ରାଉରକେଲା ହାଇଟେକ୍ ମେଡିକାଲ୍ କଲେଜରେ ନାମ ଲେଖା ବିବାଦ, ତଦନ୍ତ କରିବାକୁ ଓଜେଇଇକୁ ନିର୍ଦ୍ଦେଶ

ରାଉରକେଲା: ରାଉରକେଲା ହାଇଟେକ୍ ମେଡିକାଲ୍ କଲେଜରେ ନାମଲେଖାକୁ ନେଇ ବିବାଦ ଦେଖାଦେଇଛି। ମେଡିକାଲ୍ କାଉନସିଲ ଅଫ୍ ଇଣ୍ଡିଆ-ଏମସିଆଇ ସିଟ୍ ପୂରଣ ପାଇଁ ଅନୁମତି ଦେଇଥିଲେ ବି ହାଇଟେକ୍ କର୍ତ୍ତୃପକ୍ଷ ଆଇନ୍ ନ ମାନି ନିଜେ ଏଣ୍ଟ୍ରାନସ୍ କରି ଆଡମିଶନ କରାଇଥିବା ଅଭିଯୋଗ ହୋଇଛି। କିଭଳି ଏଭଳି ଆଡମିଶନ ହେଲା ସେନେଇ ତଦନ୍ତ କରି ରିପୋର୍ଟ ଦେବାକୁ ଓଜେଇଇ କର୍ତ୍ତୃପକ୍ଷଙ୍କୁ ନିର୍ଦ୍ଦେଶ ଦେଇଛି ବୈଷୟିକ ଶିକ୍ଷା ବିଭାଗ। ଆବଶ୍ୟକୀୟ ଭିତ୍ତିଭୂମି ନ ଥିବା ଦର୍ଶାଇ ରାଉରକେଲା ହାଇଟେକ୍ ମେଡିକାଲ […]

hitech-medical-collage-roulkela

hitech-medical-collage-roulkela

Rakesh Mallick
  • Published: Sunday, 11 October 2015
  • Updated: 11 October 2015, 02:44 PM IST

