ରେଭେନ୍ସା ବିଶ୍ୱବିଦ୍ୟାଳୟର ୪ ଆଇଟିଏମ୍ ଛାତ୍ରଙ୍କୁ ନିଲମ୍ବନ ଘଟଣାରେ ଛାତ୍ରଙ୍କ ଧାରଣା

ଭୁବନେଶ୍ୱର( ଓଡ଼ିଶା ରିପୋର୍ଟର):  ରେଭେନ୍ସା ବିଶ୍ୱବିଦ୍ୟାଳୟର ୪ ଆଇଟିଏମ୍ ଛାତ୍ରଙ୍କୁ  ନିଲମ୍ବନ ଘଟଣାକୁ ନେଇ ଛାତ୍ର ଅଶାନ୍ତି ଦେଖାଦେଇଛି। ନିଲମ୍ବନ ପ୍ରତ୍ୟାହାର ଦାବିରେ ଆଜି ଛାତ୍ରମାନେ କୁଳପତିଙ୍କୁ ଭେଟି ଆଲୋଚନା କରିଥିଲେ।  ତେବେ ଛାତ୍ରଙ୍କ ଦାବିକୁ କୂଳପତି ଶୁଣି ନ ଥିଲେ।  ପ୍ରତିବାଦରେ ନିଲମ୍ବିତ ଛାତ୍ର ଏବଂ ସେମାନଙ୍କ ସମର୍ଥକ କୁଳପତିଙ୍କ ଅଫିସ ଆଗରେ ଧାରଣାରେ ବସିଥିଲେ।  ସୂଚନା ଅନୁସାରେ ଗତବର୍ଷ ଡିସେମ୍ବର ମାସରେ ଆଇଟିଏମ୍‌ର ୪ଜଣ ଛାତ୍ର ୨ଜଣଙ୍କୁ ଦୁର୍ବ୍ୟବହାର କରିଥିବା ଅଭିଯୋଗ ହୋଇଥିଲା।  ଏନେଇ […]

Ravenshaw University

Ravenshaw University

Rakesh Mallick
  • Published: Friday, 13 April 2018
  • Updated: 13 April 2018, 10:49 PM IST

ଭୁବନେଶ୍ୱର( ଓଡ଼ିଶା ରିପୋର୍ଟର):  ରେଭେନ୍ସା ବିଶ୍ୱବିଦ୍ୟାଳୟର ୪ ଆଇଟିଏମ୍ ଛାତ୍ରଙ୍କୁ  ନିଲମ୍ବନ ଘଟଣାକୁ ନେଇ ଛାତ୍ର ଅଶାନ୍ତି ଦେଖାଦେଇଛି। ନିଲମ୍ବନ ପ୍ରତ୍ୟାହାର ଦାବିରେ ଆଜି ଛାତ୍ରମାନେ କୁଳପତିଙ୍କୁ ଭେଟି ଆଲୋଚନା କରିଥିଲେ।  ତେବେ ଛାତ୍ରଙ୍କ ଦାବିକୁ କୂଳପତି ଶୁଣି ନ ଥିଲେ।  ପ୍ରତିବାଦରେ ନିଲମ୍ବିତ ଛାତ୍ର ଏବଂ ସେମାନଙ୍କ ସମର୍ଥକ କୁଳପତିଙ୍କ ଅଫିସ ଆଗରେ ଧାରଣାରେ ବସିଥିଲେ।  ସୂଚନା ଅନୁସାରେ ଗତବର୍ଷ ଡିସେମ୍ବର ମାସରେ ଆଇଟିଏମ୍‌ର ୪ଜଣ ଛାତ୍ର ୨ଜଣଙ୍କୁ ଦୁର୍ବ୍ୟବହାର କରିଥିବା ଅଭିଯୋଗ ହୋଇଥିଲା।  ଏନେଇ ତଦନ୍ତ ପରେ କୁଳପତି ୪ଜଣ ଛାତ୍ରଙ୍କୁ ବିଶ୍ୱବିଦ୍ୟାଳୟରୁ ନିଲମ୍ବିତ କରିଥିଲେ।  ସେପଟେ ଅଭିଯୋଗ ଭିତ୍ତିହୀନ  ଓ ମିଥ୍ୟା ବୋଲି ଛାତ୍ରମାନେ କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story