ରାଉରକେଲାରେ ହାତୀ ଆକ୍ରମଣରେ ଜଣେ ମୃତ

ରାଉରକେଲା:ରାଉରକେଲା କୁଆଁରମୁଣ୍ଡା ବନଖଣ୍ଡର ରିଓ ଗାଁରେ ଗତକାଲି ବିଳମ୍ୱିତ ରାତିରେ ହାତୀ ଆକ୍ରମଣରେ ଜଣଙ୍କର ମୃତ୍ୟୁ ଘଟିଛି। ତାଙ୍କ ନାଁ ହରି କେରକେଟା। ପୁଅ ସହ ମଟର ସାଇକେଲରେ ଯାଉଥିବା ବେଳେ ଏକ ଜଙ୍ଗଲୀ ହାତୀ ତାଙ୍କୁ ଟାଣି ଆଣି ଦଳି ଦେଇଥିଲା।  ଘଟଣାସ୍ଥଳରେ ହରିଙ୍କ ମୃତ୍ୟୁ ହୋଇଥିବା ବେଳେ ତାଙ୍କ ପୁଅ ଅଳ୍ପକେ ବର୍ତ୍ତି ଯାଇଛନ୍ତି।

elephent

elephent

Rakesh Mallick
  • Published: Tuesday, 17 November 2015
  • Updated: 17 November 2015, 08:41 AM IST

Sports

Latest News

raulkelaରାଉରକେଲା:ରାଉରକେଲା କୁଆଁରମୁଣ୍ଡା ବନଖଣ୍ଡର ରିଓ ଗାଁରେ ଗତକାଲି ବିଳମ୍ୱିତ ରାତିରେ ହାତୀ ଆକ୍ରମଣରେ ଜଣଙ୍କର ମୃତ୍ୟୁ ଘଟିଛି। ତାଙ୍କ ନାଁ ହରି କେରକେଟା। ପୁଅ ସହ ମଟର ସାଇକେଲରେ ଯାଉଥିବା ବେଳେ ଏକ ଜଙ୍ଗଲୀ ହାତୀ ତାଙ୍କୁ ଟାଣି ଆଣି ଦଳି ଦେଇଥିଲା।  ଘଟଣାସ୍ଥଳରେ ହରିଙ୍କ ମୃତ୍ୟୁ ହୋଇଥିବା ବେଳେ ତାଙ୍କ ପୁଅ ଅଳ୍ପକେ ବର୍ତ୍ତି ଯାଇଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story