ରନ୍ଧନ ଗ୍ୟାସ୍ ଭଳି ବ୍ୟାଙ୍କ ଖାତାକୁ ଯିବ କିରାସିନି ସବସିଡି ବାବଦ ଟଙ୍କା

ଭୁବନେଶ୍ୱର: କିରାସିନି କଳାବଜାରୀକୁ ରୋକିବା ଓ ହିତାଧିକାରୀଙ୍କ ପାଖରେ ଠିକ୍ ଭାବେ କିରାସିନି ପହଞ୍ଚାଇବା ପାଇଁ କେନ୍ଦ୍ର ସରକାର ଆରମ୍ଭ କରୁଛନ୍ତି ନୂଆ ଯୋଜନା। ଏଣିକି କିରାସିନି ଲିଟର ପିଛା ୩୦ ଟଙ୍କା ସବସିଡି ଅର୍ଥ ଯିବ ହିତାଧିକାରୀଙ୍କ ବ୍ୟାଙ୍କ ଆକାଉଣ୍ଟକୁ। ଆସନ୍ତା ଏପ୍ରିଲରୁ ପାଇଲଟ ପ୍ରୋଜେକ୍ଟ ଭାବେ କିରାସିନିରେ ଡାଇରେକଟ ବେନିଫିଟ ଟ୍ରାନସଫର ବ୍ୟବସ୍ଥା ଲାଗୁ କରିବାକୁ ରାଜ୍ୟମାନଙ୍କୁ କୁହାଯାଇଛି। ଓଡିଶା ସମେତ ବିଭିନ୍ନ ରାଜ୍ୟର ମୁଖ୍ୟମନ୍ତ୍ରୀମାନଙ୍କୁ ଏନେଇ ଚିଠି ଲେଖିଛନ୍ତି କେନ୍ଦ୍ର ସରକାର। ଏହି […]

pds-kerosene

pds-kerosene

Rakesh Mallick
  • Published: Saturday, 02 January 2016
  • Updated: 02 January 2016, 03:49 PM IST

ଭୁବନେଶ୍ୱର: କିରାସିନି କଳାବଜାରୀକୁ ରୋକିବା ଓ ହିତାଧିକାରୀଙ୍କ ପାଖରେ ଠିକ୍ ଭାବେ କିରାସିନି ପହଞ୍ଚାଇବା ପାଇଁ କେନ୍ଦ୍ର ସରକାର ଆରମ୍ଭ କରୁଛନ୍ତି ନୂଆ ଯୋଜନା। ଏଣିକି କିରାସିନି ଲିଟର ପିଛା ୩୦ ଟଙ୍କା ସବସିଡି ଅର୍ଥ ଯିବ ହିତାଧିକାରୀଙ୍କ ବ୍ୟାଙ୍କ ଆକାଉଣ୍ଟକୁ। ଆସନ୍ତା ଏପ୍ରିଲରୁ ପାଇଲଟ ପ୍ରୋଜେକ୍ଟ ଭାବେ କିରାସିନିରେ ଡାଇରେକଟ ବେନିଫିଟ ଟ୍ରାନସଫର ବ୍ୟବସ୍ଥା ଲାଗୁ କରିବାକୁ ରାଜ୍ୟମାନଙ୍କୁ କୁହାଯାଇଛି। ଓଡିଶା ସମେତ ବିଭିନ୍ନ ରାଜ୍ୟର ମୁଖ୍ୟମନ୍ତ୍ରୀମାନଙ୍କୁ ଏନେଇ ଚିଠି ଲେଖିଛନ୍ତି କେନ୍ଦ୍ର ସରକାର। ଏହି ଯୋଜନା ପାଇଁ କିରାସିନି ପାଉଥିବା ଲୋକଙ୍କ ତାଲିକା ପ୍ରସ୍ତୁତ ପାଇଁ ରାଜ୍ୟ ସରକାରଙ୍କୁ କେନ୍ଦ୍ର ପ୍ରସ୍ତାବ ଦେଇଛି।

କେନ୍ଦ୍ର ପେଟ୍ରୋଲିୟମ୍ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି, ଏଲପିଜି କ୍ଷେତ୍ରରେ ଯେପରି ସବସିଡି ଅର୍ଥକୁ ସିଧାସଳଖ ଗ୍ରାହକମାନଙ୍କ ବ୍ୟାଙ୍କ ଖାତାକୁ ପଠାଇ ଦିଆଯାଉଛି, ଠିକ୍ ସେହିଭଳି କିରାସିନି କ୍ଷେତ୍ରରେ ମଧ୍ୟ ସବସିଡି ଅର୍ଥକୁ ସିଧାସଳଖ ଗ୍ରାହକଙ୍କ ବ୍ୟାଙ୍କ ଆକାଉଣ୍ଟକୁ ପଠାଇ ଦିଆଯିବ। ଯେଉଁମାନେ କିରାସିନି କିଣିବା କଥା ସେମାନେ ବଜାର ଦରରେ କିଣିବେ। ଏହା ଦ୍ୱାରା କିରାସିନିର କଳାବଜାରୀକୁ ରୋକା ଯାଇପାରିବ।

ରାଜ୍ୟ ସରକାର କେନ୍ଦ୍ର ସରକାରଙ୍କ ପ୍ରସ୍ତାବ ଉପରେ ବିଚାର କରୁଛନ୍ତି। ରାଜ୍ୟ ଖାଦ୍ୟ ଯୋଗାଣ ମନ୍ତ୍ରୀ ସଂଜୟ ଦାସବର୍ମା କହିଛନ୍ତି, ଫେୟାର ପ୍ରାଇସ ସପ୍ ଅଟୋମେଶନ ହେବା ଦରକାର। ତାହା ସହ ସମସ୍ତ ହିତାଧୀକାରୀଙ୍କ ବ୍ୟାଙ୍କ ଆକାଉଣ୍ଟର ଆବଶ୍ୟକତା ରହିଛି। ଏହି ବ୍ୟବସ୍ଥାଗୁଡ଼ିକ ପୂର୍ଣ୍ଣାଙ୍ଗ ହେଲେ ଯାଇ କ୍ୟାସ୍ ଟ୍ରାନ୍ସଫର୍ ହୋଇପାରିବ।

ଏବେ କେନ୍ଦ୍ର ସରକାର ମାସକୁ ରାଜ୍ୟକୁ ୩ କୋଟି ୨୪ ଲକ୍ଷ ଲିଟର କିରାସିନି ଦେଉଛନ୍ତି। ଅନ୍ୟପକ୍ଷରେ ରାଜ୍ୟ ସରକାର ଏଣିକି କାର୍ଡ ପରିବର୍ତ୍ତେ ମୁଣ୍ଡ ପିଛା କିରାସିନି ଦେବାକୁ ଯୋଜନା କରୁଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story