ରାଜ୍ୟସଭା ଉପନିର୍ବାଚନ ପାଇଁ ବିଜ୍ଞପ୍ତି ଆଜି

ଭୁବନେଶ୍ୱର: ରାଜ୍ୟସଭା ଉପନିର୍ବାଚନ ପାଇଁ ଆଜି ପ୍ରକାଶ ପାଇବ ବିଜ୍ଞପ୍ତି। ଏଥିସହ ଆରମ୍ଭ ହେବ ନାମାଙ୍କନ ଦାଖଲ ପ୍ରକ୍ରିୟା। ସଂଖ୍ୟା ଦୃଷ୍ଟିରୁ ଏହି ଆସନ ବିଜେଡି ଖାତାକୁ ଯିବା ନିଶ୍ଚିତ। ତେବେ ଏହି ଆସନ ପାଇଁ ବିଜେଡି କାହାକୁ ପ୍ରାର୍ଥୀ କରିବ ତାକୁ ନେଇ ଚର୍ଚ୍ଚା ଜୋର୍ ଧରିଛି । କିଛି ସାଂସଦଙ୍କ ଦାବି ଦଳ ଭିତରୁ ହିଁ କୌଣସି ନେତାଙ୍କୁ ରାଜ୍ୟସଭା ପଠାଯାଉ। ରାଜ୍ୟସଭା ପାଇଁ ବିଜେଡି ଉପସଭାପତି ତଥା ପୂର୍ବତନ ମନ୍ତ୍ରୀ ପ୍ରସନ୍ନ ଆଚାର୍ଯ୍ୟଙ୍କ […]

praliament

praliament

Rakesh Mallick
  • Published: Thursday, 26 November 2015
  • Updated: 26 November 2015, 06:31 AM IST

Sports

Latest News

ଭୁବନେଶ୍ୱର: ରାଜ୍ୟସଭା ଉପନିର୍ବାଚନ ପାଇଁ ଆଜି ପ୍ରକାଶ ପାଇବ ବିଜ୍ଞପ୍ତି। ଏଥିସହ ଆରମ୍ଭ ହେବ ନାମାଙ୍କନ ଦାଖଲ ପ୍ରକ୍ରିୟା। ସଂଖ୍ୟା ଦୃଷ୍ଟିରୁ ଏହି ଆସନ ବିଜେଡି ଖାତାକୁ ଯିବା ନିଶ୍ଚିତ। ତେବେ ଏହି ଆସନ ପାଇଁ ବିଜେଡି କାହାକୁ ପ୍ରାର୍ଥୀ କରିବ ତାକୁ ନେଇ ଚର୍ଚ୍ଚା ଜୋର୍ ଧରିଛି । କିଛି ସାଂସଦଙ୍କ ଦାବି ଦଳ ଭିତରୁ ହିଁ କୌଣସି ନେତାଙ୍କୁ ରାଜ୍ୟସଭା ପଠାଯାଉ। ରାଜ୍ୟସଭା ପାଇଁ ବିଜେଡି ଉପସଭାପତି ତଥା ପୂର୍ବତନ ମନ୍ତ୍ରୀ ପ୍ରସନ୍ନ ଆଚାର୍ଯ୍ୟଙ୍କ ନାଁକୁ ନେଇ ଚର୍ଚ୍ଚା ହେଉଛି। ରାଜ୍ୟ ଯୋଜନା ବୋର୍ଡ ଉପାଧ୍ୟକ୍ଷ ଏନ୍.ଭାସ୍କର ରାଓ ଓ ପୂର୍ବତନ ଶିକ୍ଷାମନ୍ତ୍ରୀ ରବି ନନ୍ଦଙ୍କୁ ପ୍ରାର୍ଥୀ କରାଯିବା ନେଇ ମଧ୍ୟ ଆଲୋଚନା ହେଉଛି। ସେହିପରି ମହେଶ୍ୱର ମହାନ୍ତି ଓ ପ୍ରତାପ ଦେବଙ୍କ ନାଁ ମଧ୍ୟ ଚର୍ଚ୍ଚାରେ ଅଛି।

ପୂର୍ବରୁ ବିଜେଡି ସମର୍ଥନରେ ପ୍ରାର୍ଥୀ ହୋଇ ହାରିଥିବା ପଦ୍ମ ବିଭୂଷଣ ରଘୁନାଥ ମହାପାତ୍ରଙ୍କୁ ଦଳ ରାଜ୍ୟସଭାକୁ ପଠାଇପାରେ। ତେବେ ନବୀନ କାହାକୁ ବାଛୁଛନ୍ତି ଏବେ ତା’ଉପରେ ନଜର ରହିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story