ରାୟଗଡ଼ା: ରଢ଼ାଙ୍ଗର ୬ ନମ୍ବର ବୁଥରେ ବାଲଟ୍‌ ପେପର ଛଡ଼ାଇ ନେଲେ ଦୁର୍ବୃତ୍ତ

ରାୟଗଡ଼ା: ରାୟଗଡ଼ା ଜିଲ୍ଲା ବିଷମକଟକ ବ୍ଲକ ଅନ୍ତର୍ଗତ କୁର୍ଲି ପଞ୍ଚାୟତ ରଢ଼ାଙ୍ଗର ୬ ନମ୍ବର ବୁଥ ଭିତରକୁ ପଶି ଆସି ବାଲଟ୍‌ ପେପର ଛଡ଼ାଇ ନେଇଥିବା ଅଭିଯୋଗ ହୋଇଛି। ଫଳରେ ସେଠାରେ ଭୋଟ ବନ୍ଦ ହୋଇ ଯାଇଛି।  ଆଜି ସକାଳେ ଭୋଟ ଆରମ୍ଭ ହେବା ପରେ ୩୦ରୁ ଅଧିକ ଦୁର୍ବୃତ୍ତ ବୁଥ ଭିତରକୁ ପଶି ଆସି ବାଲଟ୍‌ ପେପର ଛଡ଼ାଇ ନେଇଥିଲେ। ପ୍ରିଜାଇଡିଂ ଅଫିସର ବିରୋଧ କରିବାରୁ ତାଙ୍କୁ ମାଡ଼ ହୋଇଥିଲା। ଏପରିକି ପୁଲିଂ କର୍ମଚାରୀଙ୍କୁ ଏକ ଘରେ ବନ୍ଦ […]

vote

vote

Rakesh Mallick
  • Published: Wednesday, 15 February 2017
  • Updated: 15 February 2017, 03:18 PM IST

Sports

Latest News

ରାୟଗଡ଼ା: ରାୟଗଡ଼ା ଜିଲ୍ଲା ବିଷମକଟକ ବ୍ଲକ ଅନ୍ତର୍ଗତ କୁର୍ଲି ପଞ୍ଚାୟତ ରଢ଼ାଙ୍ଗର ୬ ନମ୍ବର ବୁଥ ଭିତରକୁ ପଶି ଆସି ବାଲଟ୍‌ ପେପର ଛଡ଼ାଇ ନେଇଥିବା ଅଭିଯୋଗ ହୋଇଛି। ଫଳରେ ସେଠାରେ ଭୋଟ ବନ୍ଦ ହୋଇ ଯାଇଛି।  ଆଜି ସକାଳେ ଭୋଟ ଆରମ୍ଭ ହେବା ପରେ ୩୦ରୁ ଅଧିକ ଦୁର୍ବୃତ୍ତ ବୁଥ ଭିତରକୁ ପଶି ଆସି ବାଲଟ୍‌ ପେପର ଛଡ଼ାଇ ନେଇଥିଲେ।

ପ୍ରିଜାଇଡିଂ ଅଫିସର ବିରୋଧ କରିବାରୁ ତାଙ୍କୁ ମାଡ଼ ହୋଇଥିଲା। ଏପରିକି ପୁଲିଂ କର୍ମଚାରୀଙ୍କୁ ଏକ ଘରେ ବନ୍ଦ କରି ଦୁର୍ବୃତ୍ତ ପଳାଇଥିଲେ। ପୋଲିସ ଘଟଣାସ୍ଥଳରେ ପହଞ୍ଚି ସେମାନଙ୍କୁ ଉଦ୍ଧାର କରିଥିଲେ।

 

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos