ରାଉରକେଲା ଏନ୍‌ଆଇଟିରେ ଯୌନ ନିର୍ଯାତନା ମାମଲା: ମୁଖ୍ୟ ସୁରକ୍ଷା ଅଧିକାରୀଙ୍କ ଘରେ ଚଢ଼ାଉ, ଅଭିଯୁକ୍ତ ଫେରାର

ରାଉରକେଲା: ରାଉରକେଲା ଏନ୍‌ଆଇଟିର ନିଲମ୍ୱିତ ମୁଖ୍ୟ ସୁରକ୍ଷା ଅଧିକାରୀ ବଳରାମ ଚମ୍ପତିରାୟଙ୍କ ସରକାରୀ କ୍ୱାର୍ଟର୍ସ ଘରେ ଆଜି ସକାଳେ ପୋଲିସ୍ ଚଢ଼ାଉ କରିଥିଲା। ହେଲେ ସେ ଘରେ ନ ଥିଲେ। ମହିଳା ସୁରକ୍ଷାକର୍ମୀଙ୍କୁ ଯୌନ ନିର୍ଯାତନା ଘଟଣା ପଦାକୁ ଆସିବା ପରଠାରୁ ସେ ଫେରାର ଅଛନ୍ତି। ଆଜି ତାଙ୍କୁ  ଘରେ ନ ପାଇ ପୋଲିସ୍ ତାଙ୍କ ନିକଟ ସମ୍ପର୍କୀୟଙ୍କ ଘରେ ଚଢାଉ କରିଥିଲେ ମଧ୍ୟ ଖାଲି ହାତରେ ଫେରିଛି। ନିଲମ୍ୱିତ ମୁଖ୍ୟ ସୁରକ୍ଷା ଅଧିକାରୀଙ୍କ ବିରୋଧରେ ରବିବାର […]

nit

nit

Rakesh Mallick
  • Published: Monday, 30 May 2016
  • Updated: 30 May 2016, 05:04 PM IST

Sports

Latest News

ରାଉରକେଲା: ରାଉରକେଲା ଏନ୍‌ଆଇଟିର ନିଲମ୍ୱିତ ମୁଖ୍ୟ ସୁରକ୍ଷା ଅଧିକାରୀ ବଳରାମ ଚମ୍ପତିରାୟଙ୍କ ସରକାରୀ କ୍ୱାର୍ଟର୍ସ ଘରେ ଆଜି ସକାଳେ ପୋଲିସ୍ ଚଢ଼ାଉ କରିଥିଲା। ହେଲେ ସେ ଘରେ ନ ଥିଲେ। ମହିଳା ସୁରକ୍ଷାକର୍ମୀଙ୍କୁ ଯୌନ ନିର୍ଯାତନା ଘଟଣା ପଦାକୁ ଆସିବା ପରଠାରୁ ସେ ଫେରାର ଅଛନ୍ତି। ଆଜି ତାଙ୍କୁ  ଘରେ ନ ପାଇ ପୋଲିସ୍ ତାଙ୍କ ନିକଟ ସମ୍ପର୍କୀୟଙ୍କ ଘରେ ଚଢାଉ କରିଥିଲେ ମଧ୍ୟ ଖାଲି ହାତରେ ଫେରିଛି।

ନିଲମ୍ୱିତ ମୁଖ୍ୟ ସୁରକ୍ଷା ଅଧିକାରୀଙ୍କ ବିରୋଧରେ ରବିବାର ଦୁଇ ଜଣ ମହିଳା ସୁରକ୍ଷାକର୍ମୀ ସେକ୍ଟର ୩ ଥାନାରେ ଯୌନ ନିର୍ଯାତନା ନେଇ ଏତଲା ଦେବା ପରେ ପୋଲିସ୍ ତାଙ୍କ ଘରେ ଚଢ଼ାଉ କରିଥିଲା। ଆଜି ମାଜିଷ୍ଟ୍ରେଟ୍‌ଙ୍କ ଆଗରେ ଅଭିଯୋଗକାରିଣୀମାନଙ୍କ ବୟାନ ରେକର୍ଡ କରାଯାଇଛି। ସେହିପରି ଏନ୍‌ଆଇଟି ନିର୍ଦ୍ଦେଶକଙ୍କ ପକ୍ଷରୁ  ମଧ୍ୟ ଚମ୍ପତିରାୟଙ୍କ ବିରୋଧରେ  ଏକ ଏତଲା ଦିଆଯାଇଛି। ଏଇ ଦୁଇଟି ଏତଲା ଭିତିରେ ପୋଲିସ୍‌ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି।

ଗତ ୨୫ରେ ମୁଖ୍ୟ ସୁରକ୍ଷା ଅଧିକାରୀ ବଳରାମ ଚମ୍ପତିରାୟଙ୍କ ବିରୋଧରେ କଲେଜର ଛାତ୍ରଛାତ୍ରୀମାନେ ଯୌନ ନିର୍ଯାତନା ଅଭିଯୋଗ ଆଣିଥିଲେ।। ୮ ଜଣିଆ ତଦନ୍ତ କମିଟିର ପ୍ରାଥମିକ ରିପୋର୍ଟ ଆଧାରରେ ଚମ୍ପତିରାୟଙ୍କୁ ନିଲମ୍ୱନ କରାଯାଇଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story