ରାଉରକେଲା: ୧୭ଟି ପ୍ରକଳ୍ପର ଶିଳାନ୍ୟାସ କଲେ ମୁଖ୍ୟମନ୍ତ୍ରୀ

ରାଉରକେଲା: ରାଉରକେଲା ସହରରେ ଭୂତଳ ସ୍ୱେରେଜ ପ୍ରକଳ୍ପ ପାଇଁ ୪୦୦ କୋଟି ଟଙ୍କା ଯୋଗାଇ ଦିଆଯିବ। ସହରରେ ରହୁଥିବା ବସ୍ତି ବାସିନ୍ଦାଙ୍କ ପାଇଁ ୨୬୦ କୋଟି ଟଙ୍କା ବ୍ୟୟରେ ଗୃହ ନିର୍ମାଣ ପ୍ରକଳ୍ପ କାର୍ଯ୍ୟକାରୀ କରାଯିବ ବୋଲି ଦିନିକିଆ ଗସ୍ତରେ ସୁନ୍ଦରଗଡ଼ ଯାଇଥିବା ବେଳେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହା କହିଛନ୍ତି। ଏହାସହ ମୁଖ୍ୟମନ୍ତ୍ରୀ ଜିଲ୍ଲାରେ ୧୭ଟି ଉନ୍ନୟନ ମୂଳକ ପ୍ରକଳ୍ପର ଶିଳାନ୍ୟାସ କରିଛନ୍ତି। ରାଉରକେଲା ବିଶ୍ରା ଷ୍ଟାଡିୟମରେ ଆୟୋଜିତ ଆଞ୍ଚଳିକ ସ୍ୱତନ୍ତ୍ର ପଞ୍ଜୀକରଣ ଓ ସହାୟତା […]

roulkela

roulkela

Rakesh Mallick
  • Published: Wednesday, 24 February 2016
  • Updated: 24 February 2016, 09:55 AM IST

Sports

Latest News

ରାଉରକେଲା: ରାଉରକେଲା ସହରରେ ଭୂତଳ ସ୍ୱେରେଜ ପ୍ରକଳ୍ପ ପାଇଁ ୪୦୦ କୋଟି ଟଙ୍କା ଯୋଗାଇ ଦିଆଯିବ। ସହରରେ ରହୁଥିବା ବସ୍ତି ବାସିନ୍ଦାଙ୍କ ପାଇଁ ୨୬୦ କୋଟି ଟଙ୍କା ବ୍ୟୟରେ ଗୃହ ନିର୍ମାଣ ପ୍ରକଳ୍ପ କାର୍ଯ୍ୟକାରୀ କରାଯିବ ବୋଲି ଦିନିକିଆ ଗସ୍ତରେ ସୁନ୍ଦରଗଡ଼ ଯାଇଥିବା ବେଳେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହା କହିଛନ୍ତି। ଏହାସହ ମୁଖ୍ୟମନ୍ତ୍ରୀ ଜିଲ୍ଲାରେ ୧୭ଟି ଉନ୍ନୟନ ମୂଳକ ପ୍ରକଳ୍ପର ଶିଳାନ୍ୟାସ କରିଛନ୍ତି।

ରାଉରକେଲା ବିଶ୍ରା ଷ୍ଟାଡିୟମରେ ଆୟୋଜିତ ଆଞ୍ଚଳିକ ସ୍ୱତନ୍ତ୍ର ପଞ୍ଜୀକରଣ ଓ ସହାୟତା ପ୍ରଦାନ ଶିବିରକୁ ମୁଖ୍ୟମନ୍ତ୍ରୀ ଉଦଘାଟନ କରିଥିଲେ। ଶ୍ରମିକଙ୍କ ସ୍ୱାର୍ଥ ରକ୍ଷା ଲାଗି ତାଙ୍କ ସରକାର ସବୁବେଳେ ଚେଷ୍ଟା କରୁଛି ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ। ଅନ୍ୟମାନଙ୍କ ମଧ୍ୟରେ କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମ, ଶିଳ୍ପମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକ, ବିଧାୟକ ମଙ୍ଗଳା କିଷାନ, ସୁବ୍ରତ ତରାଇ, ଆରଡିଏ ଅଧକ୍ଷ ସାରଦା ପ୍ରସାଦ ନାୟକ ପ୍ରମୁଖ ଉପସ୍ଥିତ ଥିଲେ। ଝିରପାଣିଠାରେ ୧୨କୋଟି ୬୦ଲକ୍ଷ ଟଙ୍କା ବ୍ୟୟ ଅଟକଳରେ କୋୟଲ ନଦୀ ଉପରେ ନିର୍ମିତ ହାଇଲେଭଲ ସେତୁକୁ ମଧ୍ୟ ମୁଖ୍ୟମନ୍ତ୍ରୀ ଉଦଘାଟନ କରିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story