ରମାଦେବୀ ଛାତ୍ରୀଙ୍କୁ ତାଲା ପକାଇବା ଘଟଣା: ମାନବାଧିକାର କମିଶନଙ୍କୁ ରିପୋର୍ଟ ଦେଲେ ଡିସିପି, କହିଲେ ଅଭିଯୋଗ ମିଛ

ଭୁବନେଶ୍ୱର: ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟ କ୍ୟାମ୍ପସରେ ଛାତ୍ରୀଙ୍କୁ ଅଟକ ଘଟଣା ମିଥ୍ୟା ବୋଲି ଭୁବନେଶ୍ୱର ଡିସିପି ସତ୍ୟବ୍ରତ ଭୋଇ ଶୁକ୍ରବାର ରାଜ୍ୟ ମାନବାଧିକାର କମିଶନଙ୍କୁ ଦେଇଥିବା ରିପୋର୍ଟରେ ଦର୍ଶାଇଛନ୍ତି। ତେବେ ଡିସିପିଙ୍କ ରିପୋର୍ଟ ଉପରେ ଜବାବ ରଖିବା ପାଇଁ ଅଭିଯୋଗକାରୀ ଛାତ୍ରୀଙ୍କୁ କମିଶନ ନିର୍ଦ୍ଦେଶ ଦେଇଛନ୍ତି। ଫେବୃଆରୀ ୨୬ ତାରିଖ ମଧ୍ୟରେ ପକ୍ଷ ରଖିବା ପାଇଁ କମିଶନ ମହଲତ ଦେଇଛନ୍ତି । ୨୦୧୫ ଡିସେମ୍ୱର ୩ରେ ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା ଦିବସ ଉତ୍ସବ ପାଳନ ବେଳେ କିଛି ଛାତ୍ରୀଙ୍କୁ ତାଲା ପକାଇ ଅଟକ ରଖାଯାଇଥିବା ଅଭିଯୋଗ ହୋଇଥିଲା।

ଆହୁରି ପଢ଼ନ୍ତୁ

ସ୍ୱାମୀ ଶୋଇପଡ଼ିବା ପରେ…

ସ୍ୱାଧୀନତା ଦିବସ ପାଇଁ ଆଉ ଏକ ଜିଲ୍ଲାରେ ଶଟ୍‌ଡାଉନ୍ କଟକଣା‌ କୋହଳ

ଡାହାଣୀ ସନ୍ଦେହରେ ମହିଳାଙ୍କୁ ଆକ୍ରମଣ

ମାଲକାନଗିରିରେ ବନ୍ୟା ପରିସ୍ଥିତି; ବିଭିନ୍ନ ସ୍ଥାନକୁ ଯୋଗାଯୋଗ ବିଚ୍ଛିନ୍ନ

ଡାକ୍ତରମାନଙ୍କୁ ଏହି ପରାମର୍ଶ ଦେଲେ ହାଇକୋର୍ଟ

୧୫ରୁ ଖୋଲିବ ବ୍ରହ୍ମପୁର ବଡ଼ ଡାକ୍ତରଖାନାର ଓପିଡି

ନୂଆ କାରଖାନା ପାଇଁ ହଜାରେ ଦିନ କୋହଳ ହେବ ନିୟମ, ୨୦ ପ୍ରସ୍ତାବକୁ ମଞ୍ଜୁରୀ

ନୂଆଁଖାଇ ନବାନ୍ନ ଲାଗି ଲଗ୍ନ ନିର୍ଦ୍ଧାରଣ

୨୪ ଘଣ୍ଟା ବିତିଲା, କ୍ୟାପିଟାଲ ଥାନା ଆଇଆଇସିଙ୍କ ବିରୋଧରେ ମାମଲା ରୁଜୁ କରୁନି ପୁଲିସ  

ବଢୁଛି ଟେଷ୍ଟିଂ, କମୁଛି ପଜିଟିଭ୍ ସଂଖ୍ୟା

ଆରୋଗ୍ୟ ହେଲେ ୧୬୭୩ ଆକ୍ରାନ୍ତ, କେଉଁ ଜିଲ୍ଲାରୁ କେତେ ପଢ଼ନ୍ତୁ

ଜୟଦେବ ବିହାରରେ ଏକ ହୋଟେଲର ୧୮ କର୍ମଚାରୀଙ୍କୁ କରୋନା