ଓଡ଼ିଶାରେ ପୁଣି ରାନ୍‌ସମ୍‌ୱେର ଭାଇରସ୍ ଅାଟାକ୍: ପୁରୁଷୋତ୍ତମପୁର ଡାକ୍ତରଖାନାର କଂପ୍ୟୁଟର ଅଚଳ

ବ୍ରହ୍ମପୁର: ଓଡ଼ିଶାରେ ପୁଣି ରାନ୍‌ସମ୍‌ୱେର ଭାଇରସ୍ ଅାଟାକ୍। ଗଞ୍ଜାମ ଜିଲ୍ଲା ପୁରୁଷୋତ୍ତପୁର ଡାକ୍ତରଖାନାରେ କଂପ୍ୟୁଟର ହ୍ୟାକ୍ ହୋଇଥିବା ଅଭଯୋଗ ହୋଇଛି। ଡାକ୍ତରଖାନାର ତିନିଟି କଂପ୍ୟୁଟର ଅଚଳ ହୋଇଯାଇଛି। ଆଣ୍ଟିଭାଇରସ୍ ଲୋଡ୍ ପରେ ୨ଟି କଂପ୍ୟୁଟର କାମ କରୁଛି। କଂପ୍ୟୁଟର ସ୍କ୍ରିନ୍‌ରେ ଓ୍ୱାନାକ୍ରାଏ ଲେଖା ଥିବା ସୂଚନା ମିଳିଛି।

ransom

ransom

Rakesh Mallick
  • Published: Wednesday, 17 May 2017
  • Updated: 17 May 2017, 02:34 PM IST

ବ୍ରହ୍ମପୁର: ଓଡ଼ିଶାରେ ପୁଣି ରାନ୍‌ସମ୍‌ୱେର ଭାଇରସ୍ ଅାଟାକ୍। ଗଞ୍ଜାମ ଜିଲ୍ଲା ପୁରୁଷୋତ୍ତପୁର ଡାକ୍ତରଖାନାରେ କଂପ୍ୟୁଟର ହ୍ୟାକ୍ ହୋଇଥିବା ଅଭଯୋଗ ହୋଇଛି। ଡାକ୍ତରଖାନାର ତିନିଟି କଂପ୍ୟୁଟର ଅଚଳ ହୋଇଯାଇଛି। ଆଣ୍ଟିଭାଇରସ୍ ଲୋଡ୍ ପରେ ୨ଟି କଂପ୍ୟୁଟର କାମ କରୁଛି। କଂପ୍ୟୁଟର ସ୍କ୍ରିନ୍‌ରେ ଓ୍ୱାନାକ୍ରାଏ ଲେଖା ଥିବା ସୂଚନା ମିଳିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos