ରଥ ନିର୍ମାଣ ପାଇଁ ଆରମ୍ଭ ହେଲା କାଠ କଟା ପ୍ରକ୍ରିୟା

ପୁରୀ: ରଥ ନିର୍ମାଣ ପାଇଁ ଆରମ୍ଭ ହୋଇଛି କାଠ କଟା ପ୍ରକ୍ରିୟା। କାଠ କାଟିବାକୁ ଶ୍ରୀମନ୍ଦିର ପ୍ରଶାସନର ଏକ ୫ ଜଣିଆ ଦଳ ମାଳ ମହାପ୍ରସାଦ ଧରି ନୟାଗଡ଼ ବନଖଣ୍ଡ ଅଭିମୁଖେ ଆଜି ଯାତ୍ରା କରିଛନ୍ତି। ଆସନ୍ତାକାଲି ସକାଳ ସାଢେ ୭ଟାରେ ବଡ଼ମ୍ୱାଳ ଗାଁର ଗ୍ରାମଦେବୀ ମା’ ବଡରାଉଳଙ୍କ ନିକଟରେ ମାଳ ମହାପ୍ରସାଦ ଅର୍ପଣ କରାଯିବ। ଏହା ପରେ ରଥ ନିର୍ମାଣ ପାଇଁ କାଠ କାଟିବା ପ୍ରକ୍ରିୟା ଆରମ୍ଭ ହେବ। ଆସନ୍ତା ବସନ୍ତ ପଞ୍ଚମୀ ଦିନ ରଥକାଠ […]

kl

kl

Rakesh Mallick
  • Published: Monday, 11 January 2016
  • Updated: 11 January 2016, 02:49 PM IST

Sports

Latest News

ପୁରୀ: ରଥ ନିର୍ମାଣ ପାଇଁ ଆରମ୍ଭ ହୋଇଛି କାଠ କଟା ପ୍ରକ୍ରିୟା। କାଠ କାଟିବାକୁ ଶ୍ରୀମନ୍ଦିର ପ୍ରଶାସନର ଏକ ୫ ଜଣିଆ ଦଳ ମାଳ ମହାପ୍ରସାଦ ଧରି ନୟାଗଡ଼ ବନଖଣ୍ଡ ଅଭିମୁଖେ ଆଜି ଯାତ୍ରା କରିଛନ୍ତି। ଆସନ୍ତାକାଲି ସକାଳ ସାଢେ ୭ଟାରେ ବଡ଼ମ୍ୱାଳ ଗାଁର ଗ୍ରାମଦେବୀ ମା’ ବଡରାଉଳଙ୍କ ନିକଟରେ ମାଳ ମହାପ୍ରସାଦ ଅର୍ପଣ କରାଯିବ। ଏହା ପରେ ରଥ ନିର୍ମାଣ ପାଇଁ କାଠ କାଟିବା ପ୍ରକ୍ରିୟା ଆରମ୍ଭ ହେବ।

ଆସନ୍ତା ବସନ୍ତ ପଞ୍ଚମୀ ଦିନ ରଥକାଠ ଆସିବାର ଅନୁକୂଳ ପର୍ବ ଆରମ୍ଭ ହେବ। ରଥ ନିର୍ମାଣ ପାଇଁ ଆବଶ୍ୟକୀୟ କାଠ ନୟାଗଡ଼ ବନଖଣ୍ଡ ଅଧିକାରୀ ଯୋଗାଇଥାନ୍ତି। ଚଳିତବର୍ଷ ରଥ କାମ ପାଇଁ ୮୬୫ ଖଣ୍ଡ କାଠର ଆବଶ୍ୟକତା ରହିଛି। ସେଥିରୁ ୩୮୮ ଖଣ୍ଡ କାଠ ରଥଖଳାକୁ ପହଞ୍ଚାଇବାକୁ ଥିବାବେଳେ ୨୯୭ ଖଣ୍ଡ କରତକଳକୁ ପଠାଯିବ। ୧୮୦ ଖଣ୍ଡ କାଠ ବଳକା ଥିବା ଶ୍ରୀମନ୍ଦିର ପ୍ରଶାସନ ତତ୍ତ୍ୱାବଧାରକ କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story