ହସ୍ପିଟାଲ ପରେ ଔଷଧ ବିତରଣ କେନ୍ଦ୍ରରେ ରାନ୍‌ସମ୍‌ୱେର ଭାଇରସ୍ ଆଟାକ୍

କଳାହାଣ୍ଡି: ରାନ୍‌ସମ୍‌ୱେର ଭାଇରସ୍‌ର ଆତଙ୍କ ଓଡ଼ିଶାରେ ଥମିବାର ନାଁ ନେଉନି। ହସ୍ପିଟାଲ ପରେ ଏବେ ଏହି ଭାଇରସ୍‌ ଆଟାକର ଶିକାର ହୋଇଛି ଔଷଧ ବିତରଣ କେନ୍ଦ୍ର। କଳାହାଣ୍ଡି ଜିଲ୍ଲା କେସିଙ୍ଗା ସରକାରୀ ମେଡିକାଲ ଔଷଧ ବିତରଣ କେନ୍ଦ୍ର କମ୍ପ୍ୟୁଟରରେ ଏହି ଭାଇରସ୍ ଆଟାକ୍‌ ହୋଇଛି। ଫଳରେ ଔଷଧ ବିତରଣ ବାଧାପ୍ରାପ୍ତ ହୋଇଛି। ପୁରୁଷୋତ୍ତମପୁର ଓ ବ୍ରହ୍ମପୁର ସିଟି ହସ୍ପିଟାଲ ପରେ କେସିଙ୍ଗାରେ ସରକାରୀ ମେଡିକାଲ ଔଷଧ ବିତରଣ କେନ୍ଦ୍ରରେ ରାନ୍‌ସମ୍‌ୱେର ଆଟାକ କରିଛି। ଏଥିରୁ ସ୍ପଷ୍ଟ ହୋଇଯାଇଛି […]

ram

ram

Rakesh Mallick
  • Published: Saturday, 20 May 2017
  • Updated: 20 May 2017, 09:58 PM IST

Sports

Latest News

କଳାହାଣ୍ଡି: ରାନ୍‌ସମ୍‌ୱେର ଭାଇରସ୍‌ର ଆତଙ୍କ ଓଡ଼ିଶାରେ ଥମିବାର ନାଁ ନେଉନି। ହସ୍ପିଟାଲ ପରେ ଏବେ ଏହି ଭାଇରସ୍‌ ଆଟାକର ଶିକାର ହୋଇଛି ଔଷଧ ବିତରଣ କେନ୍ଦ୍ର। କଳାହାଣ୍ଡି ଜିଲ୍ଲା କେସିଙ୍ଗା ସରକାରୀ ମେଡିକାଲ ଔଷଧ ବିତରଣ କେନ୍ଦ୍ର କମ୍ପ୍ୟୁଟରରେ ଏହି ଭାଇରସ୍ ଆଟାକ୍‌ ହୋଇଛି। ଫଳରେ ଔଷଧ ବିତରଣ ବାଧାପ୍ରାପ୍ତ ହୋଇଛି।

ପୁରୁଷୋତ୍ତମପୁର ଓ ବ୍ରହ୍ମପୁର ସିଟି ହସ୍ପିଟାଲ ପରେ କେସିଙ୍ଗାରେ ସରକାରୀ ମେଡିକାଲ ଔଷଧ ବିତରଣ କେନ୍ଦ୍ରରେ ରାନ୍‌ସମ୍‌ୱେର ଆଟାକ କରିଛି। ଏଥିରୁ ସ୍ପଷ୍ଟ ହୋଇଯାଇଛି ଯିଏ ବି ଏହି ସାଇବର କ୍ରାଇମ କରୁଛି ସେ ମେଡିକାଲକୁ ହିଁ ଟାର୍ଗେଟ୍ କରୁଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos