ରାଜ୍ୟସଭା ନିର୍ବାଚନ ତାରିଖ ଘୋଷଣା ପରେ ବିଜେଡିରେ ଆଶାୟୀଙ୍କ ଦୌଡ ଆରମ୍ଭ

ଭୁବନେଶ୍ୱର: ରାଜ୍ୟସଭା ପାଇଁ ନିର୍ବାଚନ କମିଶନ ତାରିଖ ଘୋଷଣା କରିବା ପରେ ବିଜେଡିରେ ଆଶାୟୀଙ୍କ ଦୌଡ ଆରମ୍ଭ ହୋଇଯାଇଛି। କଳ୍ପତରୁ ଦାସଙ୍କ ଦେହାନ୍ତ ପରେ ସେହି ଆସନ ଲାଗି ନିର୍ବାଚନ ହେବ । ପୂର୍ବରୁ ଦଳ କଳାକାର, କ୍ରୀଡାବିତ, ମହିଳା ତଥା ଅନ୍ୟ ବର୍ଗରୁ ବ୍ୟକ୍ତିଙ୍କୁ ରାଜ୍ୟସଭା ପଠାଇ ସାରିଛି। ଏଥର କୌଣସି ଦଳୀୟ ପ୍ରାର୍ଥୀଙ୍କୁ ସୁଯୋଗ ଦିଆଯିବ ନା ପୁଣି କୌଣସି ନୂଆ ଚେହେରାଙ୍କୁ ବାଛାଯିବ ସେ ନେଇ ଦଳର ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ […]

rajya sabha

rajya sabha

Rakesh Mallick
  • Published: Friday, 20 November 2015
  • Updated: 20 November 2015, 10:02 AM IST

ଭୁବନେଶ୍ୱର: ରାଜ୍ୟସଭା ପାଇଁ ନିର୍ବାଚନ କମିଶନ ତାରିଖ ଘୋଷଣା କରିବା ପରେ ବିଜେଡିରେ ଆଶାୟୀଙ୍କ ଦୌଡ ଆରମ୍ଭ ହୋଇଯାଇଛି। କଳ୍ପତରୁ ଦାସଙ୍କ ଦେହାନ୍ତ ପରେ ସେହି ଆସନ ଲାଗି ନିର୍ବାଚନ ହେବ । ପୂର୍ବରୁ ଦଳ କଳାକାର, କ୍ରୀଡାବିତ, ମହିଳା ତଥା ଅନ୍ୟ ବର୍ଗରୁ ବ୍ୟକ୍ତିଙ୍କୁ ରାଜ୍ୟସଭା ପଠାଇ ସାରିଛି। ଏଥର କୌଣସି ଦଳୀୟ ପ୍ରାର୍ଥୀଙ୍କୁ ସୁଯୋଗ ଦିଆଯିବ ନା ପୁଣି କୌଣସି ନୂଆ ଚେହେରାଙ୍କୁ ବାଛାଯିବ ସେ ନେଇ ଦଳର ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସ୍ଥିର କରିବେ ବୋଲି ବିଜେଡି ମୁଖପାତ୍ର ପ୍ରତାପ ଦେବ କହିଛନ୍ତି। ପ୍ରାୟ ସାଢେ ୪ ବର୍ଷର ଅବଧିର ଏହି ଆସନ ପାଇଁ ଡିସେମ୍ୱର ୧୪ରେ ନିର୍ବାଚନ ହେବ। ୨୬ ନଭେମ୍ୱରରେ ବିଧିବଦ୍ଧ ବିଜ୍ଞପ୍ତି ପରେ ୩ ଡିସେମ୍ୱର ସୁଦ୍ଧା ନାମାଙ୍କନପତ୍ର ଦାଖଲ କରାଯିବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story