ରାଜ୍ୟସଭାକୁ ଦଳୀୟ ନେତାଙ୍କୁ ପଠାଇବାକୁ ବିଜେଡି ସାଂସଦଙ୍କ ଦାବି

ଭୁବନେଶ୍ୱର: କଳ୍ପତରୁ ଦାସଙ୍କ ପରଲୋକ ପରେ ଖାଲି ପଡ଼ିଥିବା ରାଜ୍ୟସଭା ଆସନକୁ କିଏ ଯିବ, ତାକୁ ନେଇ ବିଜେଡିରେ ଅଙ୍କକଷା ଆରମ୍ଭ ହୋଇଯାଇଛି। ଦଳୀୟ ନେତାଙ୍କୁ ରାଜ୍ୟସଭା ପଠାଇବାକୁ ସୁପ୍ରିମୋଙ୍କ ପାଖରେ ଦାବି କରିଛନ୍ତି କିଛି ସାଂସଦ। ଏପଟେ ବିରୋଧୀଙ୍କ ପାଇଁ ପ୍ରତିନ୍ଦ୍ୱନ୍ଦ୍ୱିତାର ମଉକା ନ ଥିଲେ ବି କଂଗ୍ରେସ ପ୍ରାର୍ଥୀ ଦେବାକୁ ଚିନ୍ତା କରୁଛି। ଆସନ୍ତାକାଲି ରାଜ୍ୟସଭା ଉପନିର୍ବାଚନ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇବ। ବିଜ୍ଞପ୍ତି ପ୍ରକାଶ ପରେ ଏହି ଆସନ ପାଇଁ ବିଜେଡି କାହାକୁ […]

Indian-Parliament

Indian-Parliament

Rakesh Mallick
  • Published: Wednesday, 25 November 2015
  • Updated: 26 November 2015, 02:31 AM IST

Sports

Latest News

ଭୁବନେଶ୍ୱର: କଳ୍ପତରୁ ଦାସଙ୍କ ପରଲୋକ ପରେ ଖାଲି ପଡ଼ିଥିବା ରାଜ୍ୟସଭା ଆସନକୁ କିଏ ଯିବ, ତାକୁ ନେଇ ବିଜେଡିରେ ଅଙ୍କକଷା ଆରମ୍ଭ ହୋଇଯାଇଛି। ଦଳୀୟ ନେତାଙ୍କୁ ରାଜ୍ୟସଭା ପଠାଇବାକୁ ସୁପ୍ରିମୋଙ୍କ ପାଖରେ ଦାବି କରିଛନ୍ତି କିଛି ସାଂସଦ। ଏପଟେ ବିରୋଧୀଙ୍କ ପାଇଁ ପ୍ରତିନ୍ଦ୍ୱନ୍ଦ୍ୱିତାର ମଉକା ନ ଥିଲେ ବି କଂଗ୍ରେସ ପ୍ରାର୍ଥୀ ଦେବାକୁ ଚିନ୍ତା କରୁଛି।

ଆସନ୍ତାକାଲି ରାଜ୍ୟସଭା ଉପନିର୍ବାଚନ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇବ। ବିଜ୍ଞପ୍ତି ପ୍ରକାଶ ପରେ ଏହି ଆସନ ପାଇଁ ବିଜେଡି କାହାକୁ ପ୍ରାର୍ଥୀ କରିବ ତାକୁ ନେଇ ଚର୍ଚ୍ଚା ଜୋର୍ ଧରିଛି। ଦଳ ଭିତରୁ ହିଁ କୌଣସି ନେତାଙ୍କୁ ରାଜ୍ୟସଭା ପଠାଯାଉ ବୋଲି କିଛି ସାଂସଦଙ୍କ ଦାବି କରିଛନ୍ତି। ବରଗଡ଼ ସାଂସଦ ପ୍ରଭାସ ସିଂହ ପଶ୍ଚିମ ଓଡିଶାରୁ ଜଣଙ୍କୁ ରାଜ୍ୟସଭାକୁ ପଠାଯିବା ସପକ୍ଷରେ ଯୁକ୍ତି ରଖିଛନ୍ତି। ତେବେ ପଶ୍ଚିମ ଓଡିଶାରୁ ଦଳର ୩ ଓ ଜଣେ ସମର୍ଥିତ ଏପରି ମୋଟ ୪ ଜଣ ଏବେ ରାଜ୍ୟସଭା ସଦସ୍ୟ ଅଛନ୍ତି। ତେଣୁ ନବୀନ ସାଂସଦଙ୍କ ଦାବି ଗ୍ରହଣ କରିବେ ନା ନାହିଁ ତା’ଉପରେ ଏବେ ସମସ୍ତଙ୍କ ନଜର।

