ଦଳିତଙ୍କ ଉପରେ ଅତ୍ୟାଚାର ତୁରନ୍ତ ବନ୍ଦ ହେବା ଜରୁରୀ: ଶ୍ରୀ ଅଠାୱଲେ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ସମାଜରେ ଦଳିତ ଓ ନିଷ୍ପେସିତମାନଙ୍କ ବିରୁଦ୍ଧରେ ହେଉଥିବା ଅତ୍ୟାଚାର ରୋକିବାର ଆବଶ୍ୟକତା ରହିଛି। ଆନ୍ତଃଜାତି ବିବାହକୁ ପ୍ରୋତ୍ସାହନ ଦିଆଗଲେ ଏଭଳି ଅତ୍ୟାଚାର ହ୍ରାସ ପାଇବ ବୋଲି କେନ୍ଦ୍ର ସାମାଜିକ ନ୍ୟାୟ ଓ ସଶକ୍ତିକରଣ ରାଷ୍ଟ୍ରମନ୍ତ୍ରୀ ରାମଦାସ ଅଠାୱଲେ କହିଛନ୍ତି। ଓଡ଼ିଶା ଗସ୍ତରେ ଆସିଥିବା ଶ୍ରୀ ଅଠାୱଲେ ଆଜି ଭୁବନେଶ୍ୱରଠାରେ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇ କହିଛନ୍ତି ଯେ, ଦଳିତମାନଙ୍କ ଉପରେ ଅତ୍ୟାଚାର ରୋକିବା ସହ ଜାତିଆଣ ଆକ୍ଷେପ ବିରୁଦ୍ଧରେ ମଧ୍ୟ ଦୃଢ଼ କାର୍ଯ୍ୟାନୁଷ୍ଠାନ […]

p-98765-1

p-98765-1

Tapas Behera
  • Published: Tuesday, 22 October 2019
  • Updated: 22 October 2019, 09:15 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ସମାଜରେ ଦଳିତ ଓ ନିଷ୍ପେସିତମାନଙ୍କ ବିରୁଦ୍ଧରେ ହେଉଥିବା ଅତ୍ୟାଚାର ରୋକିବାର ଆବଶ୍ୟକତା ରହିଛି। ଆନ୍ତଃଜାତି ବିବାହକୁ ପ୍ରୋତ୍ସାହନ ଦିଆଗଲେ ଏଭଳି ଅତ୍ୟାଚାର ହ୍ରାସ ପାଇବ ବୋଲି କେନ୍ଦ୍ର ସାମାଜିକ ନ୍ୟାୟ ଓ ସଶକ୍ତିକରଣ ରାଷ୍ଟ୍ରମନ୍ତ୍ରୀ ରାମଦାସ ଅଠାୱଲେ କହିଛନ୍ତି।
ଓଡ଼ିଶା ଗସ୍ତରେ ଆସିଥିବା ଶ୍ରୀ ଅଠାୱଲେ ଆଜି ଭୁବନେଶ୍ୱରଠାରେ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇ କହିଛନ୍ତି ଯେ, ଦଳିତମାନଙ୍କ ଉପରେ ଅତ୍ୟାଚାର ରୋକିବା ସହ ଜାତିଆଣ ଆକ୍ଷେପ ବିରୁଦ୍ଧରେ ମଧ୍ୟ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବାର ଆବଶ୍ୟକତା ରହିଛି। ଓଡ଼ିଶାରେ ୨୦୧୪ ମସିହାରେ ୧୬୫୩ଟି ଅତ୍ୟାଚାର ମାମଲା ପଞ୍ଜିକୃତ ହୋଇଥିବାବେଳେ ୨୦୧୫ ମସିହାରେ ୧୮୧୮, ୨୦୧୬ରେ ୧୭୯୬, ୨୦୧୭ରେ ୧୮୯୩, ୨୦୧୮ରେ ୧୭୭୫ ଓ ଚଳିତ ବର୍ଷ ଏପର୍ଯ୍ୟନ୍ତ ୧୦୦୨ଟି ମାମଲା ପଞ୍ଜିକୃତ ହୋଇଛିା ଦଳିତମାନଙ୍କ ଉପରେ ଅତ୍ୟାଚାର ଘଟଣା ହ୍ରାସ ପାଇଁ ଆନ୍ତଃଜାତି ବିବାହକୁ ପ୍ରୋତ୍ସାହନ ଦେବା ଉପରେ ସେ ଗୁରୁତ୍ୱାରୋପ କରିଛନ୍ତି।
ରାଜ୍ୟରେ ପ୍ରାକ୍ ମାଟ୍ରିକ ବୃତ୍ତି ଯୋଗୁଁ ୧,୯୦,୩୧୪ ଛାତ୍ରଛାତ୍ରୀ ଉପକୃତ ହୋଇଥିବାବେଳେ ମାଟ୍ରିକ ପରବର୍ତୀ ଛାତ୍ର ବୃତ୍ତିରେ ୨,୦୩,୯୬୩ ଜଣ ଉପକୃତ ହୋଇଛନ୍ତିା ପ୍ରାକ୍ ମାଟ୍ରିକ ବୃତ୍ତି ବାବଦରେ ୬୦ କୋଟି ଟଙ୍କା ଖର୍ଚ୍ଚ ହୋଇଥିବାବେଳେ ମାଟ୍ରିକ ପରବର୍ତୀ ଛାତ୍ର ବୃତ୍ତି ପାଇଁ ୩୨୨ କୋଟି ଟଙ୍କା ଖର୍ଚ୍ଚ କରାଯାଇଛି।
ମୁଦ୍ରା ଯୋଜନାରେ ୧ କୋଟି ୧୦ ଲକ୍ଷ ଲୋକଙ୍କୁ ଋଣ ପ୍ରଦାନ କରାଯାଇଛିା ଉଜ୍ଜ୍ୱଳା ଯୋଜନା ଅଧୀନରେ ରାଜ୍ୟରେ ୪୭ ଲକ୍ଷ ୪୮ ହଜାର ଲୋକଙ୍କୁ ଗ୍ୟାସ ସିଲଣ୍ଡର ବିତରଣ କରାଯାଇଛିା ନିକଟରେ କେନ୍ଦ୍ର ସରକାର ଆର୍ଥିକ ଦୃଷ୍ଟିରୁ ଦୁର୍ବଳ ଶ୍ରେଣୀର ପିଲାମାନଙ୍କ ପାଇଁ ଯେଉଁ ଶତକଡା ୧୦ ଭାଗ ସଂରକ୍ଷଣ ନୀତି ଘୋଷଣା କରିଛନ୍ତି ତାହାକୁ ସଠିକ ଭାବେ ଲାଗୁ କରିବା ଉପରେ ଶ୍ରୀ ଅଠାୱଲେ ଗୁରୁତ୍ୱାରୋପ କରିଛନ୍ତି। ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଏପର୍ଯ୍ୟନ୍ତ ୮,୫୪,୧୭୬ ଗୃହ ନିର୍ମାଣ କାର୍ଯ୍ୟ ଶେଷ ହୋଇଛିା ଏଥିସହିତ ୧୫,୫୭,୫୫୮ ହିତାଧିକାରୀ ରାଜ୍ୟରେ ଚିହ୍ନଟ ହୋଇଥିବା ସେ କହିଛନ୍ତି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story