ଆଜି ଜଗା ହାତରେ ରାକ୍ଷୀ ବାନ୍ଧିବେ ଭଉଣୀ ସୁଭଦ୍ରା

ପୁରୀ(ଓଡ଼ିଶା ରିପୋର୍ଟର): ଆଜି ଶ୍ରୀମନ୍ଦିରରେ ବଡ଼ଠାକୁରଙ୍କ ଜନ୍ମୋତ୍ସବ। ଦୁଇ ଭାଇ ବଳଭଦ୍ର ଓ ଜଗନ୍ନାଥଙ୍କ ହାତରେ ରାକ୍ଷୀ ବାନ୍ଧିବେ ଭଉଣୀ ସୁଭଦ୍ରା। ଦୁଇ ଭାଇଙ୍କ ଭୁଜପାଇଁ ବାସୁଙ୍ଗା ପାଟରେ ୨ଟି ଲେଖାଏଁ ୪ଟି ବଡ଼ରାକ୍ଷୀ ପ୍ରସ୍ତୁତ ହୋଇଛି। ଆଜି ସକାଳେ ଏହାକୁ ଶ୍ରୀମନ୍ଦିରକୁ ନିଆଯିବ। ପାଟରା ବିଷୋୟୀ ସେବକମାନେ ଶ୍ରୀମନ୍ଦିର ଗାରଦରେ ଏହାକୁ ଦାଖଲ ପରେ ମହାପ୍ରଭୁଙ୍କଠାରେ ନିର୍ଘଣ୍ଟ ନୀତି ଅନୁଯାୟୀ ଲାଗି କରାଯିବ। ବଡ଼ଠାକୁରଙ୍କ ଜନ୍ମଦିନରେ ପ୍ରଭୁ ସୁଦର୍ଶନ ସୁସଜ୍ଜିତ ଚଉଦୋଳରେ ବିଜେ ହୋଇ ଶ୍ରୀମନ୍ଦିରରୁ […]

Puri temple

Puri temple

Tapaswini Nayak
  • Published: Friday, 12 August 2022
  • Updated: 12 August 2022, 02:43 PM IST

Sports

Latest News

ପୁରୀ(ଓଡ଼ିଶା ରିପୋର୍ଟର): ଆଜି ଶ୍ରୀମନ୍ଦିରରେ ବଡ଼ଠାକୁରଙ୍କ ଜନ୍ମୋତ୍ସବ। ଦୁଇ ଭାଇ ବଳଭଦ୍ର ଓ ଜଗନ୍ନାଥଙ୍କ ହାତରେ ରାକ୍ଷୀ ବାନ୍ଧିବେ ଭଉଣୀ ସୁଭଦ୍ରା। ଦୁଇ ଭାଇଙ୍କ ଭୁଜପାଇଁ ବାସୁଙ୍ଗା ପାଟରେ ୨ଟି ଲେଖାଏଁ ୪ଟି ବଡ଼ରାକ୍ଷୀ ପ୍ରସ୍ତୁତ ହୋଇଛି।

ଆଜି ସକାଳେ ଏହାକୁ ଶ୍ରୀମନ୍ଦିରକୁ ନିଆଯିବ। ପାଟରା ବିଷୋୟୀ ସେବକମାନେ ଶ୍ରୀମନ୍ଦିର ଗାରଦରେ ଏହାକୁ ଦାଖଲ ପରେ ମହାପ୍ରଭୁଙ୍କଠାରେ ନିର୍ଘଣ୍ଟ ନୀତି ଅନୁଯାୟୀ ଲାଗି କରାଯିବ। ବଡ଼ଠାକୁରଙ୍କ ଜନ୍ମଦିନରେ ପ୍ରଭୁ ସୁଦର୍ଶନ ସୁସଜ୍ଜିତ ଚଉଦୋଳରେ ବିଜେ ହୋଇ ଶ୍ରୀମନ୍ଦିରରୁ ବାହାରି ମାର୍କଣ୍ଡ ପୁଷ୍କରିଣୀ କୂଳରେ ପହଞ୍ଚିବା ପରେ ଜନ୍ମନୀତି ସମ୍ପନ୍ନ ହେବ। ବଡ଼ଠାକୁରଙ୍କ ଜନ୍ମୋତ୍ସବ ପାଇଁ ଆଜି ଶ୍ରୀମନ୍ଦିରରେ ସ୍ୱତନ୍ତ୍ର ନୀତିକାନ୍ତି କରାଯିବ ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story