Sports

Latest News

hitech-medical-collage-roulkelaରାଉରକେଲା: ରାଉରକେଲା ହାଇଟେକ୍ ମେଡିକାଲ୍ କଲେଜରେ ନାମଲେଖାକୁ ନେଇ ବିବାଦ ଦେଖାଦେଇଛି। ମେଡିକାଲ୍ କାଉନସିଲ ଅଫ୍ ଇଣ୍ଡିଆ-ଏମସିଆଇ ସିଟ୍ ପୂରଣ ପାଇଁ ଅନୁମତି ଦେଇଥିଲେ ବି ହାଇଟେକ୍ କର୍ତ୍ତୃପକ୍ଷ ଆଇନ୍ ନ ମାନି ନିଜେ ଏଣ୍ଟ୍ରାନସ୍ କରି ଆଡମିଶନ କରାଇଥିବା ଅଭିଯୋଗ ହୋଇଛି। କିଭଳି ଏଭଳି ଆଡମିଶନ ହେଲା ସେନେଇ ତଦନ୍ତ କରି ରିପୋର୍ଟ ଦେବାକୁ ଓଜେଇଇ କର୍ତ୍ତୃପକ୍ଷଙ୍କୁ ନିର୍ଦ୍ଦେଶ ଦେଇଛି ବୈଷୟିକ ଶିକ୍ଷା ବିଭାଗ। ଆବଶ୍ୟକୀୟ ଭିତ୍ତିଭୂମି ନ ଥିବା ଦର୍ଶାଇ ରାଉରକେଲା ହାଇଟେକ୍ ମେଡିକାଲ କଲେଜରେ ଚଳିତ ବର୍ଷ ନାମଲେଖା ପାଇଁ ଅନୁମତି ଦେଇ ନ ଥିଲା ମେଡିକାଲ କାଉନସିଲ୍ ଅଫ୍ ଇଣ୍ଡିଆ (ଏମସିଆଇ)। ତାକୁ ଚ୍ୟାଲେଞ୍ଜ୍ କରି ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ କଲେଜ କର୍ତ୍ତୃପକ୍ଷ। ହାଇକୋର୍ଟ ନାମଲେଖା ପାଇଁ ଅନୁମତି ଦେବାକୁ ଏମସିଆଇକୁ କହିଥିଲେ। ହାଇକୋର୍ଟଙ୍କ ରାୟର ନକଲରେ ଉଲ୍ଲେଖ ରହିଛି ଯେ କାଉନସେଲିଂ ପ୍ରକ୍ରିୟାରେ ଏହି ଅନୁଷ୍ଠାନକୁ ସାମିଲ କରାଯିବ। ଏ ନେଇ ଛାତ୍ରଛାତ୍ରୀଙ୍କୁ ମଧ୍ୟ ଅବଗତ କରାଯିବ। ଅନୁଷ୍ଠାନ ଓଜେଇଇ ଆଇନ ଅନୁସାରେ ପଦକ୍ଷେପ ନେଇପାରିବେ ବୋଲି କୋର୍ଟ ସ୍ପଷ୍ଟ କରିଥିଲେ। ନିୟମ ଅନୁସାରେ ସିଟ୍ ପୂରଣ ପାଇଁ ଓଜେଇଇ କାଉନସେଲିଂ କରିବା କଥା। ତେବେ ଏହା ନ କରି ନିଜେ ହାଇଟେକ୍ କର୍ତ୍ତୃପକ୍ଷ ନିଜେ ଏଣ୍ଟ୍ରାନସ୍ କରି ଛାତ୍ରଛାତ୍ରୀଙ୍କୁ ଆଡମିଶନ କରାଇଥିବା ଜଣାପଡିଛି। ଏପରିକି ଏନେଇ ତାଙ୍କୁ କିମ୍ୱା ରାଜ୍ୟ ସରକାରଙ୍କୁ ମଧ୍ୟ ହାଇଟେକ୍ ଅବଗତ କରି ନ ଥିବା ଓଜେଇଇ ଅଧ୍ୟକ୍ଷ ତୁଷାର କୁମାର ନାଥ ସୂଚନା ଦେଇଛନ୍ତି। ତେବେ କେଉଁ ଆଧାରରେ ନିଜେ ଏଣ୍ଟ୍ରାନ୍ସ କରି ହାଇଟେକ୍ କର୍ତ୍ତୃପକ୍ଷ ଛାତ୍ରଛାତ୍ରୀଙ୍କୁ ଆଡମିଶନ୍ ଦେଲେ ସେ ନେଇ ତଦନ୍ତ ପାଇଁ ଓଜେଇଇ କର୍ତ୍ତୃପକ୍ଷଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ବୈଷୟିକ ଶିକ୍ଷା ବିଭାଗ ସଚିବ। ସେପଟେ ହାଇଟେକ୍ ମେଡିକାଲ କଲେଜ ଚେୟାରମ୍ୟାନ ତିରୁପତି ପାଣିଗ୍ରାହୀ କହିଛନ୍ତି ଯେ ଯାହା କରିଛୁ ଆଇନ ଅନୁସାରେ ହିଁ କରିଛୁ। ହାଇକୋର୍ଟ ତାଙ୍କ ରାୟରେ ସ୍ପଷ୍ଟ କରିଥିଲେ ଏହି ଅନ୍ତରୀଣ ନିର୍ଦ୍ଦେଶ ନେଇ ଭବିଷ୍ୟତରେ କିଛି ଅସୁବିଧା ହେଲେ ସଂପୃକ୍ତ ଅନୁଷ୍ଠାନ କିମ୍ୱା ଆଡମିଶନ ନେଇଥିବା ଛାତ୍ରଛାତ୍ରୀ ଏନେଇ କିଛି ଦାବି କରିପାରିବେ ନାହିଁ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story