ରାୟଗଡ଼ା: ପାହାଡ଼ରୁ ଖସୁଛି ପଥର ଅତଡ଼ା, ଲୋକେ ଆତଙ୍କିତ

ରାୟଗଡ଼ା: ରାୟଗଡ଼ା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ କରପା ପଞ୍ଚାୟତରେ ପାହାଡରୁ ଅତଡ଼ା ଖସୁଥିବା ନେଇ  ଗାଁ ଲୋକେ ଆତଙ୍କିତ ହୋଇପଡିଛନ୍ତି। ଗତ କିଛିଦିନ ହେବ କରପା ପଞ୍ଚାୟତର ଅଜୟଗଡ଼ ଗାଁ ନିକଟରେ ଥିବା କୁଆପଚ୍ଚା ପାହାଡ଼ରୁ ଅତଡା ଖସୁଛି। ବଡ଼ ବଡ଼ ପଥର ଖସିଥିବାରୁ ସମଗ୍ର ଅଞ୍ଚଳ ଧଳା ରଙ୍ଗର ପାଉଡର୍ ଭଳି ଦେଖା ଯାଉଛି। ପାହାଡ ତଳେ ଥିବା ପଡୁଚାଷ ଉପରେ ଏହି ପଥର ପଡୁଥିବାରୁ ଏକର ଏକର ଫସଲ ନଷ୍ଟ ହୋଇଯାଇଥିବା ଅଭିଯୋଗ ହୋଇଛି। […]

pathara-2

pathara-2

Rakesh Mallick
  • Published: Sunday, 25 October 2015
  • Updated: 25 October 2015, 08:09 AM IST

Sports

Latest News

ରାୟଗଡ଼ା: ରାୟଗଡ଼ା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ କରପା ପଞ୍ଚାୟତରେ ପାହାଡରୁ ଅତଡ଼ା ଖସୁଥିବା ନେଇ  ଗାଁ ଲୋକେ ଆତଙ୍କିତ ହୋଇପଡିଛନ୍ତି। ଗତ କିଛିଦିନ ହେବ କରପା ପଞ୍ଚାୟତର ଅଜୟଗଡ଼ ଗାଁ ନିକଟରେ ଥିବା କୁଆପଚ୍ଚା ପାହାଡ଼ରୁ ଅତଡା ଖସୁଛି। ବଡ଼ ବଡ଼ ପଥର ଖସିଥିବାରୁ ସମଗ୍ର ଅଞ୍ଚଳ ଧଳା ରଙ୍ଗର ପାଉଡର୍ ଭଳି ଦେଖା ଯାଉଛି। ପାହାଡ ତଳେ ଥିବା ପଡୁଚାଷ ଉପରେ ଏହି ପଥର ପଡୁଥିବାରୁ ଏକର ଏକର ଫସଲ ନଷ୍ଟ ହୋଇଯାଇଥିବା ଅଭିଯୋଗ ହୋଇଛି। କ୍ରମାଗତ ଭାବେ ଅତଡ଼ା ଖସୁଥିବାରୁ ପାହାଡ଼ ନିକଟରେ ଥିବା ୪ଟି ଗାଁର ଲୋକେ ଭୟଭୀତ ହୋଇପଡିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story