ପଶ୍ଚିମ ଓଡ଼ିଶା ଚେହେରା ଭିତରେ ବିଜେଡି ଉପସଭାପତି ତଥା ପୂର୍ବତନ ମନ୍ତ୍ରୀ ପ୍ରସନ୍ନ ଆଚାର୍ଯ୍ୟଙ୍କ ନାଁକୁ ନେଇ ଚର୍ଚ୍ଚା ହେଉଛି। ଦକ୍ଷିଣ ଓଡ଼ିଶାରୁ ରାଜ୍ୟ ଯୋଜନା ବୋର୍ଡ ଉପାଧ୍ୟକ୍ଷ ଏନ୍. ଭାସ୍କର ରାଓ ଓ ପୂର୍ବତନ ମନ୍ତ୍ରୀ ରବି ନନ୍ଦଙ୍କୁ ପ୍ରାର୍ଥୀ କରାଯିବା ନେଇ ଆଲୋଚନା ହେଉଛି। ସେହିପରି ଉପକୂଳ ଓଡ଼ିଶାରୁ ମହେଶ୍ୱର ମହାନ୍ତି ଓ ପ୍ରତାପ ଦେବଙ୍କ ନାଁ ମଧ୍ୟ ଚର୍ଚ୍ଚାରେ ଅଛି। ରାଜ୍ୟସଭାରେ ଦଳ ପକ୍ଷରୁ କେହି ଜଣେ ବି ଅନୁସୂଚିତ ବର୍ଗର ସଦସ୍ୟ ନ ଥିବାରୁ ସେ କଥାକୁ ବି ମୁଖ୍ୟମନ୍ତ୍ରୀ ବିଚାର କରିପାରନ୍ତି ବୋଲି ଆଲୋଚନା ହେଉଛି। ପୂର୍ବରୁ ବିଜେଡି ସମର୍ଥନରେ ପ୍ରାର୍ଥୀ ହୋଇ ହାରିଥିବା ପଦ୍ମ ବିଭୂଷଣ ରଘୁନାଥ ମହାପାତ୍ରଙ୍କୁ ଦଳ ରାଜ୍ୟସଭାକୁ ପଠାଇପାରେ। ୨୦୧୪ ନିର୍ବାଚନରେ ରଘୁନାଥ କଂଗ୍ରେସର ରଞ୍ଜୀବ ବିଶ୍ୱାଳଙ୍କଠାରୁ ହାରିଥିବାରୁ ତାଙ୍କୁ ସମ୍ମାନ ଜଣାଇ ବିଜେଡି ତାଙ୍କୁ ପ୍ରାର୍ଥୀ କରିପାରେ ବୋଲି ମଧ୍ୟ ଆଲୋଚନା ହେଉଛି।

ରାଜ୍ୟ ସଭାକୁ ଦଳ ପକ୍ଷରୁ କିଏ ଯିବ ସେ ସମ୍ପର୍କରେ ମୋ ପାଖରେ କିଛି ନିର୍ଦ୍ଦିଷ୍ଟ ତଥ୍ୟ ନାହିଁ। ଏ ନେଇ କିଛି ଆଲୋଚନା ହୋଇନାହିଁ। ସଭାପତି ହିଁ କିଛି କହିପାରିବେ ବୋଲି ବିଜେଡି ମୁଖପାତ୍ର ଅମର ଶତପଥୀ କହିଛନ୍ତି। ଅନ୍ୟତମ ବିଜେଡି ମୁଖପାତ୍ର ପ୍ରତାପ ଦେବ କହିଛନ୍ତି, ସଭାପତି ହିଁ ଏ ନେଇ ନିଷ୍ପତି ନେବେ। ସଭାପତି ପଲିଟିକାଲ ଆଫେୟାର କମିଟି ସହ ଆଲୋଚନା କରି ରାଜ୍ୟସଭାକୁ କିଏ ଯିବ ସ୍ଥିର କରିବା। ସୂଚନାଯୋଗ୍ୟ ବିଧାନସଭାରେ ସଂଖ୍ୟା ଦୃଷ୍ଟିରୁ ଏହି ଆସନ ବିଜେଡି ଖାତାକୁ ଯିବା ନିଶ୍ଚିତ। ଏହାସତ୍ତ୍ୱେ କଂଗ୍ରେସ ପ୍ରତିନ୍ଦ୍ୱନ୍ଦ୍ୱିତା ପାଇଁ କାହାକୁ ମଇଦାନରେ ଓହ୍ଲାଇପାରେ। ତେବେ କଂଗ୍ରେସ ଓ ବିଜେପି ଏଯାଏଁ ନିଜ ଆଭିମୁଖ୍ୟ ସ୍ପଷ୍ଟ କରିନାହାନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story