ଆଗ୍ନେୟଗିରି ଉପରେ ବସିଛନ୍ତି ନବୀନ!

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସୁପ୍ତ ଅବସ୍ଥାରେ ଥିବା ଏକ ଆଗ୍ନେୟଗିରି ଉପରେ ବସିଛନ୍ତି। ଆଗ୍ନେୟଗିରି ଭିତରେ ବର୍ତ୍ତମାନ ଲୁହା ଟ୍‌କମକ୍‌ ହୋଇ ଫୁଟୁଛି। ଯେତେବେଳେ ଆଗ୍ନେୟ ଉଦ୍‌ଗିରଣ ହେବ, ସେତେବେଳେ କ୍ଷମତାର ନିଶା ଛାଡ଼ିଯିବ। ଓଡ଼ିଶାର ଲୋକେ ବୁଝିଗଲେଣି। ସମୟ ଦେଖି ଜବାବ ଦେବେ। ଆଜି ଏପରି ଢ଼ଙ୍ଗରେ ସତ୍ୟବାଦୀର ପୂର୍ବତନ ବିଧାୟକ ରମାରଞ୍ଜନ ବଳିଆର ସିଂହ, ମୁଖ୍ୟମନ୍ତ୍ରୀଙ୍କୁ ତୀର ମାରିଛନ୍ତି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟଙ୍କ ବ୍ୟକ୍ତିଗତ ସଚିବଙ୍କୁ ଟାର୍ଗେଟ କରି ରମା […]

rama attack cm today

rama attack cm today

Rakesh Mallick
  • Published: Saturday, 20 January 2018
  • Updated: 20 January 2018, 09:20 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସୁପ୍ତ ଅବସ୍ଥାରେ ଥିବା ଏକ ଆଗ୍ନେୟଗିରି ଉପରେ ବସିଛନ୍ତି। ଆଗ୍ନେୟଗିରି ଭିତରେ ବର୍ତ୍ତମାନ ଲୁହା ଟ୍‌କମକ୍‌ ହୋଇ ଫୁଟୁଛି। ଯେତେବେଳେ ଆଗ୍ନେୟ ଉଦ୍‌ଗିରଣ ହେବ, ସେତେବେଳେ କ୍ଷମତାର ନିଶା ଛାଡ଼ିଯିବ। ଓଡ଼ିଶାର ଲୋକେ ବୁଝିଗଲେଣି। ସମୟ ଦେଖି ଜବାବ ଦେବେ। ଆଜି ଏପରି ଢ଼ଙ୍ଗରେ ସତ୍ୟବାଦୀର ପୂର୍ବତନ ବିଧାୟକ ରମାରଞ୍ଜନ ବଳିଆର ସିଂହ, ମୁଖ୍ୟମନ୍ତ୍ରୀଙ୍କୁ ତୀର ମାରିଛନ୍ତି।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟଙ୍କ ବ୍ୟକ୍ତିଗତ ସଚିବଙ୍କୁ ଟାର୍ଗେଟ କରି ରମା କହିଛନ୍ତି-“ଓଡ଼ିଆ ରାଜନେତାଙ୍କ ଭାଗ୍ୟ କିଏ ସ୍ଥିର କରିବେ?  ଓଡ଼ିଶାର ଲୋକ ନା ତାମିଲି ବାବୁ। ଏନେଇ ବିଭିନ୍ନ ମହଲରେ ପ୍ରତିକ୍ରିୟା ପ୍ରକାଶ ପାଇଛି। ଗଣମାଧ୍ୟମ ଏହାର ପ୍ରଚାର କରିବାରୁ ଓଡ଼ିଶାରେ ଅଘୋଷିତ ଜରୁରୀକାଳିନ ସ୍ଥିତି ସୃଷ୍ଟି କରାଯାଇଛି। ସମ୍ୱିଧାନର ୪ର୍ଥ ସ୍ତମ୍ଭର କଣ୍ଠରୋଧ କରିବାକୁ ଉଦ୍ୟମ କରାଯାଇଛି। ଏହି ଅପଚେଷ୍ଟାର ପରିଣତ କେତେ ଭୟଙ୍କର ହେବ, ତାହା ସମୟ କହିବ। ଓଡ଼ିଶାର ମୁଖ୍ୟମନ୍ତ୍ରୀଙ୍କ ଅଭିଜ୍ଞତା ଯେତିକି ବଢ଼ିଛି, ନିର୍ଭରଶୀଳତା ସେତିକି କମିଛି। ଦଳୀୟ ଭିତରେ କର୍ମୀମାନଙ୍କୁ ନିର୍ଯାତନା ଦିଆଯାଉଛି। ଏଥିରେ ଅତିଷ୍ଟ ହୋଇ ବହୁ କର୍ମୀ ଦଳ ଛାଡ଼ୁଛନ୍ତି।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story