ରମେଶ ଜେନାଙ୍କ ପଛରେ ଛିଡ଼ା ହେବ କଂଗ୍ରେସ

ଭୁବନେଶ୍ୱର: ପୂର୍ବତନ ବିଧାୟକ ରମେଶ ଜେନାଙ୍କ ପଛରେ କଂଗ୍ରେସ ଦୃଢ଼ ଭାବେ ଠିଆ ହୋଇଛି। ଆଜି ବସିଥିବା ଦଳର ପରିବର୍ଦ୍ଧିତ କାର୍ଯ୍ୟକାରିଣୀରେ ରମେଶଙ୍କ ଗରଫଦାରୀ ପ୍ରତିବାଦ ସମ୍ପର୍କିତ ଚିଠା ପ୍ରସ୍ତାବ ପାରିତ କରାଯାଇଛି। ତେବେ କାର୍ଯ୍ୟକାରିଣୀର ଫୋକସ୍‌ରେ ପଞ୍ଚାୟତ ନିର୍ବାଚନ ରହିଥିଲା। ଏଥିପାଇଁ ଦଳ ପକ୍ଷରୁ ବ୍ଲ୍ୟୁ ପ୍ରିଣ୍ଟ ପ୍ରସ୍ତୁତ କରାଯାଇଛି। ଏହାସହ ଅନେକ ଗୁରୁତ୍ୱପୂର୍ଣ୍ଣ ରାଜନୈତିକ ଓ ସାଙ୍ଗଠନିକ ପ୍ରସ୍ତାବକୁ ମଧ୍ୟ ମଞ୍ଜୁରୀ ମିଳିଛି। ବୈଠକରେ ୧୫୦ରୁ ଅଧିକ ହେବିୱେଟ୍‌ ନେତା ଯୋଗଦେଇ ରମେଶ ଜେନାଙ୍କ […]

congress

congress

Rakesh Mallick
  • Published: Sunday, 13 March 2016
  • Updated: 13 March 2016, 04:37 PM IST

Sports

Latest News

ଭୁବନେଶ୍ୱର: ପୂର୍ବତନ ବିଧାୟକ ରମେଶ ଜେନାଙ୍କ ପଛରେ କଂଗ୍ରେସ ଦୃଢ଼ ଭାବେ ଠିଆ ହୋଇଛି। ଆଜି ବସିଥିବା ଦଳର ପରିବର୍ଦ୍ଧିତ କାର୍ଯ୍ୟକାରିଣୀରେ ରମେଶଙ୍କ ଗରଫଦାରୀ ପ୍ରତିବାଦ ସମ୍ପର୍କିତ ଚିଠା ପ୍ରସ୍ତାବ ପାରିତ କରାଯାଇଛି। ତେବେ କାର୍ଯ୍ୟକାରିଣୀର ଫୋକସ୍‌ରେ ପଞ୍ଚାୟତ ନିର୍ବାଚନ ରହିଥିଲା। ଏଥିପାଇଁ ଦଳ ପକ୍ଷରୁ ବ୍ଲ୍ୟୁ ପ୍ରିଣ୍ଟ ପ୍ରସ୍ତୁତ କରାଯାଇଛି। ଏହାସହ ଅନେକ ଗୁରୁତ୍ୱପୂର୍ଣ୍ଣ ରାଜନୈତିକ ଓ ସାଙ୍ଗଠନିକ ପ୍ରସ୍ତାବକୁ ମଧ୍ୟ ମଞ୍ଜୁରୀ ମିଳିଛି।

