
  • Updated: 18 December 2016, 04:06 PM IST

Sports

Latest News

ଫୁଲବାଣୀ: ସାରା ରାଜ୍ୟରେ ଶୀତର ପ୍ରକୋପ ବଢ଼ିଛି। ଫୁଲବାଣୀରେ ସର୍ବନିମ୍ନ ତାପମାତ୍ରା ୫ଡିଗ୍ରୀ ସେଲସିୟସ ରହିଥିବା ବେଳେ ଦାରିଙ୍ଗିବାଡ଼ିରେ ତାପମାତ୍ରା ରହିଛି ୬.୫ ଡିଗ୍ରୀ ସେଲସିୟସ। ଅପରାହ୍ନରୁ ଶୀତ ଆରମ୍ଭ ହୋଇ ମଧ୍ୟରାତ୍ରରେ ପ୍ରବଳ ଅନୁଭୂତ ହେଉଛି। ସକାଳ ୧୦ଟା ପର୍ଯ୍ୟନ୍ତ ଶୀତର ପ୍ରଭାବ ରହୁଛି। ଶୀତରୁ ରକ୍ଷା ପାଇବା ପାଇଁ ଲୋକମାନେ ସ୍ଥାନେ ସ୍ଥାନେ ନିଆଁ ଜାଳି ସାମାନ୍ୟ ଆଶ୍ୱସ୍ତି ଅନୁଭବ କରୁଛନ୍ତି।

ପାଣିପାଗ ବିଭାଗ ସୂଚନା ଅନୁସାରେ ଆକାଶ ମେଘମୁକ୍ତ ରହିବାରୁ ତାପମାତ୍ରା କମିଛି। ଜିଲ୍ଲାର ଆଭ୍ୟନ୍ତରୀଣ ଅଞ୍ଚଳରେ ଆହୁରି ଶୀତ ବଢ଼ିବାର ସମ୍ଭାବନା କରାଯାଉଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos