ଏହି ୩ ଜଣ କରୁଥିଲେ ଅଶ୍ଲୀଳ ଭିଡ଼ିଓ ଭାଇରାଲ, ଚିହ୍ନନ୍ତୁ ସେମାନେ କିଏ?

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଭାଇରାଲ ହେଉଛି ଅଶ୍ଳୀଳ ଭିଡ଼ିଓ। ନିଲାମ ହେଉଛି ଯୁବତୀଙ୍କ ଇଜ୍ଜତ। କେବେ ସୋସିଆଲ୍‌ ମିଡ଼ିଆରେ ଆଉ କେତେବେଳେ ମୋବାଇରୁ ମୋବାଇଲକୁ ଘୂରି ବୁଲୁଛି ଯୁବତୀଙ୍କ ଗୁପ୍ତ ସମ୍ପର୍କର ଚିତ୍ର। ନୟାଗଡ଼ କଣ୍ଟିଲୋରେ କଲେଜ ଛାତ୍ରୀଙ୍କ ଅଶ୍ଲୀଳ ଭିଡିଓ ଭାଇରାଲ କରାଯିବା ପରେ କେନ୍ଦ୍ରାପଡ଼ା ଡେରାବିଶରୁ ଆସିଛି ସମାନ ଅଭିଯୋଗ। ଜଣେ ଯୁବତୀଙ୍କ ସହ ପ୍ରେମ ସଂପର୍କ ରଖି ତାଙ୍କ ଅନ୍ତରଙ୍ଗ ମୁହୂର୍ତ୍ତର ଭିଡିଓ ପ୍ରସ୍ତୁତ କରିଥିଲା ଧୋକ୍କବାଜ ପ୍ରେମୀକ। ଆଉ ପରେ ଏହି ଭିଡିଓକୁ […]

rape victim arrest

rape victim arrest

Rakesh Mallick
  • Published: Monday, 12 March 2018
  • Updated: 12 March 2018, 07:52 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଭାଇରାଲ ହେଉଛି ଅଶ୍ଳୀଳ ଭିଡ଼ିଓ। ନିଲାମ ହେଉଛି ଯୁବତୀଙ୍କ ଇଜ୍ଜତ। କେବେ ସୋସିଆଲ୍‌ ମିଡ଼ିଆରେ ଆଉ କେତେବେଳେ ମୋବାଇରୁ ମୋବାଇଲକୁ ଘୂରି ବୁଲୁଛି ଯୁବତୀଙ୍କ ଗୁପ୍ତ ସମ୍ପର୍କର ଚିତ୍ର। ନୟାଗଡ଼ କଣ୍ଟିଲୋରେ କଲେଜ ଛାତ୍ରୀଙ୍କ ଅଶ୍ଲୀଳ ଭିଡିଓ ଭାଇରାଲ କରାଯିବା ପରେ କେନ୍ଦ୍ରାପଡ଼ା ଡେରାବିଶରୁ ଆସିଛି ସମାନ ଅଭିଯୋଗ। ଜଣେ ଯୁବତୀଙ୍କ ସହ ପ୍ରେମ ସଂପର୍କ ରଖି ତାଙ୍କ ଅନ୍ତରଙ୍ଗ ମୁହୂର୍ତ୍ତର ଭିଡିଓ ପ୍ରସ୍ତୁତ କରିଥିଲା ଧୋକ୍କବାଜ ପ୍ରେମୀକ। ଆଉ ପରେ ଏହି ଭିଡିଓକୁ ଅସ୍ତ୍ର କରି ଯୁବତୀଙ୍କୁ ଧମକଚମକ ଦେବା ସହ ବ୍ଲାକମେଲିଂ କରୁଥିଲା। ଏଥିରେ ଅତିଷ୍ଠ ହୋଇ ଜୀବନ ହାରି ଦେବାକୁ ନିଷ୍ପତ୍ତି ନେଇଥିଲେ ପୀଡିତା। ଦୁଇ ଦୁଇ ଥର ଆତ୍ମହତ୍ୟା ଉଦ୍ୟମ ଫେଲ୍‌ ମାରିବା ପରେ ଶେଷରେ ପୋଲିସରେ ଦ୍ୱାରସ୍ଥ ହୋଇଥିଲେ ପୀଡିତା। ଅଭିଯୋଗ ପାଇବା ପରେ ପୋଲିସ ଅଭିଯୁକ୍ତ ଇଂଜିନିୟରିଂ ଛାତ୍ର ସୌମ୍ୟରଂଜନ ବେହେରା ଓ ତା ସହଯୋଗୀ ଚାପସ ରଣାକୁ ଗିରଫ କରିବା କୋର୍ଟ ଚାଲାଣ କରିଛି।

ପୀଡ଼ିତା କହିଛନ୍ତି-“ଏହି ଘଟଣାରେ ଆଉ କିଛି ପିଲା ସମ୍ପୃକ୍ତ ଅଛନ୍ତି। ସେମାନଙ୍କୁ ଗିରଫ କରାଯାଇ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ।”

ଅଶ୍ଲୀଳ ଭିଡ଼ିଓ ଭାଇରାଲ କେବଳ ନୟାଗଡ଼ କିମ୍ୱା ଡେରାବିଶ ଘଟଣାର ନୁହେଁ। ଏହା ଏବେ ବ୍ୟାଧିରେ ପରିଣତ ହୋଇଗଲାଣି। କ୍ରମାଗତ ଭାବେ ଏଭଳି ଅଭିଯୋଗ ଆସିବା ପରେ ଆଡଭାଇଜାରି ଜାରି କରିବା ସହ ଦୃଢ କାର୍ଯ୍ୟାନୁଷ୍ଠାନର ଚେତାବନୀ ଦେଇଥିଲେ ପୋଲିସ ଡିଜି। ଏହାସତ୍ତ୍ୱେ ଅପରାଧ କମିବା ବଦଳରେ ବଢ଼ିବାରେ ଲାଗିଛି। ଏଭଳି ଅପରାଧକୁ ରୋକିବାକୁ ହେଲେ ତୁରନ୍ତ ଚରମ କାର୍ଯ୍ୟାନୁଷ୍ଠାନ ନିଆଯିବା ଦରକାର ବୋଲି ପୂର୍ବତନ ପୋଲିସ ପ୍ରଶାସକ ମତ ଦେଇଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story