ଶିଶୁ ଓ ମାତୃ ମୃତ୍ୟୁହାର ରୋକିବାକୁ ଦକ୍ଷିଣାଞ୍ଚଳ ସ୍ୱାସ୍ଥ୍ୟ ସମ୍ମିଳନୀରେ ଗୁରୁତ୍ୱ

ରାୟଗଡ଼ା: ଶିଶୁ ଓ ମାତୃ ମୃତ୍ୟୁହାର ରୋକିବାକୁ ପଦକ୍ଷେପ ନିଆଯିବ।  ଶନିବାର ରାୟଗଡ଼ାରେ ଦକ୍ଷିଣାଞ୍ଚଳ ସ୍ୱାସ୍ଥ୍ୟ ସମ୍ମିଳନୀରେ ଏହା କହିଛନ୍ତି ସ୍ୱାସ୍ଥ୍ୟ ସଚିବ ଆରତି ଆହୁଜା। ଏଥିସହିତ ଦୁର୍ଗମ ଅଞ୍ଚଳରେ ଆମ୍ୱୁଲାନ୍ସ ସେବାକୁ ଗୁରୁତ୍ୱ ଦିଆଯିବ ଓ ସମ୍ୱେଦନଶୀଳ ଜିଲ୍ଲା ଗୁଡ଼ିକରେ ଡାକ୍ତରଙ୍କୁ ନିଯୁକ୍ତି ଦିଆଯିବ ବୋଲି ସେ କହିଛନ୍ତି । ସ୍ୱାସ୍ଥ୍ୟ ସଚିବ କହିଛନ୍ତି, ସ୍ୱାସ୍ଥ୍ୟ ସେବା ପାଇଁ ଜିଲ୍ଲାଗୁଡ଼ିକରେ କର୍ପସ୍ ଫଣ୍ଡ୍ ଗଠନ କରାଯିବ। ଅନ୍ଧବିଶ୍ୱାସ ଓ କୁସଂସ୍କାର ରୋକିବାକୁ ଆଶକର୍ମୀ ଓ ଅଙ୍ଗନୱାଡି  […]

rayagada

rayagada

Rakesh Mallick
  • Published: Saturday, 06 February 2016
  • Updated: 06 February 2016, 11:55 AM IST

Sports

Latest News

ରାୟଗଡ଼ା: ଶିଶୁ ଓ ମାତୃ ମୃତ୍ୟୁହାର ରୋକିବାକୁ ପଦକ୍ଷେପ ନିଆଯିବ।  ଶନିବାର ରାୟଗଡ଼ାରେ ଦକ୍ଷିଣାଞ୍ଚଳ ସ୍ୱାସ୍ଥ୍ୟ ସମ୍ମିଳନୀରେ ଏହା କହିଛନ୍ତି ସ୍ୱାସ୍ଥ୍ୟ ସଚିବ ଆରତି ଆହୁଜା। ଏଥିସହିତ ଦୁର୍ଗମ ଅଞ୍ଚଳରେ ଆମ୍ୱୁଲାନ୍ସ ସେବାକୁ ଗୁରୁତ୍ୱ ଦିଆଯିବ ଓ ସମ୍ୱେଦନଶୀଳ ଜିଲ୍ଲା ଗୁଡ଼ିକରେ ଡାକ୍ତରଙ୍କୁ ନିଯୁକ୍ତି ଦିଆଯିବ ବୋଲି ସେ କହିଛନ୍ତି ।

ସ୍ୱାସ୍ଥ୍ୟ ସଚିବ କହିଛନ୍ତି, ସ୍ୱାସ୍ଥ୍ୟ ସେବା ପାଇଁ ଜିଲ୍ଲାଗୁଡ଼ିକରେ କର୍ପସ୍ ଫଣ୍ଡ୍ ଗଠନ କରାଯିବ। ଅନ୍ଧବିଶ୍ୱାସ ଓ କୁସଂସ୍କାର ରୋକିବାକୁ ଆଶକର୍ମୀ ଓ ଅଙ୍ଗନୱାଡି  କର୍ମୀଙ୍କୁ ପ୍ରଶିକ୍ଷଣ ଦିଆଯିବ। ସ୍ୱାସ୍ଥ୍ୟ ସଚିବଙ୍କ ଅଧ୍ୟକ୍ଷତାରେ ରାୟଗଡ଼ାରେ ଏକ କନଫରେନ୍ସ ଅନୁଷ୍ଠିତ ହୋଇଥିଲା। ଏଥିରେ ଦକ୍ଷିଣାଞ୍ଚଳ  ଆରଡିସି ଭାସ୍କର ଜ୍ୟୋତି ଶର୍ମା ଏବଂ ୧୦ଟି ଜିଲ୍ଲାର ଜିଲ୍ଲାପାଳ ଯୋଗଦେଇଥିଲେ। ତା’ସହ ଜାତୀୟ ସ୍ୱାସ୍ଥ୍ୟ ମିଶନର ନିର୍ଦ୍ଦେଶିକା ଶାଳିନୀ ପଣ୍ଡିତ ମଧ୍ୟ ଯୋଗ ଦେଇଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story