ସଂପର୍କ ଆଗରେ ହାର୍ ମାନିଛି ଦାରିଦ୍ର୍ୟ: ଭଉଣୀ ପାଇଁ ରାକ୍ଷୀ କିଣିବାକୁ ଭିକ ମାଗୁଛି ଭାଇ

<p>ଭୁବନେଶ୍ୱର: ଧନସଂପତ୍ତି ଆଗରେ କେବେ ହାର୍ ମାନେନାହିଁ ସଂପର୍କ , ଇଚ୍ଛା ଥିଲେ ସଂପର୍କ ରକ୍ଷା ପାଇଁ ଉପାୟ ମିଳିଯାଏ। ଆଗକୁ ଆସୁଛି ରାକ୍ଷୀ, ଭାଇ ଭଉଣୀଙ୍କ ପବିତ୍ର ସଂପର୍କକୁ ଉତ୍ସବର ସହ ପାଳିବା ପାଇଁ ଇଏ ଗୋଟିଏ ଉତ୍କୃଷ୍ଟ ଦିନ। ଏହି ଦିନ ଭାଇ ହାତରେ ରାକ୍ଷୀ ପିନ୍ଧାଇ ଭଉଣୀ ସାରା ଜୀବନ ପାଇଁ ମାଗିଥାଏ ସୁରକ୍ଷାର ବଳୟଟିଏ। ଭାଇ ମଧ୍ୟ ସେଇ ଭରସା ଦେଇଥାଏ ଭଉଣୀକୁ। &nbsp;ଧନୀକ ଶ୍ରେଣୀର ଲୋକଙ୍କ ପାଇଁ ଏହା ଏକ ଉତ୍ସବ ହୋଇଥାଇ ପାରେ। କିନ୍ତୁ ଗରିବ ଭାଇ ଭଉଣୀଙ୍କ କଥା କେବେ ଆପଣ ଭାବିଛନ୍ତି। ଏଇ ସଂପର୍କ ଟିକିକ ରକ୍ଷା କରିବାକୁ ସେମାନେ କେତେ କଷ୍ଟ କରିଥାନ୍ତି ତାହା ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ। ଏମିତି କିଛି ଛୋଟ ଭାଇ ଭଉଣୀଙ୍କୁ ଭେଟିଥିଲା ଓଡ଼ିଶା ରିପୋର୍ଟର ଟିମ୍। ଆମ ପ୍ରତିନିଧି ବିଶ୍ୱବନ୍ଦିତା ଓ ବନ୍ଦନା ପ୍ରସ୍ତୁତ କରିଛନ୍ତି ଏହି ସ୍ପେଶାଲ ଷ୍ଟୋରି (ଭିଡିଓ ଷ୍ଟୋରି ଦେଖନ୍ତୁ)</p>

Ordigital Desk
  • Published: Thursday, 03 August 2017
  • Updated: 03 August 2017, 07:07 PM IST

Sports

Latest News

<p>ଭୁବନେଶ୍ୱର: ଧନସଂପତ୍ତି ଆଗରେ କେବେ ହାର୍ ମାନେନାହିଁ ସଂପର୍କ , ଇଚ୍ଛା ଥିଲେ ସଂପର୍କ ରକ୍ଷା ପାଇଁ ଉପାୟ ମିଳିଯାଏ। ଆଗକୁ ଆସୁଛି ରାକ୍ଷୀ, ଭାଇ ଭଉଣୀଙ୍କ ପବିତ୍ର ସଂପର୍କକୁ ଉତ୍ସବର ସହ ପାଳିବା ପାଇଁ ଇଏ ଗୋଟିଏ ଉତ୍କୃଷ୍ଟ ଦିନ। ଏହି ଦିନ ଭାଇ ହାତରେ ରାକ୍ଷୀ ପିନ୍ଧାଇ ଭଉଣୀ ସାରା ଜୀବନ ପାଇଁ ମାଗିଥାଏ ସୁରକ୍ଷାର ବଳୟଟିଏ। ଭାଇ ମଧ୍ୟ ସେଇ ଭରସା ଦେଇଥାଏ ଭଉଣୀକୁ। &nbsp;ଧନୀକ ଶ୍ରେଣୀର ଲୋକଙ୍କ ପାଇଁ ଏହା ଏକ ଉତ୍ସବ ହୋଇଥାଇ ପାରେ। କିନ୍ତୁ ଗରିବ ଭାଇ ଭଉଣୀଙ୍କ କଥା କେବେ ଆପଣ ଭାବିଛନ୍ତି। ଏଇ ସଂପର୍କ ଟିକିକ ରକ୍ଷା କରିବାକୁ ସେମାନେ କେତେ କଷ୍ଟ କରିଥାନ୍ତି ତାହା ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ। ଏମିତି କିଛି ଛୋଟ ଭାଇ ଭଉଣୀଙ୍କୁ ଭେଟିଥିଲା ଓଡ଼ିଶା ରିପୋର୍ଟର ଟିମ୍। ଆମ ପ୍ରତିନିଧି ବିଶ୍ୱବନ୍ଦିତା ଓ ବନ୍ଦନା ପ୍ରସ୍ତୁତ କରିଛନ୍ତି ଏହି ସ୍ପେଶାଲ ଷ୍ଟୋରି (ଭିଡିଓ ଷ୍ଟୋରି ଦେଖନ୍ତୁ)</p>

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos