ଭଙ୍ଗା ଯାଇପାରେ ରତ୍ନଭଣ୍ଡାର ତାଲା

ପୁରୀ(ଓଡିଶା ରିପୋର୍ଟର): ଆଜି ଦିନ ୨ଟା ବେଳେ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ରତ୍ନଭଣ୍ଡାର ଖୋଲାଯିବ। ଆପାତତଃ ୧୭ ଜଣ ପ୍ରତିନିଧି ଏହା ମଧ୍ୟକୁ ପ୍ରବେଶ କରିବାର କାର୍ଯ୍ୟକ୍ରମ ରହିଛି। ବାହାର ରତ୍ନଭଣ୍ଡାର ଖୋଲାଯାଇ ପ୍ରଥମେ ଯଦି ଅଳିଆ ଆବର୍ଜନା ପଡିଥାଏ ତାହାକୁ ସଫା କରାଯିବ। ଏହାପରେ ଭଣ୍ଡାର ମେକାପ ଯଦି କୌଣସି ଅଳଙ୍କାର ତଳେ ପଡିଥିବା ଦେଖନ୍ତି ତା ହେଲେ ତାକୁ ସାଇତି ରଖିବେ। ତେବେ ସବୁଠାରୁ ଗୁରୁତ୍ୱପର୍ଣ୍ଣ କଥା ହେଉଛି, ଭିତର ଭଣ୍ଡାର ମଧ୍ୟ ଖୋଲାଯାଉଛି। […]

chabi-840x440 copy

chabi-840x440 copy

Rakesh Mallick
  • Published: Wednesday, 04 April 2018
  • Updated: 04 April 2018, 07:09 AM IST

ପୁରୀ(ଓଡିଶା ରିପୋର୍ଟର): ଆଜି ଦିନ ୨ଟା ବେଳେ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ରତ୍ନଭଣ୍ଡାର ଖୋଲାଯିବ। ଆପାତତଃ ୧୭ ଜଣ ପ୍ରତିନିଧି ଏହା ମଧ୍ୟକୁ ପ୍ରବେଶ କରିବାର କାର୍ଯ୍ୟକ୍ରମ ରହିଛି। ବାହାର ରତ୍ନଭଣ୍ଡାର ଖୋଲାଯାଇ ପ୍ରଥମେ ଯଦି ଅଳିଆ ଆବର୍ଜନା ପଡିଥାଏ ତାହାକୁ ସଫା କରାଯିବ। ଏହାପରେ ଭଣ୍ଡାର ମେକାପ ଯଦି କୌଣସି ଅଳଙ୍କାର ତଳେ ପଡିଥିବା ଦେଖନ୍ତି ତା ହେଲେ ତାକୁ ସାଇତି ରଖିବେ। ତେବେ ସବୁଠାରୁ ଗୁରୁତ୍ୱପର୍ଣ୍ଣ କଥା ହେଉଛି, ଭିତର ଭଣ୍ଡାର ମଧ୍ୟ ଖୋଲାଯାଉଛି। ଯାହାର ମୁଖ୍ୟ ଚାବିଟି ଜିଲ୍ଲାପାଳଙ୍କ ଟ୍ରେଜେରିରେ ରହିଥାଏ। ଏହାକୁ ଆଣି ଭିତର ରତ୍ନଭଣ୍ଡାର ଖୋଲାଯିବାର କାର୍ଯ୍ୟକ୍ରମ ରହିଛି। ତେବେ ଏହି ତାଲା ଦୀର୍ଘବର୍ଷ ଧରି ଖୋଲାଯାଇ ନ ଥିବାରୁ ଏହାକୁ ଖୋଲିବାରେ ସମସ୍ୟ ହୋଇପାରେ। ଏଣୁ ଆବଶ୍ୟକ ପଡିଲେ ଭିତର ରତ୍ନଭଣ୍ଡାରର ତାଲା ଭଙ୍ଗାଯିବ। ଏଭଳି ନିଷ୍ପତ୍ତି ନେଇଛି ଶ୍ରୀମନ୍ଦିର ପ୍ରଶାସନ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos