ରାଜ୍ୟରେ ପ୍ରତି ୫୦ ହଜାର ଜନସଂଖ୍ୟା ପାଇଁ ପ୍ରତିଷ୍ଠା ହେବ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର: ସ୍ୱାସ୍ଥ୍ୟମନ୍ତ୍ରୀ

ଭୁବନେଶ୍ୱର: ରାଜ୍ୟରେ ପ୍ରତି ୫୦ ହଜାର ଜନସଂଖ୍ୟା ପାଇଁ ପ୍ରତିଷ୍ଠା ହେବ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର। ପ୍ରତି ୧୦ ହଜାର ଲୋକଙ୍କ ପାଇଁ ଜଣେ ମହିଳା ସ୍ୱାସ୍ଥ୍ୟକର୍ମୀ ନିୟୋଜିତ ହେବେ। ଭୁବନେଶ୍ୱରରେ ଜାତୀୟ ସହରାଞ୍ଚଳ ସ୍ୱାସ୍ଥ୍ୟ ମିଶନ ପକ୍ଷରୁ ସହରାଞ୍ଚଳ ଭ୍ରାମ୍ୟମାଣ୍ୟ ସ୍ୱାସ୍ଥ୍ୟସେବା ଲୋକାର୍ପଣ ଅବସରରେ ଏହା କହିଛନ୍ତି ସ୍ୱାସ୍ଥ୍ୟମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ। ସେ ଆହୁରି କହିଛନ୍ତି, ଭୁବନେଶ୍ୱରର ବସ୍ତି ଅଞ୍ଚଳରେ ସ୍ୱାସ୍ଥ୍ୟସେବା ପାଇଁ ଦୁଇଟି ମୋବାଇଲ ଭ୍ୟାନ୍ ବୁଲିବ। ୧୫ ଶହ ଲୋକ ଥିବା ବସ୍ତିରେ […]

a

a

Rakesh Mallick
  • Published: Tuesday, 15 December 2015
  • Updated: 15 December 2015, 09:28 AM IST

Sports

Latest News

ଭୁବନେଶ୍ୱର: ରାଜ୍ୟରେ ପ୍ରତି ୫୦ ହଜାର ଜନସଂଖ୍ୟା ପାଇଁ ପ୍ରତିଷ୍ଠା ହେବ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର। ପ୍ରତି ୧୦ ହଜାର ଲୋକଙ୍କ ପାଇଁ ଜଣେ ମହିଳା ସ୍ୱାସ୍ଥ୍ୟକର୍ମୀ ନିୟୋଜିତ ହେବେ। ଭୁବନେଶ୍ୱରରେ ଜାତୀୟ ସହରାଞ୍ଚଳ ସ୍ୱାସ୍ଥ୍ୟ ମିଶନ ପକ୍ଷରୁ ସହରାଞ୍ଚଳ ଭ୍ରାମ୍ୟମାଣ୍ୟ ସ୍ୱାସ୍ଥ୍ୟସେବା ଲୋକାର୍ପଣ ଅବସରରେ ଏହା କହିଛନ୍ତି ସ୍ୱାସ୍ଥ୍ୟମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ।

ସେ ଆହୁରି କହିଛନ୍ତି, ଭୁବନେଶ୍ୱରର ବସ୍ତି ଅଞ୍ଚଳରେ ସ୍ୱାସ୍ଥ୍ୟସେବା ପାଇଁ ଦୁଇଟି ମୋବାଇଲ ଭ୍ୟାନ୍ ବୁଲିବ। ୧୫ ଶହ ଲୋକ ଥିବା ବସ୍ତିରେ ଜଣେ ଆଶାକର୍ମୀ ରହିବେ। ବସ୍ତିରେ ପ୍ରତି ୫୦ରୁ ୧୦୦ ପରିବାର ପାଇଁ ମହିଳା ଆରୋଗ୍ୟ ସିମିତ ରହିବା ନେଇ ସ୍ୱାସ୍ଥ୍ୟମନ୍ତ୍ରୀ ସୂଚନା ଦେଇଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story