ରାଜ୍ୟ ସରକାରୀ କର୍ମଚାରୀଙ୍କ ୭ ପ୍ରତିଶତ ମହଙ୍ଗା ଭତ୍ତା

ଭୁବନେଶ୍ୱର: ରାଜ୍ୟ ସରକାରୀ କର୍ମଚାରୀଙ୍କୁ ନବୀନ ପଟ୍ଟନାୟକ ନୂଆବର୍ଷ ପୂର୍ବରୁ ଭେଟି ଦେଇଛନ୍ତି। ଏହି ଭେଟି ସରକାରୀ କର୍ମଚାରୀଙ୍କ ମହଙ୍ଗା ଭତ୍ତା ବୃଦ୍ଧି କରି ନବୀନ ଦେଇଛନ୍ତି।  ରାଜ୍ୟ ସରକାରୀ କର୍ମଚାରୀଙ୍କ ୭ ପ୍ରତିଶତ ମହଙ୍ଗା ଭତ୍ତା ବୃତ୍ତି କରାଯାଇଛି। ଫଳରେ ମହଙ୍ଗା ଭତ୍ତା ଏବେ ୧୨୫ ପ୍ରତିଶତରୁ ୧୩୨ ପ୍ରତିଶତକୁ ବୃଦ୍ଧି ପାଇଛି। ବର୍ଦ୍ଧିତ ମହଙ୍ଗା ଭତ୍ତା ପିଛିଲା ଭାବେ ଜୁଲାଇ ୧ରୁ ଲାଗୁ ହେବ। ସରକାରଙ୍କ ଏହି ଘୋଷଣାରୁ ୪ ଲକ୍ଷ କର୍ମଚାରୀ ଓ ୩ […]

naveen

naveen

Rakesh Mallick
  • Published: Saturday, 17 December 2016
  • Updated: 17 December 2016, 11:17 PM IST

Sports

Latest News

ଭୁବନେଶ୍ୱର: ରାଜ୍ୟ ସରକାରୀ କର୍ମଚାରୀଙ୍କୁ ନବୀନ ପଟ୍ଟନାୟକ ନୂଆବର୍ଷ ପୂର୍ବରୁ ଭେଟି ଦେଇଛନ୍ତି। ଏହି ଭେଟି ସରକାରୀ କର୍ମଚାରୀଙ୍କ ମହଙ୍ଗା ଭତ୍ତା ବୃଦ୍ଧି କରି ନବୀନ ଦେଇଛନ୍ତି।  ରାଜ୍ୟ ସରକାରୀ କର୍ମଚାରୀଙ୍କ ୭ ପ୍ରତିଶତ ମହଙ୍ଗା ଭତ୍ତା ବୃତ୍ତି କରାଯାଇଛି। ଫଳରେ ମହଙ୍ଗା ଭତ୍ତା ଏବେ ୧୨୫ ପ୍ରତିଶତରୁ ୧୩୨ ପ୍ରତିଶତକୁ ବୃଦ୍ଧି ପାଇଛି। ବର୍ଦ୍ଧିତ ମହଙ୍ଗା ଭତ୍ତା ପିଛିଲା ଭାବେ ଜୁଲାଇ ୧ରୁ ଲାଗୁ ହେବ। ସରକାରଙ୍କ ଏହି ଘୋଷଣାରୁ ୪ ଲକ୍ଷ କର୍ମଚାରୀ ଓ ୩ ଲକ୍ଷ ପେନ୍‌ସନ୍‌ଭୋଗୀ ଉପକୃତ ହେବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos