ରମେଶ ଜେନାଙ୍କ ନାଁରେ ଆଉ ଏକ ଜମି ହଡ଼ପ ମାମଲା

ବ୍ରହ୍ମପୁର: ଗିରଫ ପୂର୍ବତନ କଂଗ୍ରେସ ବିଧାୟକ ରମେଶ ଜେନାଙ୍କ ନାଁରେ ବ୍ରହ୍ମପୁର ସଦର ଥାନାରେ ଆଜି ଜମି ହଡ଼ପ ନେଇ ଆଉ ଏକ ନୂଆ ମାମଲା ରୁଜୁ ହୋଇଛି। ନିମଖଣ୍ଡି ଅଞ୍ଚଳର ଏକ ଜମି ଜୋର୍ ଜବରଦସ୍ତ ହଡ଼ପ କରିଥିବା ନେଇ ରମେଶ, କର୍ପୋରେଟର ମୁରଲି ମୋହନ ଓ ବୁନା ସାହୁଙ୍କ ନାମରେ ଏହି ମାମଲା ରୁଜୁ  କରାଯାଇଛି। ଏହାକୁ ମିଶାଇ ରମେଶଙ୍କ ନାଁରେ ଗଞ୍ଜାମ ଓ ବ୍ରହ୍ମପୁର ପୋଲିସ୍ ଜିଲ୍ଲାରେ ସମୁଦାୟ ୧୪ଟି ମାମଲା ରୁଜୁ […]

ramesh

ramesh

Rakesh Mallick
  • Published: Saturday, 02 April 2016
  • Updated: 02 April 2016, 11:51 AM IST

Sports

Latest News

ବ୍ରହ୍ମପୁର: ଗିରଫ ପୂର୍ବତନ କଂଗ୍ରେସ ବିଧାୟକ ରମେଶ ଜେନାଙ୍କ ନାଁରେ ବ୍ରହ୍ମପୁର ସଦର ଥାନାରେ ଆଜି ଜମି ହଡ଼ପ ନେଇ ଆଉ ଏକ ନୂଆ ମାମଲା ରୁଜୁ ହୋଇଛି। ନିମଖଣ୍ଡି ଅଞ୍ଚଳର ଏକ ଜମି ଜୋର୍ ଜବରଦସ୍ତ ହଡ଼ପ କରିଥିବା ନେଇ ରମେଶ, କର୍ପୋରେଟର ମୁରଲି ମୋହନ ଓ ବୁନା ସାହୁଙ୍କ ନାମରେ ଏହି ମାମଲା ରୁଜୁ  କରାଯାଇଛି। ଏହାକୁ ମିଶାଇ ରମେଶଙ୍କ ନାଁରେ ଗଞ୍ଜାମ ଓ ବ୍ରହ୍ମପୁର ପୋଲିସ୍ ଜିଲ୍ଲାରେ ସମୁଦାୟ ୧୪ଟି ମାମଲା ରୁଜୁ ହେଲାଣି।

ବ୍ରହ୍ମପୁର ଏସପି ଆଶିଷ ସିଂ କହିଛନ୍ତି, “ବେଆଇନ ବନ୍ଧୁକ କାରବାର ଓ ଜମି ହଡ଼ପ ମାମଲାରେ ରମେଶ ଜେନାଙ୍କୁ  ୭ ଦିନ ରିମାଣ୍ଡରେ ନେବା ପାଇଁ ସଦର ଥାନା ପୋଲିସ୍ ପକ୍ଷରୁ ଏସଡିଜେଏମ୍ କୋର୍ଟରେ ଆବେଦନ କରାଯାଇଛି। ବ୍ରହ୍ମପୁର ସମେତ ଗଞ୍ଜାମ ଜିଲ୍ଲାରୁ ୧୦ଜଣ ଅପରାଧୀଙ୍କୁ ଗିରଫ କରାଯାଇଛି। ଭାବିନିପୁରରେ ରମେଶଙ୍କ ବାପାଙ୍କ ନାମରେ ଥିବା ଭାଟିଟି ବିନା ଲାଇସେନ୍ସରେ ଚାଲିଥିବାରୁ ତାକୁ ବନ୍ଦ କରି ଦିଆଯାଇଛି।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story