କେମିତି ମାଗଣାରେ ବାଣ୍ଟୁଛ ଛତା, ଜୋତା, କମ୍ବଳ, ସାଇକେଲ ଓ ଲାପ୍‌ଟପ୍‌? ସରକାରଙ୍କୁ ହିସାବ ମାଗିଲେ ବିଜେଡି ବିଧାୟକ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ରାଜ୍ୟ ସରକାର ଲୋକଙ୍କୁ ମାଗଣାରେ ବିଭିନ୍ନ ସାମଗ୍ରୀ ଯୋଗାଉଛନ୍ତି। ଏଥିରେ କୋଟି କୋଟି ଟଙ୍କା କିକ୍‌ବ୍ୟାକ୍‌ ହୋଇଥିବା ଅଭିଯୋଗ ହୋଇଛି। ଛତା, ଜୋତା, କମ୍ବଳ, ସାଇକେଲ ଓ ଲାପ୍‌ଟପ୍‌ ଯୋଗାଣକାରୀଙ୍କୁ ପୋଷାଯାଉଥିବା ଅଭିଯୋଗ ଆଣି ଆଜି ବିଧାନସଭା ଭିତରେ ସରକାରଙ୍କୁ କାଠଗଡାରେ ଠିଆ କରିଛନ୍ତି ଶାସକ ଦଳର ବିଧାୟକ ରଣେନ୍ଦ୍ର ପ୍ରତାପ ସ୍ୱାଇଁ। ଏ କାରବାରରେ ସାରୁ ଭିତରେ ମାରୁ ଅଛି ବୋଲି କହି ସେ ପୋଲ୍ ଖୋଲିବା ପରେ ବିରୋଧୀ ଏଥିରେ […]

ranandra pratap swai

ranandra pratap swai

Rakesh Mallick
  • Published: Friday, 01 December 2017
  • Updated: 01 December 2017, 07:02 PM IST

Sports

Latest News

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ରାଜ୍ୟ ସରକାର ଲୋକଙ୍କୁ ମାଗଣାରେ ବିଭିନ୍ନ ସାମଗ୍ରୀ ଯୋଗାଉଛନ୍ତି। ଏଥିରେ କୋଟି କୋଟି ଟଙ୍କା କିକ୍‌ବ୍ୟାକ୍‌ ହୋଇଥିବା ଅଭିଯୋଗ ହୋଇଛି। ଛତା, ଜୋତା, କମ୍ବଳ, ସାଇକେଲ ଓ ଲାପ୍‌ଟପ୍‌ ଯୋଗାଣକାରୀଙ୍କୁ ପୋଷାଯାଉଥିବା ଅଭିଯୋଗ ଆଣି ଆଜି ବିଧାନସଭା ଭିତରେ ସରକାରଙ୍କୁ କାଠଗଡାରେ ଠିଆ କରିଛନ୍ତି ଶାସକ ଦଳର ବିଧାୟକ ରଣେନ୍ଦ୍ର ପ୍ରତାପ ସ୍ୱାଇଁ। ଏ କାରବାରରେ ସାରୁ ଭିତରେ ମାରୁ ଅଛି ବୋଲି କହି ସେ ପୋଲ୍ ଖୋଲିବା ପରେ ବିରୋଧୀ ଏଥିରେ ୫୦୦ କୋଟିର କିକ୍‌ବ୍ୟାକ୍‌ ଅଭିଯୋଗ ଆଣିଛନ୍ତି।

ସ୍କୁଲ ପିଲାମାନଙ୍କୁ ମାଗଣା ସାଇକେଲ ଯୋଗାଇ ଦିଆଯାଉଛି। ଏହି ସାଇକେଲ କୋଲକତାରୁ ଆସୁଛି। ସେହିପରି କଲେଜ ପିଲାମାନଙ୍କ ପାଇଁ ମାଡ୍ରାସରୁ ଲାପଟପ ଆସି ଏଠାରେ ଆସେମ୍ୱଲ କରାଯାଇ ଯୋଗାଇ ଦିଆଯାଉଛି। ତେବେ ଏଠାରେ କଣ ଆସେମ୍ୱଲ କରାଯାଇପାରିବ ନାହିଁ କହି କମ୍ପ୍ୟୁଟର ଓ ସାଇକେଲ ଯୋଗାଉଥିବା ସଂସ୍ଥାକୁ ସନ୍ଦେହ ଘେରକୁ ଆଣିଛନ୍ତି ରାଜା ସ୍ୱାଇଁ। ଏହାବାଦ ସରକାର ମାଗଣାରେ ଦେଉଥିବା ଛତା, ଯୋତା ଓ କମ୍ବଳ କେଉଁଠୁ ଆସୁଛି ଏବଂ କିଏ ଯୋଗାଉଛି। ଏଥିପାଇଁ କେତେ ଟଙ୍କା ଖର୍ଚ୍ଚ ହେଉଛି ବୋଲି ସ୍ୱାଇଁ ଆଜି ଗୃହରେ ପ୍ରଶ୍ନ ପଚାରିଥିଲେ। ରାଜା ସ୍ୱାଇଁଙ୍କ ପ୍ରଶ୍ନରେ ଖପ୍ପା ହୋଇଛନ୍ତି ଶିଳ୍ପ ମନ୍ତ୍ରୀ। ନିର୍ଦ୍ଦିଷ୍ଟ ପ୍ରଶ୍ନ ପଚାରିବାର ପରାମର୍ଶ ଦେଇ କଥାକୁ ଏଡ଼ାଇ ଯାଇଥିଲେ ମନ୍ତ୍ରୀ ଶିଳ୍ପମନ୍ତ୍ରୀ ନିରଞ୍ଜନ ପୂଜାରୀ।

ଛତା, ଜୋତା, କମ୍ବଳ, ସାଇକେଲ ଓ ଲାପ୍‌ଟପ୍‌ ଯୋଗାଣରେ ୫୦୦ କୋଟି ଟଙ୍କାର କିକ୍‌ବ୍ୟାକ୍‌ ହୋଇଛି। ଗୃହ ଭିତରେ ଶାସକ ଦଳର ମନ୍ତ୍ରୀ ଓ ବିଧାୟକ ଟଣାଓଟରା ଲାଗିଥିବା ବେଳେ ବାହାରେ ବିରୋଧୀ ଏପରି ଅଭିଯୋଗ ଆଣିଛନ୍ତି।

ବିଜେପି ବିଧାୟକ ପ୍ରଦୀପ ପୁରୋହିତ କହିଛନ୍ତି-“ଛତା, ଜୋତା, କମ୍ବଳ, ସାଇକେଲ ଓ ଲାପ୍‌ଟପ୍‌ ଯୋଗାଣ ନାଁରେ ରାଜକୋଷରୁ ୫୦୦ କୋଟିରୁ ଅଧିକ ଟଙ୍କା ନଷ୍ଟ ହୋଇଛି। ଏହି କିକ୍‌ବ୍ୟାକ୍‌ରେ ସମସ୍ତ ଅଧିକାରୀମାନେ ସମ୍ପୃକ୍ତ ଅଛନ୍ତି।”

କଂଗ୍ରେସ ବିଧାୟକ ନବକିଶୋର ଦାସ କହିଛନ୍ତି“ଲୋକଙ୍କୁ ମାଗଣା ଯୋଗାଇବା ବାହାନାରେ ରାଜ୍ୟ ସରକାର ଏକ ବଡ଼ ଧରଣର କିକ୍‌ବ୍ୟାକ୍‌ କରିଛନ୍ତି। ଏହାର ତଦନ୍ତ ହେବା ଆବଶ୍ୟକ।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story