ବ୍ରହ୍ମପୁର: ୪ ବଳାତ୍କାରୀଙ୍କୁ ୨୦ ବର୍ଷ ଲେଖାଏଁ ଜେଲ୍‌

ବ୍ରହ୍ମପୁର:  ଗଞ୍ଜାମ ଜିଲ୍ଲା ଓ ଦୌରାଜଜ୍‌ ମଳୟ ରଞ୍ଜନ ଦାଶ ଏକ ନାବାଳିକା ଗଣବଳାତ୍କାର ମାମଲାର ବିଚାର କରି ୪ ଅଭିଯୁକ୍ତଙ୍କୁ ୨୦ ବର୍ଷ ଲେଖାଏଁ ଜେଲ ଦଣ୍ଡାଦେଶ ଶୁଣାଇଛନ୍ତି। ୨୦୧୩ ଜୁନ ୧୭ ତାରିଖରେ ଗୋଷାଣୀ ନୂଆଗାଁ ଅଞ୍ଚଳରେ ଜଣେ ନାବାଳିକା ଗଣବଳାତ୍କାରରେ ଶିକାର ହୋଇଥିଲା। ନାବାଳିକାଙ୍କୁ ଘାସି ସ୍ୱାଇଁ, ତାଙ୍କ ସାଥୀ ଚିଙ୍କୁ, ପିଙ୍କୁ ଓ ଅରୁଣ ମିଶି ଏକ ନିଛାଟିଆ ସ୍ଥାନରେ ବଳାତ୍କାର କରିଥିବା ଅଭିଯୋଗ ହୋଇଥିଲା। ଏହି ଘଟଣାର କିଛି ଦିନ […]

rape

rape

Rakesh Mallick
  • Published: Thursday, 06 October 2016
  • Updated: 06 October 2016, 11:08 PM IST

Sports

Latest News

ବ୍ରହ୍ମପୁର:  ଗଞ୍ଜାମ ଜିଲ୍ଲା ଓ ଦୌରାଜଜ୍‌ ମଳୟ ରଞ୍ଜନ ଦାଶ ଏକ ନାବାଳିକା ଗଣବଳାତ୍କାର ମାମଲାର ବିଚାର କରି ୪ ଅଭିଯୁକ୍ତଙ୍କୁ ୨୦ ବର୍ଷ ଲେଖାଏଁ ଜେଲ ଦଣ୍ଡାଦେଶ ଶୁଣାଇଛନ୍ତି।

୨୦୧୩ ଜୁନ ୧୭ ତାରିଖରେ ଗୋଷାଣୀ ନୂଆଗାଁ ଅଞ୍ଚଳରେ ଜଣେ ନାବାଳିକା ଗଣବଳାତ୍କାରରେ ଶିକାର ହୋଇଥିଲା। ନାବାଳିକାଙ୍କୁ ଘାସି ସ୍ୱାଇଁ, ତାଙ୍କ ସାଥୀ ଚିଙ୍କୁ, ପିଙ୍କୁ ଓ ଅରୁଣ ମିଶି ଏକ ନିଛାଟିଆ ସ୍ଥାନରେ ବଳାତ୍କାର କରିଥିବା ଅଭିଯୋଗ ହୋଇଥିଲା। ଏହି ଘଟଣାର କିଛି ଦିନ ପରେ ପୀଡିତା ଜଣକ ଆତ୍ମହତ୍ୟା କରି ଦେଇଥିଲେ। ଏ ନେଇ ଗୋଷାଣୀ ନୂଆଗାଁ ଥାନାରେ ଅଭିଯୋଗ ହେବା ପରେ ପୋଲିସ୍‌ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା।

ଆଜି ଏହି ମାମଲାର ରାୟ ପ୍ରକାଶ ପାଇଛି। ଜିଲ୍ଲା ଓ ଦୌରାଜଜ୍‌ ଏହି ମାମଲାକୁ ବିଚାର କରି ୪ ଅଭିଯୁକ୍ତଙ୍କୁ ଉପରୋକ୍ତ ରାୟ ଶୁଣାଇଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story