ରାଜ୍ୟରେ ଆଇନ୍‌ ବାଟବଣା: ଲୁଲୁ

ଭୁବନେଶ୍ୱର: ରାଜ୍ୟରେ ଆଇନ ବାଟବଣା ହୋଇଛି। ୨ଟି ମାମଲାରେ ବିଜେଡି କର୍ପୋରେଟରଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ନିଆଯାଉନାହିଁ। ଏପରି ଅଭିଯୋଗ କରି ମୁଖ୍ୟମନ୍ତ୍ରୀଙ୍କୁ ଟାର୍ଗେଟ୍‌ କରିଛନ୍ତି ପିସିସି ସମନ୍ୱୟ କମିଟି ସଦସ୍ୟ ଲଲାଟେନ୍ଦୁ ବିଦ୍ୟାଧର ମହାପାତ୍ର। ଲୁଲୁ କହିଛନ୍ତି, “ଭୁବନେଶ୍ୱର ଲକ୍ଷ୍ମୀସାଗର ଥାନାରେ ବିଜେଡି କର୍ପୋରେଟରଙ୍କ ନାଁରେ ୭ଟି ଜମି ହଡ଼ପ ମାମଲା ରହିଛି। ଟେଣ୍ଡର ଫିକ୍ସିଂରେ ମଧ୍ୟ ତାଙ୍କର ସମ୍ପୃକ୍ତି ଅଛି। ହେଲେ ସେ ଶାସକ ଦଳର ହୋଇଥିବାରୁ ପୋଲିସ କୌଣସି କାର୍ଯ୍ୟାନୁଷ୍ଠାନ ନେଉନାହିଁ। ଶହୀଦନଗର […]

lulu

lulu

Rakesh Mallick
  • Published: Sunday, 03 April 2016
  • Updated: 03 April 2016, 04:07 AM IST

Sports

Latest News

ଭୁବନେଶ୍ୱର: ରାଜ୍ୟରେ ଆଇନ ବାଟବଣା ହୋଇଛି। ୨ଟି ମାମଲାରେ ବିଜେଡି କର୍ପୋରେଟରଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ନିଆଯାଉନାହିଁ। ଏପରି ଅଭିଯୋଗ କରି ମୁଖ୍ୟମନ୍ତ୍ରୀଙ୍କୁ ଟାର୍ଗେଟ୍‌ କରିଛନ୍ତି ପିସିସି ସମନ୍ୱୟ କମିଟି ସଦସ୍ୟ ଲଲାଟେନ୍ଦୁ ବିଦ୍ୟାଧର ମହାପାତ୍ର।

ଲୁଲୁ କହିଛନ୍ତି, “ଭୁବନେଶ୍ୱର ଲକ୍ଷ୍ମୀସାଗର ଥାନାରେ ବିଜେଡି କର୍ପୋରେଟରଙ୍କ ନାଁରେ ୭ଟି ଜମି ହଡ଼ପ ମାମଲା ରହିଛି। ଟେଣ୍ଡର ଫିକ୍ସିଂରେ ମଧ୍ୟ ତାଙ୍କର ସମ୍ପୃକ୍ତି ଅଛି। ହେଲେ ସେ ଶାସକ ଦଳର ହୋଇଥିବାରୁ ପୋଲିସ କୌଣସି କାର୍ଯ୍ୟାନୁଷ୍ଠାନ ନେଉନାହିଁ। ଶହୀଦନଗର ଥାନାରେ ଆଉ ଜଣେ ବିଜେଡି କର୍ପୋରେଟରଙ୍କ ଭାଇ ନାଁରେ ସଙ୍ଗୀନ ଅଭିଯୋଗ ଥିଲେ ବି କିଛି କାର୍ଯ୍ୟାନୁଷ୍ଠାନ ନିଆଯାଉନାହିଁ।”

ବିଜେଡିର ଦୁଇ କର୍ପୋରେଟର ଏପରି ଅଭିଯୋଗକୁ ଖଣ୍ଡନ କରିଛନ୍ତି। ଛାତ୍ର ରାଜନୀତି ବେଳର କିଛି ମାମଲା ରହିଛି। ତାହା ମଧ୍ୟ କଂଗ୍ରେସ ପକ୍ଷରୁ କରାଯାଇଛି। କିଛି ମାମଲାର ଆପୋଷ ସମାଧାନ କରାଯାଇଛି, ଆଉ କିଛିର ସମାଧାନ ଲାଗି ଚେଷ୍ଟା କରାଯାଉଛି ବୋଲି ସେମାନେ କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story