ନିଆଁରେ ପୋଡ଼ି ମା’ ଓ ଶିଶୁପୁତ୍ରର ମୃତ୍ୟୁ, ହତ୍ୟା ସନ୍ଦେହ

ରାଉରକେଲା: ସୁନ୍ଦରଗଡ଼ ଜିଲ୍ଲା ବୀରମିତ୍ରପୁର ଥାନା ଅନ୍ତର୍ଗତ ଗାନ୍ଧୀ ରୋଡ୍‌ ଅଞ୍ଚଳରେ ଆଜି ନିଆଁରେ ପୋଡ଼ି ଜଣେ ମହିଳା ଏବଂ ତାଙ୍କର ଦୁଇ ବର୍ଷର ଶିଶୁପୁତ୍ରର ମୃତ୍ୟୁ ହୋଇଛି। ଦୁର୍ଘଟଣାବଶତଃ ଏହା ଘଟିଛି ନା କେହି ନିଆଁରେ ପୋଡ଼ି ସେମାନଙ୍କୁ ମାରି ଦେଇଛି ସେନେଇ ପୋଲିସ୍ ତଦନ୍ତ କରୁଛି। ମୃତ ମହିଳାଙ୍କ ନାମ ରାଖୀ ସାହୁ। ସେ ରାଉରକେଲା ମାଲ ଗୋଦାମ ଅଞ୍ଚଳର। ସେ ବୀରମିତ୍ରପୁର ସନ୍ନି ସାହୁଙ୍କୁ ବିବାହ କରିଥିଲେ। ଏହି ଘଟଣା ଘଟିବା ବେଳେ […]

rourkela

rourkela

Rakesh Mallick
  • Published: Saturday, 03 December 2016
  • Updated: 03 December 2016, 07:02 PM IST

Sports

Latest News

ରାଉରକେଲା: ସୁନ୍ଦରଗଡ଼ ଜିଲ୍ଲା ବୀରମିତ୍ରପୁର ଥାନା ଅନ୍ତର୍ଗତ ଗାନ୍ଧୀ ରୋଡ୍‌ ଅଞ୍ଚଳରେ ଆଜି ନିଆଁରେ ପୋଡ଼ି ଜଣେ ମହିଳା ଏବଂ ତାଙ୍କର ଦୁଇ ବର୍ଷର ଶିଶୁପୁତ୍ରର ମୃତ୍ୟୁ ହୋଇଛି। ଦୁର୍ଘଟଣାବଶତଃ ଏହା ଘଟିଛି ନା କେହି ନିଆଁରେ ପୋଡ଼ି ସେମାନଙ୍କୁ ମାରି ଦେଇଛି ସେନେଇ ପୋଲିସ୍ ତଦନ୍ତ କରୁଛି।

ମୃତ ମହିଳାଙ୍କ ନାମ ରାଖୀ ସାହୁ। ସେ ରାଉରକେଲା ମାଲ ଗୋଦାମ ଅଞ୍ଚଳର। ସେ ବୀରମିତ୍ରପୁର ସନ୍ନି ସାହୁଙ୍କୁ ବିବାହ କରିଥିଲେ। ଏହି ଘଟଣା ଘଟିବା ବେଳେ ତାଙ୍କ ସ୍ଵାମୀ ଘରେ ନ ଥିଲେ। ବିବାହ ପରେ ଅଧିକ ଯୌତୁକ ଦାବି କରି ରାଖୀଙ୍କୁ ନିର୍ଯାତନା ଦିଆଯାଉଥିବା ନେଇ ତାଙ୍କ ବାପଘର ଲୋକ ବୀରମିତ୍ରପୁର ଥାନାରେ ଏତଲା ଦେଇଛନ୍ତି।

ପୋଲିସ ରାଖୀଙ୍କ ସ୍ୱାମୀଙ୍କୁ ଥାନାରେ ଅଟକ ରଖି ପଚରାଉଚରା କରୁଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story