୧୫ରେ ରାୟଗଡ଼ାର ୫ ବ୍ଲକ୍‌ରେ ମାଓବାଦୀଙ୍କ ବନ୍ଦ ଡାକରା

ରାୟଗଡ଼ା: ଆସନ୍ତା ୧୫ ତାରିଖରେ ରାୟଗଡ଼ା ଜିଲ୍ଲାର ୫ଟି ବ୍ଲକରେ ମାଓବାଦୀ ବାସଧାରା ଘୁମୁଷର ଡିଭିଜନ ପକ୍ଷରୁ ଦିନିକିଆ ବନ୍ଦ ଡାକରା ଦିଆଯାଇଛି। ନିୟମଗିରି ପୋଲିସ୍ ଏନକାଉଣ୍ଟରକୁ ବିରୋଧ କରି ଏହି ବନ୍ଦ ଡାକରା ଦିଆଯାଇଛି। ଏ ନେଇ ଡିଭିଜନ ସଚିବ ତଥା ମାଓନେତା ସୁଖଦେବ ଏକ ଅଡିଓ ଟେପ୍ ଜାରି କରିଛି। ଏଥିରେ ସେ ଡଙ୍ଗରିଆ କନ୍ଧ ମନ୍ଦ କାଡ୍ରାକାଙ୍କୁ ହତ୍ୟା କରିଥିବା ପୋଲିସ୍ ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଓ ମୃତକଙ୍କ ପରିବାରକୁ ୫୦ ଲକ୍ଷ […]

mao

mao

Rakesh Mallick
  • Published: Monday, 07 March 2016
  • Updated: 07 March 2016, 10:17 AM IST

Sports

Latest News

ରାୟଗଡ଼ା: ଆସନ୍ତା ୧୫ ତାରିଖରେ ରାୟଗଡ଼ା ଜିଲ୍ଲାର ୫ଟି ବ୍ଲକରେ ମାଓବାଦୀ ବାସଧାରା ଘୁମୁଷର ଡିଭିଜନ ପକ୍ଷରୁ ଦିନିକିଆ ବନ୍ଦ ଡାକରା ଦିଆଯାଇଛି। ନିୟମଗିରି ପୋଲିସ୍ ଏନକାଉଣ୍ଟରକୁ ବିରୋଧ କରି ଏହି ବନ୍ଦ ଡାକରା ଦିଆଯାଇଛି। ଏ ନେଇ ଡିଭିଜନ ସଚିବ ତଥା ମାଓନେତା ସୁଖଦେବ ଏକ ଅଡିଓ ଟେପ୍ ଜାରି କରିଛି। ଏଥିରେ ସେ ଡଙ୍ଗରିଆ କନ୍ଧ ମନ୍ଦ କାଡ୍ରାକାଙ୍କୁ ହତ୍ୟା କରିଥିବା ପୋଲିସ୍ ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଓ ମୃତକଙ୍କ ପରିବାରକୁ ୫୦ ଲକ୍ଷ ଟଙ୍କା କ୍ଷତିପୂରଣ ଦେବାକୁ ଦାବି କରିଛି। ନିୟମଗିରି ଅଞ୍ଚଳରେ ପୋଲିସର କୁମ୍ୱିଂ ଅପରେସନ୍ ବନ୍ଦ ରଖିବା ଲାଗି କହିବା ସହ ପୋଲିସ୍ ଇନଫର୍ମରଙ୍କୁ ମୃତ୍ୟୁଦଣ୍ଡ ଦିଆଯିବ ବୋଲି ଚେତାବନୀ ଦେଇଛି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos