ହଇଜା ମୃତ୍ୟୁ ଘଟଣା: ନିୟମଗିରିରେ ଖୋଲିଲା ଅସ୍ଥାୟୀ ମେଡିକାଲ୍‌ କ୍ୟାମ୍ପ୍‌

କଲ୍ୟାଣସିଂହପୁର: ରାୟଗଡ଼ା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ୍‌ ନିୟମଗିରି ଅଞ୍ଚଳରେ ହଇଜାରେ ୧୧ ଜଣ ଡଙ୍ଗରିଆ କନ୍ଧଙ୍କ ମୃତ୍ୟୁ ପରେ ପ୍ରଶାସନର ଚେତା ପଶିଛି।  ଗତକାଲି ଉପଜିଲ୍ଲାପାଳ ମୁରଲୀଧର ସ୍ୱାଇଁ ଓ ବିଡିଓ ନିୟମଗିରି ଅଞ୍ଚଳ ପରିଦର୍ଶନ କରିଥିଲେ। ଗାଁରେ ଅସ୍ଥାୟୀ ମେଡିକାଲ କ୍ୟାମ୍ପ୍‌ ଖୋଲାଯାଇଛି। ଏହାସହ ଲୋକଙ୍କୁ  ରନ୍ଧାଖାଦ୍ୟ ମଧ୍ୟ ଯୋଗାଇ ଦିଆଯାଇଛି। ପ୍ରାୟ ଏକ ମାସ ଧରି  ଏହି ଅସ୍ଥାୟୀ ମେଡିକାଲ୍‌ କ୍ୟାମ୍ପ୍‌ ଚାଲିବାକୁ ଥିବାବେଳେ, ଲୋକଙ୍କୁ ମାଗଣାରେ ସମସ୍ତ ଔଷଧ, ରନ୍ଧା ଖାଦ୍ୟ ଓ […]

kalyansingpur

kalyansingpur

Rakesh Mallick
  • Published: Sunday, 04 September 2016
  • Updated: 04 September 2016, 09:30 AM IST

Sports

Latest News

kalyansingpur କଲ୍ୟାଣସିଂହପୁର: ରାୟଗଡ଼ା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ୍‌ ନିୟମଗିରି ଅଞ୍ଚଳରେ ହଇଜାରେ ୧୧ ଜଣ ଡଙ୍ଗରିଆ କନ୍ଧଙ୍କ ମୃତ୍ୟୁ ପରେ ପ୍ରଶାସନର ଚେତା ପଶିଛି।  ଗତକାଲି ଉପଜିଲ୍ଲାପାଳ ମୁରଲୀଧର ସ୍ୱାଇଁ ଓ ବିଡିଓ ନିୟମଗିରି ଅଞ୍ଚଳ ପରିଦର୍ଶନ କରିଥିଲେ। ଗାଁରେ ଅସ୍ଥାୟୀ ମେଡିକାଲ କ୍ୟାମ୍ପ୍‌ ଖୋଲାଯାଇଛି। ଏହାସହ ଲୋକଙ୍କୁ  ରନ୍ଧାଖାଦ୍ୟ ମଧ୍ୟ ଯୋଗାଇ ଦିଆଯାଇଛି। ପ୍ରାୟ ଏକ ମାସ ଧରି  ଏହି ଅସ୍ଥାୟୀ ମେଡିକାଲ୍‌ କ୍ୟାମ୍ପ୍‌ ଚାଲିବାକୁ ଥିବାବେଳେ, ଲୋକଙ୍କୁ ମାଗଣାରେ ସମସ୍ତ ଔଷଧ, ରନ୍ଧା ଖାଦ୍ୟ ଓ ଗରମ ପାଣି ଯୋଗାଇ ଦିଆଯିବ ବୋଲି  ଉପଜିଲ୍ଲାପାଳ କହିଛନ୍ତି।

ନିୟମଗିରି ଅଞ୍ଚଳରେ ହଇଜା ବ୍ୟାପି ୧୫ ଦିନରେ ୧୧ ଜଣଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଥିଲା। ଭାମ୍ୱେରି ଗାଁରେ ୪ ଜଣଙ୍କ ମୃତ୍ୟୁ ପରେ ଗାଁ ଲୋକେ ଭୟଭୀତ ହୋଇ ଜଙ୍ଗଲକୁ ଚାଲିଯାଇଥିଲେ। ସେଠାରେ ୩ ଦିନ ଭୋକ ଉପାସରେ ରହି ପୂଜାପାଠ କରି ଘରକୁ ଫେରିଥିଲେ।

ଏ ସମ୍ପର୍କରେ ଜିଲ୍ଲା ପ୍ରଶାସନ ଜାଣିବା ପରେ ଗତ ୧ ତାରିଖରେ ଜିଲ୍ଲାପାଳ ଗୁହା ପୁନମ ତାପସ ପାହାଡ଼ର ୪ଟି ସ୍ଥାନ ଗୁମ୍ମା, ପାରସାଲି, ଟେବାପଡ଼ା ଓ ବୁଡୁନି ଗାଁରେ ଅସ୍ଥାୟୀ ମେଡିକାଲ୍‌ କ୍ୟାମ୍ପ୍‌ ସହ ଲୋକଙ୍କୁ ମାଗଣା ରନ୍ଧା ଖାଦ୍ୟ ଯୋଗାଇ ଦେବାକୁ ନିର୍ଦ୍ଦେଶ ଦେଇଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story