ରସଗୋଲା ବିବାଦ: ସରକାରଙ୍କୁ ଅନ୍ତରୀଣ ରିପୋର୍ଟ ଦେଲା କମିଟି

ଭୁବନେଶ୍ୱର: ରସଗୋଲାର ଜିଆଇ ବା ଜିଓଗ୍ରାଫିକାଲ ଇଣ୍ଡିକେସନ୍ ମାନ୍ୟତା ହାସଲ ଲାଗି ଗଠିତ ମିଳିତ କମିଟି ରାଜ୍ୟ ସରକାରଙ୍କୁ ଅନ୍ତରୀଣ ରିପୋର୍ଟ ପ୍ରଦାନ କରିଛି। ସୋମବାର ଏହି ସୂଚନା ଦେଇଛନ୍ତି ବିଜ୍ଞାନ ଓ କାରିଗରୀ କୌଶଳ ମନ୍ତ୍ରୀ ପ୍ରଦୀପ ପାଣିଗ୍ରାହୀ। ସେ କହିଛନ୍ତି, ରସଗୋଲା ବିବାଦ ନେଇ ଗଠିତ ବିଶେଷଜ୍ଞ କମିଟିର ଅନ୍ତରୀଣ ରିପୋର୍ଟ ସରକାର ପାଇଛନ୍ତି। ଚୂଡ଼ାନ୍ତ ରିପୋର୍ଟ ପ୍ରଦାନ କରିବାକୁ କମିଟି ମାସେ ସମୟ ନେଇଛନ୍ତି। ପ୍ରଦୀପ ପାଣିଗ୍ରାହୀ କହିଛନ୍ତି, ଓଡ଼ିଶାରେ ବହୁପୂର୍ବରୁ ରସଗୋଲାର […]

Rasgula

Rasgula

Rakesh Mallick
  • Published: Monday, 12 October 2015
  • Updated: 12 October 2015, 01:15 PM IST

ଭୁବନେଶ୍ୱର: ରସଗୋଲାର ଜିଆଇ ବା ଜିଓଗ୍ରାଫିକାଲ ଇଣ୍ଡିକେସନ୍ ମାନ୍ୟତା ହାସଲ ଲାଗି ଗଠିତ ମିଳିତ କମିଟି ରାଜ୍ୟ ସରକାରଙ୍କୁ ଅନ୍ତରୀଣ ରିପୋର୍ଟ ପ୍ରଦାନ କରିଛି। ସୋମବାର ଏହି ସୂଚନା ଦେଇଛନ୍ତି ବିଜ୍ଞାନ ଓ କାରିଗରୀ କୌଶଳ ମନ୍ତ୍ରୀ ପ୍ରଦୀପ ପାଣିଗ୍ରାହୀ। ସେ କହିଛନ୍ତି, ରସଗୋଲା ବିବାଦ ନେଇ ଗଠିତ ବିଶେଷଜ୍ଞ କମିଟିର ଅନ୍ତରୀଣ ରିପୋର୍ଟ ସରକାର ପାଇଛନ୍ତି। ଚୂଡ଼ାନ୍ତ ରିପୋର୍ଟ ପ୍ରଦାନ କରିବାକୁ କମିଟି ମାସେ ସମୟ ନେଇଛନ୍ତି।

ପ୍ରଦୀପ ପାଣିଗ୍ରାହୀ କହିଛନ୍ତି, ଓଡ଼ିଶାରେ ବହୁପୂର୍ବରୁ ରସଗୋଲାର ପ୍ରଚଳନ ଥିବା ନେଇ ପ୍ରମାଣ ମିଳିଛି। ୬୦୦ ବର୍ଷ ପୂର୍ବେ ରାଜ୍ୟର ମଠ ଓ ମନ୍ଦିରଗୁଡ଼ିକରେ ରସଗୋଲାର ପ୍ରଚଳନ ଥିଲା। ଚୂଡ଼ାନ୍ତ ରିପୋର୍ଟ ଦେବା ପାଇଁ କମିଟି ମାସେ ସମୟ ନେଇଛି। ଚୂଡ଼ାନ୍ତ ରିପୋର୍ଟ ମିଳିବା ପରେ ଯାଇ ପରବର୍ତ୍ତୀ ପଦକ୍ଷେପ ସଂପର୍କରେ ନିଷ୍ପତ୍ତି ଗ୍ରହଣ କରାଯିବ।

ରସଗୋଲାର ଜିଆଇ ମାନ୍ୟତା ହାସଲ ଲାଗି ଗଠିତ କମିଟିର ଅଧ୍ୟକ୍ଷ ସୁଦର୍ଶନ ଦାଶ ଗତ ଶୁକ୍ରବାର କହିଥିଲେ ଯେ ୧୧ ତାରିଖରେ ସରକାରଙ୍କୁ ଅନ୍ତରୀଣ ରିପୋର୍ଟ ଦିଆଯିବ। ପୂର୍ଣ୍ଣାଙ୍ଗ ରିପୋର୍ଟ ପାଇଁ ମାସେ ସମୟ ମଗାଯିବ।

ରସଗୋଲାର ଉତପତିକୁ ନେଇ ଓଡ଼ିଶା ଓ ପଶ୍ଚିମବଙ୍ଗ ମଧ୍ୟରେ ଦୀର୍ଘଦିନ ଧରି ବିବାଦ ରହିଛି। ଏହି ପରିପ୍ରେକ୍ଷୀରେ ଓଡ଼ିଶା ତାର ଦାବି ଉପସ୍ଥାପନ ପାଇଁ ୩ଟି କମିଟି ଗଠନ କରି ତଥ୍ୟ ସଂଗ୍ରହ କରୁଛି।

ରସଗୋଲାର ଉତପତିକୁ ନେଇ ଓଡ଼ିଶା ଓ ପଶ୍ଚିମବଙ୍ଗ ମଧ୍ୟରେ ଦୀର୍ଘଦିନ ଧରି ବିବାଦ ରହିଛି। ଏହି ପରିପ୍ରେକ୍ଷୀରେ ଓଡ଼ିଶା ତାର ଦାବି ଉପସ୍ଥାପନ ପାଇଁ ୩ଟି କମିଟି ଗଠନ କରିଛି। ରାଜ୍ୟ ସରକାରଙ୍କ ପକ୍ଷରୁ ଗଠିତ ହୋଇଥିବା ୩ କମିଟିରେ ୧୭ ଜଣ ସଦସ୍ୟ ରହିଛନ୍ତି। ପ୍ରଥମ କମିଟିରେ ୭ ଜଣ ସଦସ୍ୟ ରହିଛନ୍ତି। ସେମାନେ ରସଗୋଲାର ଉତ୍ପତ୍ତିସ୍ଥଳ ସଂପର୍କରେ ତଥ୍ୟ ଅନୁସନ୍ଧାନ କରୁଛି।  ଦ୍ୱିତୀୟ କମିଟିରେ ଥିବା ୪ଜଣ ସଦସ୍ୟ ପଶ୍ଚିମ ବଙ୍ଗ କେଉଁ ଆଧାରରେ ଦାବି କରୁଛି ତା’ର ତର୍ଜମା କରୁଛି। ସେହିପରି ତୃତୀୟ କମିଟିର ୬ ଜଣ ସଦସ୍ୟ ଓଡ଼ିଶାର ଦାବି ଉପସ୍ଥାପନ ପାଇଁ କାଗଜପତ୍ର ଉପସ୍ଥାପନ କରିବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story