ଅଯୋଗ୍ୟ ହିତାଧିକାରୀଙ୍କ ପାଇଁ ସତର୍କ ଘଣ୍ଟି: ଅସନ୍ତାକାଲି ସୁଦ୍ଧା ରାସନକାର୍ଡ ପ୍ରତ୍ୟାହାର ନ କଲେ କାର୍ଯ୍ୟାନୁଷ୍ଠାନ

ଭୁବନେଶ୍ୱର: ଖାଦ୍ୟ ସୁରକ୍ଷା ଆଇନରେ ଅଯୋଗ୍ୟ ହିତାଧିକାରୀଙ୍କ ପାଇଁ ସରକାର ସତର୍କ ଘଣ୍ଟି ବଜାଇ ଦେଇଛନ୍ତି। ଆସନ୍ତାକାଲି ସୁଦ୍ଧା କାର୍ଡ ପ୍ରତ୍ୟାହାର ନ କଲେ କାର୍ଯ୍ୟାନୁଷ୍ଠାନ ନିଆଯିବ। ଅଯୋଗ୍ୟ ହିତାଧିକାରୀଙ୍କ ବିରୋଧରେ ମାମଲା ରୁଜୁ କରାଯିବ ବୋଲି କହିଛନ୍ତି ଖାଦ୍ୟ ଯୋଗାଣ ମନ୍ତ୍ରୀ ସଞ୍ଜୟ ଦାସବର୍ମା।

କାର୍ଡ ପ୍ରତ୍ୟାହାର ପାଇଁ ସରକାର ଜାନୁୟାରୀ ୧୫ ତାରିଖ ଯାଏଁ ସମୟ ଦେଇଥିଲେ। ଯୋଗ୍ୟତା ନ ଥାଇ କାର୍ଡ ନେଇଥିଲେ ଫୌଜଦାରୀ ମାମଲା ରୁଜୁ ହେବ। ଏହାଛଡା ଯେଉଁମାନେ ଖାଦ୍ୟଶସ୍ୟ ନେଇଛନ୍ତି ସେମାନଙ୍କଠାରୁ ବଜାର ଦର ଅନୁସାରେ ଅର୍ଥ ଆଦାୟ କରାଯିବ। ଯଦି ସରକାରୀ କର୍ମଚାରୀ ହୋଇଥିବେ ତେବେ ବିଭାଗୀୟ କାର୍ଯାନୁଷ୍ଠାନ ମଧ୍ୟ ନିଆଯାଇ ପାରେ। ସରକାରଙ୍କ ବିଜ୍ଞାପନ ପରେ ଏଯାଏଁ ୧ ଲକ୍ଷ ୬୦ ହଜାର ଅଯୋଗ୍ୟ ହିତାଧିକାରୀ କାର୍ଡ ଫେରାଇଛନ୍ତି।

ସେପଟେ ଖାଦ୍ୟ ସୁରକ୍ଷା ଆଇନକୁ ନେଇ ସରକାରଙ୍କୁ ପୁଣି ଟାର୍ଟେଟ୍ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଅଭିଯୋଗ କରିଛନ୍ତି ଶାସକ ଦଳର ନେତା ଯୋଜନାକୁ ହରିଲୁଟ୍ କରିଛନ୍ତି।

ଆହୁରି ପଢ଼ନ୍ତୁ

ନୂଆ କାରଖାନା ପାଇଁ ହଜାରେ ଦିନ କୋହଳ ହେବ ନିୟମ, ୨୦ ପ୍ରସ୍ତାବକୁ ମଞ୍ଜୁରୀ

ନୂଆଁଖାଇ ନବାନ୍ନ ଲାଗି ଲଗ୍ନ ନିର୍ଦ୍ଧାରଣ

୨୪ ଘଣ୍ଟା ବିତିଲା, କ୍ୟାପିଟାଲ ଥାନା ଆଇଆଇସିଙ୍କ ବିରୋଧରେ ମାମଲା ରୁଜୁ କରୁନି ପୁଲିସ  

ବଢୁଛି ଟେଷ୍ଟିଂ, କମୁଛି ପଜିଟିଭ୍ ସଂଖ୍ୟା

ଆରୋଗ୍ୟ ହେଲେ ୧୬୭୩ ଆକ୍ରାନ୍ତ, କେଉଁ ଜିଲ୍ଲାରୁ କେତେ ପଢ଼ନ୍ତୁ

ଜୟଦେବ ବିହାରରେ ଏକ ହୋଟେଲର ୧୮ କର୍ମଚାରୀଙ୍କୁ କରୋନା

ଟେନ୍‌ସନ୍‌ ବଢ଼ାଇଲା ଜାଲୁଆ ସାହି, ଆଜି ପୁଣି ୨୪ ଆକ୍ରାନ୍ତ ଚିହ୍ନଟ

ଭାଇରାଲ୍ ଅଡ଼ିଓ ସହ କ’ଣ ଥିଲା ଲକ୍ଷ୍ମୀକାନ୍ତଙ୍କ ସାଲାରି ସ୍ଲିପ୍‌ର ସମ୍ପର୍କ ? କ’ଣ ଖୋଜୁଥିଲା ପୁଲିସ

ଶ୍ରୀମନ୍ଦିର ସୌନ୍ଦର୍ଯ୍ୟକରଣ ପାଇଁ ଜମିହରାଙ୍କୁ ମିଳିବ ଜମି

ସିଲ୍‌ଭର ସିଟିରେ ପୁଣି ଥରେ ସକ୍ରିୟ ହେଉଛି କି ଡି-ବ୍ରଦର୍ସ ଗ୍ୟାଙ୍ଗ?

୪ ଜିଲ୍ଲା ଓ ରାଉରକେଲା ସହରରେ ଶଟ୍‌ଡାଉନ୍‌ କିଛି ଘଣ୍ଟା କୋହଳ

କିଏ ହେବ ଜଗନ୍ନାଥଙ୍କୁ ସାହା ?