ରସଗୋଲାର ଜିଆଇ ମାନ୍ୟତା ପାଇଁ ଚେନ୍ନାଇ ଗଲା ଜଗନ୍ନାଥ ସେନା

ପୁରୀ: ଶ୍ରୀ ଜଗନ୍ନାଥଙ୍କ ରସଗୋଲା ହଜାର ହଜାର ବର୍ଷର। ଏହାକୁ ଜିଆଇ ମାନ୍ୟତା ଦେବା ପାଇଁ ଆଗେଇ ଆସିଛି ପୁରୀ ଶ୍ରୀ ଜଗନ୍ନାଥ ସେନା। ଜିଆଇ ମାନ୍ୟତା ଦେଉଥିବା କର୍ତ୍ତୃପକ୍ଷଙ୍କୁ ତଥ୍ୟ ଉପସ୍ଥାପନ କରି ଜିଆଇ ମାନ୍ୟତା ଆଣିବା ପାଇଁ ଜଗନ୍ନାଥ ସେନାର ୩ ଜଣିଆ ଟିମ୍ ଗତକାଲି ଚେନ୍ନାଇ ଯାତ୍ରା କରିଛି। ସାଙ୍ଗରେ ଜଗନ୍ନାଥଙ୍କ ଗଉଡ ସେବକ ମହା ଭୋଇ ଓ ସେବକ ରାଜୁ ଭୋଇ ମଧ୍ୟ ଯାତ୍ରା କରିଛନ୍ତି। ସେଠାରେ ରସଗୋଲାର ଜିଆଇ ମାନ୍ୟତା […]

rasgullas

rasgullas

Rakesh Mallick
  • Published: Monday, 11 December 2017
  • Updated: 11 December 2017, 09:18 AM IST

Sports

Latest News

ପୁରୀ: ଶ୍ରୀ ଜଗନ୍ନାଥଙ୍କ ରସଗୋଲା ହଜାର ହଜାର ବର୍ଷର। ଏହାକୁ ଜିଆଇ ମାନ୍ୟତା ଦେବା ପାଇଁ ଆଗେଇ ଆସିଛି ପୁରୀ ଶ୍ରୀ ଜଗନ୍ନାଥ ସେନା। ଜିଆଇ ମାନ୍ୟତା ଦେଉଥିବା କର୍ତ୍ତୃପକ୍ଷଙ୍କୁ ତଥ୍ୟ ଉପସ୍ଥାପନ କରି ଜିଆଇ ମାନ୍ୟତା ଆଣିବା ପାଇଁ ଜଗନ୍ନାଥ ସେନାର ୩ ଜଣିଆ ଟିମ୍ ଗତକାଲି ଚେନ୍ନାଇ ଯାତ୍ରା କରିଛି। ସାଙ୍ଗରେ ଜଗନ୍ନାଥଙ୍କ ଗଉଡ ସେବକ ମହା ଭୋଇ ଓ ସେବକ ରାଜୁ ଭୋଇ ମଧ୍ୟ ଯାତ୍ରା କରିଛନ୍ତି। ସେଠାରେ ରସଗୋଲାର ଜିଆଇ ମାନ୍ୟତା ପାଇଁ ଆବେଦନ କରାଯିବା ସହ ଓଡ଼ିଶାର ଅନ୍ୟାନ୍ୟ ଖାଦ୍ୟ ଗୁଡ଼ିକ ପାଇଁ ମଧ୍ୟ ଜିଆଇ ମାନ୍ୟତା ଆବେଦନ କରାଯିବ ବୋଲି ଜଗନ୍ନାଥ ସେନାର ଆବାହକ ପ୍ରିୟଦର୍ଶନ ପଟ୍ଟନାୟକ କହିଛନ୍ତି।

rnnଅନ୍ୟପକ୍ଷରେ ଜଗନ୍ନାଥ ସେନା ପକ୍ଷରୁ ଜିଆଇ ମାନ୍ୟତା ପାଇଁ ଆବେଦନ କରାଗଲେ, ତାହାକୁ ଜିଆଇ ବିଭାଗୀୟ କର୍ତ୍ତୃପକ୍ଷ ବିଚାରକୁ ନେବେ କି ନାହିଁ ସେଠାରେ ଆଶଙ୍କା ଦେଖାଦେଇଛି।

ସୂଚନାଯୋଗ୍ୟ, ଓଡ଼ିଶାରେ ହିଁ ରସଗୋଲାର ଉତ୍ପତ୍ତି। କାହିଁ କେଉଁ ଆବାହନ କାଳରୁ  ଶ୍ରୀ ଜଗନ୍ନାଥ ମହାପ୍ରଭୁଙ୍କର ରଥଯାତ୍ରା ହୋଇ ଆସୁଛି। ରଥଯାତ୍ରା ସମୟରେ ମହାପ୍ରଭୁ ଭାଇ-ଉଉଣୀଙ୍କୁ ସହ ମାଉସୀ ଘରକୁ ଯାଉଥିବା ବେଳେ ସାଥୀରେ  ଲକ୍ଷ୍ମୀ ସାଆନ୍ତଣୀଙ୍କୁ  ନେଇ ନଥାନ୍ତି। ଫଳରେ ମହାଲକ୍ଷ୍ମୀ ଅଭିମାନ କରିଥାନ୍ତି। ରଥଯାତ୍ରାର ଶେଷ ଦିବସ ନିଳାଦ୍ରୀ ବିଜେରେ ଯେତେବେଳେ ମହାପ୍ରଭୁ ଶ୍ରୀମନ୍ଦିରକୁ ପ୍ରବେଶ କରିଥାନ୍ତି ସେହି ସମୟରେ ଅଭିମାନ ଭରା ମହାଲକ୍ଷ୍ମୀ ଦୁଆର ଖୋଲନ୍ତି ନାହିଁ। ମହାଲକ୍ଷ୍ମୀଙ୍କୁ ସନ୍ତୁଷ୍ଟ କରିବାକୁ ଓ ମନାଇବାକୁ ମହାପ୍ରଭୁ ରସଗୋଲା ଖୁଆଇ ଲକ୍ଷ୍ମୀଙ୍କୁ ସନ୍ତୁଷ୍ଟ କରିଥାନ୍ତି। ଏହା ହଜାର ହଜାର ବର୍ଷ ହେବ ପ୍ରଚଳିତ ହୋଇ ଆସୁଛି। ଏହା ପ୍ରମାଣିତ କରୁଛି ରସଗୋଲା ଓଡ଼ିଶାରୁ ସୃଷ୍ଟି ଏହା ଜଗନ୍ନାଥଙ୍କ ସହ ହଜାର ହଜାର ବର୍ଷରୁ ରହି ଆସିଛି। ଏହାକୁ ଆଧାର କରି ଜିଆଇ ମାନ୍ୟତା ପାଇଁ ଆବେଦନ କରାଯିବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story