ବୁର୍ଲା ରକ୍ତଭଣ୍ଡାରରେ ରାନ୍‌ସମ୍‌ୱେର ଭାଇରସ୍‌

ସମ୍ବଲପୁର: ସାରା ବିଶ୍ୱରେ ଏବେ ରାନ୍‌ସମ୍‌ୱେର୍‌ ଭାଇରସ୍‌ ଆଟାକ୍‌। ଗତକାଲିଠାରୁ ଏହି ଭାଇରସ୍‌ର ଆତଙ୍କ ଓଡ଼ିଶାରେ ମଧ୍ୟ ଜାରି ରହିଛି। ବିଶେଷ କରି ଭାଇରସ୍‌ ଛାଡୁଥିବା ସଂସ୍ଥା ଓଡ଼ିଶାର ହସ୍ପିଟାଲ ଗୁଡିକୁ ଟାର୍ଗେଟ କରୁଛି। ଗତକାଲି ଗଞ୍ଜାମ ପୁରୁଷୋତ୍ତମପୁର ଓ ବ୍ରହ୍ମପୁର ସିଟି ହସ୍ପିଟାଲ କମ୍ପ୍ୟୁଟରକୁ ଭାଇରସ୍‌ ଆଟାକ୍‌ କରିଥିଲା। ଆଜି ସମ୍ବଲପୁର ଜିଲ୍ଲାରେ ଥିବା ବୁର୍ଲା ବଡ଼ ମେଡିକାଲ ରକ୍ତଭଣ୍ଡାରକୁ ଏହି ଭାଇରସ୍‌ ଟାର୍ଗେଟ କରିଛି। ରକ୍ତଭଣ୍ଡାରର କମ୍ପ୍ୟୁଟରକୁ ଭାଇରସ୍‌ ଆଟାକ କରାଯିବା ପରେ ୩୦୦ […]

burla

burla

Rakesh Mallick
  • Published: Saturday, 20 May 2017
  • Updated: 20 May 2017, 09:58 PM IST

Sports

Latest News

ସମ୍ବଲପୁର: ସାରା ବିଶ୍ୱରେ ଏବେ ରାନ୍‌ସମ୍‌ୱେର୍‌ ଭାଇରସ୍‌ ଆଟାକ୍‌। ଗତକାଲିଠାରୁ ଏହି ଭାଇରସ୍‌ର ଆତଙ୍କ ଓଡ଼ିଶାରେ ମଧ୍ୟ ଜାରି ରହିଛି। ବିଶେଷ କରି ଭାଇରସ୍‌ ଛାଡୁଥିବା ସଂସ୍ଥା ଓଡ଼ିଶାର ହସ୍ପିଟାଲ ଗୁଡିକୁ ଟାର୍ଗେଟ କରୁଛି। ଗତକାଲି ଗଞ୍ଜାମ ପୁରୁଷୋତ୍ତମପୁର ଓ ବ୍ରହ୍ମପୁର ସିଟି ହସ୍ପିଟାଲ କମ୍ପ୍ୟୁଟରକୁ ଭାଇରସ୍‌ ଆଟାକ୍‌ କରିଥିଲା। ଆଜି ସମ୍ବଲପୁର ଜିଲ୍ଲାରେ ଥିବା ବୁର୍ଲା ବଡ଼ ମେଡିକାଲ ରକ୍ତଭଣ୍ଡାରକୁ ଏହି ଭାଇରସ୍‌ ଟାର୍ଗେଟ କରିଛି। ରକ୍ତଭଣ୍ଡାରର କମ୍ପ୍ୟୁଟରକୁ ଭାଇରସ୍‌ ଆଟାକ କରାଯିବା ପରେ ୩୦୦ ଡଲାର ଦାବି କରାଯାଇଛି।

କେବଳ ବୁର୍ଲା ରକ୍ତ ଭଣ୍ଡାର ନୁହେଁ, ଆଜି ରାଜ୍ୟର ଅନ୍ୟ ଦୁଇଟି ସ୍ଥାନରେ ମଧ୍ୟ ଏହି ଭାଇରସ୍‌ ଆଟାକ୍ ହୋଇଛି। କେସିଙ୍ଗାରେ ଥିବା ସରକାରୀ ଔଷଧ ବିତରଣ କେନ୍ଦ୍ରର କମ୍ପ୍ୟୁଟର ଓ ନୟାଗଡ଼ ଶରଣକୂଳରେ ଥିବା ଏକ ଫଟୋ ଷ୍ଟୁଡିଓ କମ୍ପ୍ୟୁଟରକୁ ଟାର୍ଗେଟ କରାଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story