ଚାଉଳ ଦେବାକୁ କହି ମହିଳାଙ୍କୁ ଗଣଦୁଷ୍କର୍ମ ଅଭିଯୋଗ, ଅଭିଯୁକ୍ତଙ୍କ ସପକ୍ଷରେ ଶତାଧିକ ଲୋକେ

ସୁନ୍ଦରଗଡ଼(ଓଡ଼ିଶା ରିପୋର୍ଟର)ସୁନ୍ଦରଗଡ଼ ଜିଲ୍ଲା ବିଶ୍ରା ବ୍ଲକର ଝିରିପାଣି ପଞ୍ଚାୟତର ସରପଞ୍ଚଙ୍କ ସ୍ୱାମୀ ଅଜୟ ଖଲକୋ ଏବଂ ତାଙ୍କ ସହଯୋଗୀଙ୍କ ନାମରେ ଆସିଥିବା ଦୁଷ୍କର୍ମ ଅଭିଯୋଗର ଭିନ୍ନମୋଡ଼ ନେଇଛି।  ଏହା ଏକ ଚକ୍ରାନ୍ତ ଏବଂ ମିଥ୍ୟା ଅଭିଯୋଗ ବୋଲି ଦାବି କରି ଶୁକ୍ରବାର ସନ୍ଧ୍ୟାରେ ଶତାଧିକ ଲୋକ ଝିରିପାଣି ଥାନା ଘେରାଉ କରିଛନ୍ତି । ଏହି ଘଟଣାରେ ଉପଯୁକ୍ତ ତଦନ୍ତ କରଯାଇ ନ୍ୟାୟ ମିଳୁ ବୋଲି ଗାଁ ଲୋକେ ଦାବି କରିଛନ୍ତି। ମିଳିଥିବା ସୂଚନା ଅନୁଯାୟୀ, ଚାଉଳ ଦେବାକୁ […]

65

65

Tapas Behera
  • Published: Friday, 12 July 2019
  • Updated: 12 July 2019, 09:36 PM IST

ସୁନ୍ଦରଗଡ଼(ଓଡ଼ିଶା ରିପୋର୍ଟର)ସୁନ୍ଦରଗଡ଼ ଜିଲ୍ଲା ବିଶ୍ରା ବ୍ଲକର ଝିରିପାଣି ପଞ୍ଚାୟତର ସରପଞ୍ଚଙ୍କ ସ୍ୱାମୀ ଅଜୟ ଖଲକୋ ଏବଂ ତାଙ୍କ ସହଯୋଗୀଙ୍କ ନାମରେ ଆସିଥିବା ଦୁଷ୍କର୍ମ ଅଭିଯୋଗର ଭିନ୍ନମୋଡ଼ ନେଇଛି।  ଏହା ଏକ ଚକ୍ରାନ୍ତ ଏବଂ ମିଥ୍ୟା ଅଭିଯୋଗ ବୋଲି ଦାବି କରି ଶୁକ୍ରବାର ସନ୍ଧ୍ୟାରେ ଶତାଧିକ ଲୋକ ଝିରିପାଣି ଥାନା ଘେରାଉ କରିଛନ୍ତି । ଏହି ଘଟଣାରେ ଉପଯୁକ୍ତ ତଦନ୍ତ କରଯାଇ ନ୍ୟାୟ ମିଳୁ ବୋଲି ଗାଁ ଲୋକେ ଦାବି କରିଛନ୍ତି।

ମିଳିଥିବା ସୂଚନା ଅନୁଯାୟୀ, ଚାଉଳ ଦେବାକୁ କହି ଜଣେ ବିବାହିତା ମହିଳାଙ୍କୁ ଗତ ୭ ତାରିଖରେ ରାଉରକେଲା ଝିରପାଣି ପଞ୍ଚାୟତ ଅଫିସରେ ଗଣ ଦୁଷ୍କର୍ମ କରାଯାଇଥିବା ଅଭିଯୋଗ ହୋଇଥିଲା। ଝିରପାଣି ପଞ୍ଚାୟତର ସରପଞ୍ଚଙ୍କ ସ୍ୱାମୀ ଓ ତାଙ୍କର ସହଯୋଗୀ ଏଭଳି କାଣ୍ଡ ଭିଆଇ ଥିବା ଅଭିଯୋଗ ହୋଇଛି। ଝିରିପାଣି ଥାନାରେ ଅଭିଯୋଗ ହେବା ପରେ ଉଭୟ ଅଭିଯୁକ୍ତ ଏବେ ଫେରାର ଅଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story