‘୫୦ ହଜାର କୋଟି ଟଙ୍କାରୁ ଅଧିକ ସାମଗ୍ରୀ ରପ୍ତାନୀ ଲକ୍ଷ୍ୟ ରଖାଯାଇଛି’

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆଗାମୀ ବର୍ଷ ଓଡ଼ିଶାରୁ ବିଦେଶକୁ ୫୦ ହଜାର କୋଟି ଟଙ୍କାରୁ ଅଧିକ ସାମଗ୍ରୀ ରପ୍ତାନୀ ଲକ୍ଷ୍ୟ ରଖାଯାଇଛି। ଭୁବନେଶ୍ୱରରେ ରପ୍ତାନୀ ଭବନ ଉଦ୍‌ଘାଟନୀ ଅବସରରେ ଏହି ସୂଚନା ଦେଇଛନ୍ତି ଏମ୍ଏସ୍ଏମ୍ଇ ସଚିବ ଲକ୍ଷ୍ମୀ ନାରାୟଣ ଗୁପ୍ତା। ୨୦୧୭-୧୮ ଆର୍ଥିକ ବର୍ଷର ନଭେମ୍ବର ଶେଷସୁଦ୍ଧା ରାଜ୍ୟରୁ ୨୬୦୦୦ କୋଟି ଟଙ୍କାର ବିଭିନ୍ନ ସାମଗ୍ରୀ ରପ୍ତାନୀ ହୋଇଛି। ଗତ ଆର୍ଥିକ ବର୍ଷରେ ଓଡ଼ିଶାର ରପ୍ତାନୀ କାରବାର ୪୦,୦୦୦ କୋଟି ଟଙ୍କାରେ ପହଞ୍ଚିଥିଲା। ରପ୍ତାନୀ ଭବନ ଉଦ୍‌ଘାଟନ ହେବା […]

export bhavan inaguration

export bhavan inaguration

Rakesh Mallick
  • Published: Saturday, 20 January 2018
  • Updated: 20 January 2018, 10:55 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆଗାମୀ ବର୍ଷ ଓଡ଼ିଶାରୁ ବିଦେଶକୁ ୫୦ ହଜାର କୋଟି ଟଙ୍କାରୁ ଅଧିକ ସାମଗ୍ରୀ ରପ୍ତାନୀ ଲକ୍ଷ୍ୟ ରଖାଯାଇଛି। ଭୁବନେଶ୍ୱରରେ ରପ୍ତାନୀ ଭବନ ଉଦ୍‌ଘାଟନୀ ଅବସରରେ ଏହି ସୂଚନା ଦେଇଛନ୍ତି ଏମ୍ଏସ୍ଏମ୍ଇ ସଚିବ ଲକ୍ଷ୍ମୀ ନାରାୟଣ ଗୁପ୍ତା।

୨୦୧୭-୧୮ ଆର୍ଥିକ ବର୍ଷର ନଭେମ୍ବର ଶେଷସୁଦ୍ଧା ରାଜ୍ୟରୁ ୨୬୦୦୦ କୋଟି ଟଙ୍କାର ବିଭିନ୍ନ ସାମଗ୍ରୀ ରପ୍ତାନୀ ହୋଇଛି। ଗତ ଆର୍ଥିକ ବର୍ଷରେ ଓଡ଼ିଶାର ରପ୍ତାନୀ କାରବାର ୪୦,୦୦୦ କୋଟି ଟଙ୍କାରେ ପହଞ୍ଚିଥିଲା। ରପ୍ତାନୀ ଭବନ ଉଦ୍‌ଘାଟନ ହେବା ପରେ କାରବାର ବଢ଼ିବାରେ ବେଶ୍ ସହାୟକ ହେବ ବୋଲି ବିଭାଗୀୟ ମନ୍ତ୍ରୀ ପ୍ରଫୁଲ୍ଲ ସାମଲ କହିଛନ୍ତି।

ଏହି ରପ୍ତାନୀ ଭବନ ପରିସରକୁ ଏକ୍ସପୋର୍ଟ ପ୍ରୋମୋସନ୍ ନିର୍ଦ୍ଦେଶାଳୟ ସମେତ ରପ୍ତାନୀ କ୍ଷେତ୍ରରେ ସମ୍ପୃକ୍ତ ଅନ୍ୟ ବିଭାଗକୁ ଏଠାକୁ ସ୍ଥାନାନ୍ତରିତ କରାଯିବ। ଗୋଟିଏ ଛାତ ତଳେ ରପ୍ତାନୀ ସମ୍ପର୍କୀୟ ସମସ୍ତ କାଗଜପତ୍ର କାମ ହୋଇପାରିଲେ, ଏହା ସମସ୍ତଙ୍କୁ ବେଶ୍ ସହାୟକ ହେବ ବୋଲି ଶିଳ୍ପୋଦ୍ୟୋଗୀମାନେ କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story