ରମେଶ ଲିଙ୍କ୍‌: ସୋରଡ଼ାର କଂଗ୍ରେସ ନେତା ସୟିଦ ମୁବାରକ୍‌ଙ୍କୁ ଜେରା

କଟକ: ସାନଖେମୁଣ୍ଡିର ପୂର୍ବତନ କଂଗ୍ରେସ ବିଧାୟକ ରମେଶ ଜେନାଙ୍କ ଲିଙ୍କ୍‌ ଘଟଣାରେ ଆଉ ଜଣେ ନେତା ପୋଲିସ ଜେରାର ସମ୍ମୁଖୀନ ହୋଇଛନ୍ତି। ରମେଶଙ୍କ ସହ ସମ୍ପର୍କ ରଖିଥିବା ଅଭିଯୋଗରେ ସୋରଡ଼ାର କଂଗ୍ରେସ ନେତା ସୟିଦ ମୁବାରକ୍‌ଙ୍କୁ ବ୍ରହ୍ମପୁର ପୋଲିସ ଜେରା କରୁଛି। ଏହାସହ ଟେଣ୍ଡର ଫିକ୍ସିଂ ଅଭିଯୋଗରେ ଦୁଇଜଣ ବିଲଡ୍‌ରଙ୍କୁ ବି ପୋଲିସ ଜେରା କରୁଛି। ଗତକାଲି ରମେଶଙ୍କ OR07T1999 ନମ୍ବରର ଆଉ ଏକ ସ୍କର୍ପିଓ ଜବତ ହୋଇଥିଲା। ଉତ୍କଳ ଅଟୋମୋବାଇଲ୍ସରୁ ଏହାକୁ ବ୍ରହ୍ମପୁର ପୋଲିସ୍‌ର ସ୍ପେଶାଲ […]

SAID MUBARAK

SAID MUBARAK

Rakesh Mallick
  • Published: Tuesday, 15 March 2016
  • Updated: 15 March 2016, 08:15 AM IST

Sports

Latest News

କଟକ: ସାନଖେମୁଣ୍ଡିର ପୂର୍ବତନ କଂଗ୍ରେସ ବିଧାୟକ ରମେଶ ଜେନାଙ୍କ ଲିଙ୍କ୍‌ ଘଟଣାରେ ଆଉ ଜଣେ ନେତା ପୋଲିସ ଜେରାର ସମ୍ମୁଖୀନ ହୋଇଛନ୍ତି। ରମେଶଙ୍କ ସହ ସମ୍ପର୍କ ରଖିଥିବା ଅଭିଯୋଗରେ ସୋରଡ଼ାର କଂଗ୍ରେସ ନେତା ସୟିଦ ମୁବାରକ୍‌ଙ୍କୁ ବ୍ରହ୍ମପୁର ପୋଲିସ ଜେରା କରୁଛି। ଏହାସହ ଟେଣ୍ଡର ଫିକ୍ସିଂ ଅଭିଯୋଗରେ ଦୁଇଜଣ ବିଲଡ୍‌ରଙ୍କୁ ବି ପୋଲିସ ଜେରା କରୁଛି।

ଗତକାଲି ରମେଶଙ୍କ OR07T1999 ନମ୍ବରର ଆଉ ଏକ ସ୍କର୍ପିଓ ଜବତ ହୋଇଥିଲା। ଉତ୍କଳ ଅଟୋମୋବାଇଲ୍ସରୁ ଏହାକୁ ବ୍ରହ୍ମପୁର ପୋଲିସ୍‌ର ସ୍ପେଶାଲ ଟିମ୍‌ ଜବତ କରିଥିଲା। ଏହି ସ୍କର୍ପିଓକୁ ମିଶାଇବର୍ତ୍ତମାନ ସୁଦ୍ଧା ରମେଶଙ୍କ ୧୨ଟି ଗାଡ଼କୁ ପୋଲିସ ଜବତ କରିସାରିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story