ବୈଠକରେ ୧୫୦ରୁ ଅଧିକ ହେବିୱେଟ୍‌ ନେତା ଯୋଗଦେଇ ରମେଶ ଜେନାଙ୍କ ପଛରେ ଛିଡା ହେବାକୁ ନିଷ୍ପତ୍ତି ନେଇଛନ୍ତି। ରାଜନୈତିକ ଅଭିସନ୍ଧି ରଖି ଆକ୍ରୋଶମୂଳକ ଭାବେ ରମେଶଙ୍କୁ ଗିରଫ କରାଯାଇଥିବା ଦର୍ଶାଇ ଦଳ ବୈଠକରେ ରାଜନୈତିକ ଚିଠା ପ୍ରସ୍ତାବ ପାରିତ କରିଛି। ଏହାଛଡା ଚାଷୀ ସମସ୍ୟା, ଆଇନଶୃଙ୍ଖଳା, ରାସନକାର୍ଡ ଅନିୟମିତତା, ଦର ବୃଦ୍ଧି ଓ ପ୍ରସ୍ତାବିତ ବିଦ୍ୟୁତ୍‌ ଶୁଳ୍କ ବୃଦ୍ଧି ପ୍ରସଙ୍ଗ ମଧ୍ୟ ରାଜନୈତିକ ଚିଠା ପ୍ରସ୍ତାବରେ ସ୍ଥାନ ପାଇଛି।

ତେବେ ଦଳର ଫୋକସ୍‌ରେ ରହିଛି ଆଗାମୀ ପଞ୍ଚାୟତ ନିର୍ବାଚନ। ସେଥିପାଇଁ ଦଳ ବ୍ଲ୍ୟୁ ପ୍ରିଣ୍ଟ ପ୍ରସ୍ତୁତ କରିଛି। ସଙ୍ଗଠନକୁ ମୃଣମୂଳ ସ୍ତରରୁ ମଜଭୁତ କରିବା ପାଇଁ ସଭ୍ୟ ସଂଗ୍ରହ ଉପରେ ବୈଠକରେ ଗୁରୁତ୍ୱ ଦିଆଯାଇଛି। ଏପ୍ରିଲ ଓ ମେ’ରେ ୩୫,୮୯୬ ବୁଥରେ ସଭ୍ୟ ସଂଗ୍ରହ କରାଯିବାକୁ ବୈଠକରେ ସ୍ଥିର ହୋଇଛି।

ପିସିସି ସଭାପତି ପ୍ରସାଦ ହରିଚନ୍ଦନ କହିଛନ୍ତି, “ବିଜେପି ଓ ବିଜେଡି ବିରୋଧରେ ଏକାଠି ହେବାକୁ ସବୁ ଧର୍ମନିରପେକ୍ଷ ରାଜନୈତିକ ଦଳ ଓ ସାମାଜିକ ସଂଗଠନମାନକୁ ଓଡ଼ିଶା ପ୍ରଦେଶ କାର୍ଯ୍ୟକାରିଣୀ ଆହ୍ୱାନ ଦେଉଛି।”

ମତଭେଦ ଓ ଗୋଷ୍ଠୀ କନ୍ଦଳକୁ ନେଇ କଂଗ୍ରେସ ଚର୍ଚ୍ଚାରେ ରହି ଆସିଛି। ତେବେ ଆଗକୁ ସମସ୍ତେ ଏକାଠି କାମ କରିବେ ବୋଲି ଦଳୀୟ ନେତା କହିଛନ୍ତି।

ରାଜ୍ୟସଭା ସାଂସଦ ରଞ୍ଜୀବ ବିଶ୍ୱାଳ କହିଛନ୍ତି, “କଂଗ୍ରେସ ଏକ ବଡ଼ ଦଳ। ଦଳରେ ମତଭେଦ ଥାଇ ପାରେ, ହେଲେ ମତାନ୍ତର ନାହିଁ। ଆଜି ସମସ୍ତେ ଆସିଛନ୍ତି। ଏକଜୁଟ ହୋଇ କାମ କରିବାକୁ ଆଲୋଚନା ମଧ୍ୟ କରିଛନ୍ତି।”

ବରିଷ୍ଠ ନେତା ଲୁଲୁ ମହାପାତ୍ର କହିଛନ୍ତି, “ରମେଶ ଜେନାଙ୍କ ପାଇଁ ଦଳ ଛିଡା ହେବ ବୋଲି ଆଲୋଚନା ହୋଇଛି। ଆବଶ୍ୟକ ପଡ଼ିଲେ ଦଳ ବ୍ରହ୍ମପୁର ଯାଇ ତାଙ୍କ ପାଇଁ ବସିବ।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story